ଆସନ୍ତାକାଲିଠୁ କମିବ ଶୀତ, ଆସୁଛି ଯୋଡ଼ା ପଶ୍ଚିମା ଝଡ଼
ଭୁବନେଶ୍ୱର : କମିବ ଶୀତ । ଆସୁଛି ଯୋଡ଼ା ପଶ୍ଚିମା ଝଡ଼ । ଆସନ୍ତାକାଲି ରାତିରୁ ତାପମାତ୍ରା ବଢ଼ିବା ସମ୍ଭାବନା । ପଶ୍ଚିମାଝଡ଼ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ପରେ ଦେଶର ପୂର୍ବ ଭାଗରେ ରାତି ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତାକାଲିଠାରୁ ଅନୁଭୂତ ହେବ । ହାଡ଼ଭଙ୍ଗା ଜାଡ଼ରୁ ଆଶ୍ବସ୍ତି ମିଳିବ…