ନନ୍ଦନ କାନନରେ ବାଘ ସଂଖ୍ୟା ବଢ଼ାଇଲେ ଦୁଇ ନୂଆ ଅତିଥି

ନନ୍ଦନକାନନରେ ନୂଆ ଅତିଥି । ନନ୍ଦନକାନନରେ ୨ଟି ବାଘ ଛୁଆ ଜନ୍ମ ନେଇଛନ୍ତି । ଧଳା ବାଘୁଣୀ ସ୍ନେହା ଗର୍ଭରୁ ୨ଟି ବାଘ ଛୁଆ ଜନ୍ମ ହୋଇଛନ୍ତି । ଫଳରେ ଏବେ ନନ୍ଦନକାନନରେ ବାଘସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ଏବେ ୮ଟି ଧଳାବାଘ ଓ ୪ଟି କଳାବାଘ ଅଛନ୍ତି। ସିସିଟିଭି ମାଧ୍ୟମରେ ଛୁଆମାନଙ୍କ ଉପରେ ନଜର ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.