Below header

ପୋଲିସ ଚାକିରି ପାଇଁ ଇଚ୍ଛୁକ କି? ITBP ଫୋର୍ସରେ ୧୦୦ରୁ ଅଧିକ ପଦରେ ନିଯୁକ୍ତି ସୁଯୋଗ, ଏହି ତାରିଖ ସୁଦ୍ଧା କରନ୍ତୁ…

ଭାରତ-ତିବ୍ଦତ ସୀମା ପୋଲିସ (ITBP) ଫୋର୍ସ, ଭାରତ ସରକାର କନଷ୍ଟେବଳ (Pioneer) ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଖାଲି ପଡ଼ିଥିବା ୧୦୮ ପଦ ପୂରଣ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ITBPର ଅଫିସିଆଲ େଓ୍ଵବ୍‌ସାଇଟ www.recruitment.itbpolice.nic.inରେ ବିଜ୍ଞପ୍ତି…

୧ ଘଣ୍ଟାର ସେକ୍ସ ମାରାଥନ୍‌ ସାଜିଲା କାଳ! ପ୍ରେମିକା ଘରକୁ ଯାଇଥିବା ଯୁବକଙ୍କ ପ୍ରାଣବାୟୁ ଉଡ଼ିଲା

ଏକ ଘଣ୍ଟାର ‘ସେକ୍ସ ମାରାଥନ୍‌’ ସମୟରେ ୪୭ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଖବରରୁ ଜଣାପଡ଼ିଛି, ବ୍ୟକ୍ତିଙ୍କ ପ୍ରେମିକା ତାଙ୍କୁ ନିଜ ଘରକୁ ଡାକିଥିଲା। ଡିନର ପରେ ବ୍ୟକ୍ତି ଜଣକ ପ୍ରେମିକାଙ୍କ ସହ ପ୍ରେମଭରା ମୁହୂର୍ତ୍ତ ଉପଭୋଗ କରୁଥିଲେ। ହେଲେ ସେକ୍ସ ସମୟରେ ହିଁ ତାଙ୍କୁ ନିଃଶ୍ୱାସ…

ପାକିସ୍ତାନୀ ସେନାର ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ, ବେଲୁଚିସ୍ତାନରୁ ମିଳିଲା ଭଗ୍ନାବଶେଷ; ୬ ସେନା ଅଧିକାରୀଙ୍କ ମୃତ୍ୟୁ

ପାକିସ୍ତାନୀ ସେନା ହେଲିକାପ୍ଟରର ଭଗ୍ନାବଶେଷ ମିଳିଛି। ଏହି ହେଲିକାପ୍ଟର ଉତ୍ତର-ପଶ୍ଚିମ କ୍ଷେତ୍ର ବେଲୁଚିସ୍ତାନରେ ସୋମବାର ରାତିରୁ ନିଖୋଜ ହୋଇ ଯାଇଥିଲା, ଯାହାର ଭଗ୍ନାବଶେଷ ଲାସବେଲା ଜିଲ୍ଲାର ମୁସା ଗୋଥ୍‌ ନିକଟରେ ମିଳିଛି। ସୂଚନା ମୁତାବକ, ଦୁର୍ଘଟଣାରେ ୬ ସେନା ଅଧିକାରୀଙ୍କ ମୃତ୍ୟୁ…

ବୁଷ୍ଟର ଡୋଜ୍‌ ନେଇଥିବା ଲୋକେ ମାଗଣାରେ ଖାଇବେ ଛୋଲେ ଭଟୁରେ! ଜାଣନ୍ତୁ କେଉଁଠି ମିଳୁଛି ଏହି ଅଫର୍‌

କରୋନା ଭ୍ୟାକ୍ସିନର ତୃତୀୟ ଡୋଜ୍‌ ଅର୍ଥାତ୍‌ ବୁଷ୍ଟର ଡୋଜ୍‌ ନେଇଥିବା ଲୋକଙ୍କୁ ମାଗଣା ‘ଛୋଲେ ଭଟୁରେ’ ଖୁଆଉଛନ୍ତି ଚଣ୍ଡୀଗଡ଼ର ଜଣେ ବ୍ୟକ୍ତି। ତାଙ୍କ ନାଁ ସଞ୍ଜୟ, ଯାହାଙ୍କ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ କରି ସାରିଛନ୍ତି। ସଞ୍ଜୟଙ୍କ…

