ନବରଙ୍ଗପୁର : ଆକ୍ରମଣ କରି ମାରିବା ପରେ ଜଙ୍ଗଲରେ ମୃତଦେହକୁ ଜଗି ରହିଛି ଭାଲୁ

ନବରଙ୍ଗପୁର : ନବରଙ୍ଗପୁର ସିନ୍ଧିଗୁଡ଼ା ଗାଁରେ ଭାଲୁ ଆତଙ୍କ। ଗାଁରେ ଆତଙ୍କ ଖେଳାଇଛି ଭାଲୁ । ଭାଲୁଟି ନିକଟସ୍ଥ ଜଙ୍ଗଲ ଭିତରେ ଏକ ମୃତଦେହକୁ ଜଗି ରହିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ତେବେ ମୃତଦେହଟି କାହାର ସେନେଇ ସ୍ପଷ୍ଟ ହୋଇପାରୁନି। ସେପଟେ ଗୌରୀ ଅମନାତ୍ୟ ନାମକ ଜଣେ ମହିଳା ନିଖୋଜ ଅଛନ୍ତି। ମୃତଦେହଟି ତାଙ୍କର ହୋଇଥିବା ସନ୍ଦେହ କରାଯାଉଛି। ଘଞ୍ଚ ଜଙ୍ଗଲ ହୋଇଥିବାରୁ ଭିତରକୁ କେହି ଯାଇପାରୁନାହାଁନ୍ତି। ଖବର ପାଇ ବନବିଭାଗ କର୍ମଚାରୀ ଓ ନବରଙ୍ଗପୁର ପୋଲିସ ଗାଁରେ ପହଞ୍ଚିଛନ୍ତି।

BEER

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.