ସମ୍ବଲପୁର ବାହାଲପଡ଼ାରେ ଚାଞ୍ଚଲ୍ୟ, ମହିଳାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ, ଘରେ ତାଲା ପକାଇ ସ୍ୱାମୀ ଓ ପରିବାର ଲୋକ ଫେରାର

ସମ୍ବଲପୁର : ମହିଳାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ । ସମ୍ବଲପୁର ଧନୁପାଲି ଥାନା ବାହାଲପଡ଼ାରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଘରେ ତାଲା ପକାଇ ମହିଳାଙ୍କ ସ୍ୱାମୀ ଓ ପରିବାର ଲୋକ ଫେରାର ହୋଇଯାଇଛନ୍ତି । ଘର ଭିତରେ ପୋତା ଯାଇଥିବା ସନ୍ଦେହରେ ଏବେ ମାଟି ଖେଳାଯାଉଛି । ଘଟଣାସ୍ଥଳରେ ଧନୁପାଲି ଥାନା ପୋଲିସ ଓ ମହିଳା ଥାନା ପୋଲିସ ସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.