ପିଜି ପାଠ୍ୟକ୍ରମ ପାଇଁ CUET ପରୀକ୍ଷାର ତାରିଖ ଘୋଷିତ, ଟ୍ଵିଟ୍‌ କରି ସୂଚନା ଦେଲେ ୟୁଜିସି ଅଧ୍ୟକ୍ଷ

କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାସ୍‌ ଟେଷ୍ଟ୍‍ ପୋଷ୍ଟଗ୍ରାଜୁଏଟ୍‌ (CUET PG 2022)ର ତାରିଖ ଘୋଷଣା କରାଯାଇଛି। ୟୁଜିସି ଚେୟାରମ୍ୟାନ ଏମ୍‌ ଜଗଦୀଶ କୁମାର ମଙ୍ଗଳବାର ଟ୍ଵିଟର ହ୍ୟାଣ୍ଡେଲରୁ ପରୀକ୍ଷାର ତାରିଖ ଘୋଷଣା କରିଛନ୍ତି। ଟ୍ଵିଟ୍‌ କରି ସେ କହିଛନ୍ତି କି, CUET ପିଜି…

ସଲମାନ ଖାନ କିଣିଲେ ବୁଲେଟ୍‌ପ୍ରୁଫ୍‌ ଗାଡ଼ି! ଗ୍ୟାଙ୍ଗ୍‌ଷ୍ଟାର ଧମକ ପରେ ନିଜ ସୁରକ୍ଷା ଉପରେ ଖର୍ଚ୍ଚ କଲେ ଏତେ କୋଟି…

ବଲିଉଡ୍‌ର ‘ଦବଙ୍ଗ’ ସଲମାନ ଖାନ ଏବେ ଚର୍ଚ୍ଚାରେ ଅଛନ୍ତି। ଫ୍ୟାନମାନଙ୍କୁ ତାଙ୍କ ଚିନ୍ତା ଘାରିଛି। କିଛି ଦିନ ତଳେ ଅଭିନେତାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ଯାହା ପରଠାରୁ ସଲମାନଙ୍କ ସୁରକ୍ଷା କଡ଼ାକଡ଼ି କରି ଦିଆଯାଇଛି। ସଲମାନ ମଧ୍ୟ ନିଜ ସୁରକ୍ଷାକୁ ନେଇ ଏବେ ଗମ୍ଭୀର ରହିଛନ୍ତି।…

ହର୍‌ ଘର୍‌ ତ୍ରିରଙ୍ଗା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ବଦଳାଇଲେ ନିଜ ଡିପି; ଦେଶବାସୀଙ୍କୁ ମଧ୍ୟ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଡିପି (Display Pictures) ପରିବର୍ତ୍ତନ କରିଛନ୍ତି। ମୋଦି ନିଜ ଡିପି ଜାଗାରେ ତ୍ରିରଙ୍ଗା ଫଟୋ ଲଗାଇଛନ୍ତି। ଏଥି ସହିତ ସେ ଦେଶବାସୀଙ୍କୁ ମଧ୍ୟ ଏମିତି ନିଜ ବଦଳାଇବାକୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି…

କଏଦୀଙ୍କୁ ହୃଦୟ ଦେଇ ବସିଲେ ମହିଳା ଜେଲର୍‌; ବାରାକ୍‌ରେ ଅଏସ୍‌-ଆରାମରେ ରହୁଥିଲା ପ୍ରେମିକ! ଆଉ ଯେତେବେଳେ ଖୁଲାସା…

