ପ୍ରବଳ ଜାଡରେ ପୁଣି ଥରୁଛି ସାରା ଓଡ଼ିଶା, ୧୦ଡିଗ୍ରୀ ତଳେ ୫ଟି ସହର

ପ୍ରବଳ ଜାଡରେ ପୁଣି ଥରୁଛି ସାରା ଓଡ଼ିଶା। ୧୦ଡିଗ୍ରୀ ତଳେ ୫ଟି ସହର ରହିଛି । ସାରା ରାଜ୍ୟରେ ଥଣ୍ଡା ବଢିଚାଲିଥିବାବେଳେ ଆଜିଠୁ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର ଜିଲ୍ଲାରେ ବି ପ୍ରବଳ ଶୀତ ଲହରୀ । ଥଣ୍ଡାରୁ ମୁକ୍ତି ପାଇବା ପାଇଁ କିଏ ଏକ୍ସରସାଇଜ୍‌ କରୁଛି ତ ଆଉ କିଏ ନିଆଁ ପୋଉଁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.