ବ୍ରିଟେନର ଜଣେ ମହିଳା ଜେଲର ନିଜ ଜେଲ୍‌ର ହିଁ ଜଣେ କଏଦୀଙ୍କୁ ଭଲପାଇ ବସିଥିଲେ। ପ୍ରେମରେ ଉବୁଟୁବୁ ମହିଳା ଜେଲର ଜଣକ କଏଦୀଙ୍କ ପାଇଁ ଆଇଫୋନ୍‌ ଚୋରା ଚାଲାଣ କରୁଥିଲେ। ଦୁହିଁଙ୍କ ମଧ୍ୟରେ ଢ଼େର୍‌ ସମୟ ଧରି ଚାଲୁଥିଲା କଥାବାର୍ତ୍ତା। ଏପରି କି, ଜେଲ୍‌ରେ କେତେବେଳେ ଚେକିଂ ହେବ, ସେ ନେଇ ନିଜ…

ରାଜ୍ୟଗୋଷ୍ଠୀରେ ଭାରତକୁ ଆଉ ଏକ ସଫଳତା; ଭାରୋତ୍ତୋଳନରେ ବ୍ରୋଞ୍ଜ ଜିତିଲେ ଗୁରୁରାଜା ପୂଜାରୀ

ଭାରତକୁ ଆଉ ଏକ ସଫଳତା। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶକୁ ମିଳିଛି ଦ୍ୱିତୀୟ ପଦକ। ଗୁରୁରାଜା ପୂଜାରୀ ପୁରୁଷ ଭାରୋତ୍ତୋଳନର ୬୧ କିଲୋ ଭାରବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଗୁରୁରାଜା ସ୍ନାଚ୍‌ରେ ୧୧୮ ସ୍କୋର ଏବଂ କ୍ଲିନ୍‌ ଆଣ୍ଡ ଜର୍କରେ ୧୫୮ ସ୍କୋର କରିଛନ୍ତି। ଅର୍ଥାତ୍‌ ସେ ମୋଟ ୨୬୯ ସ୍କୋର…

ପୁରୁଷ ସାଙ୍ଗ ସହିତ ସ୍ତ୍ରୀକୁ ଦେଖି ମୁଣ୍ଡକୁ ଚଢ଼ିଗଲା ରାଗ; ଗଛରେ ବାନ୍ଧି ଅତି ନିର୍ଦ୍ଦୟ ଭାବେ ପିଟି ଚାଲିଲା…

ରାଜସ୍ଥାନର ବାଂସଓ୍ଵାଡା ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ମାଉସୀ ଶାଶୁଙ୍କ ଘରକୁ ଯାଇଥିଲେ। ରାସ୍ତାରେ ପୁରୁଷ ସାଙ୍ଗ ଦେଖା ହେବାରୁ ସେ ତାଙ୍କ ଗାଡ଼ିରେ ଲିଫ୍ଟ ନେଇ ପହଞ୍ଚିଥିଲେ। ହେଲେ ଯେତେବେଳେ ଏହି କଥା ତାଙ୍କ ଶାଶୁଘର ଲୋକଙ୍କୁ ଜଣାପଡ଼ିଥିଲା, ତ…

ପାନ ଦୋକାନୀଙ୍କ ପୁଅ ଦେଶ ପାଇଁ ଜିତିଲେ ପଦକ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ସଂକେତ ସାଗରଙ୍କୁ ରୌପ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତର ପଦକ ଖାତା ଖୋଲିଛି। ସଙ୍କେତ ମହାଦେବ ସାଗର ପୁରୁଷ ଭାରୋତ୍ତୋଳନର ୫୫ କିଲୋ ବର୍ଗରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି। ସଙ୍କେତ ସରଗର ସ୍ନାଚ୍‌ ଏବଂ କ୍ଲିନ୍‌ ଓ ଜର୍କରେ ମୋଟ ୨୪୮ କେଜି ଭାର ଉଠାଇ ରୌପ୍ୟ ପଦକ ନିଜ ନାମରେ କରିଛନ୍ତି। ସେ ପ୍ରଥମ ରାଉଣ୍ଡ…

‘ମୋର କିଛି ହୋଇଗଲେ, ଏଥିପାଇଁ ଦାୟୀ ରହିବେ ନାନା ପାଟେକର’…ଏମିତି କହି ସମସ୍ତଙ୍କୁ ସ୍ତବ୍ଧ କରିଦେଲେ ତନୁଶ୍ରୀ ଦତ୍ତା

‘ଆଶିକ୍‌ ବନାୟା ଆପ୍‌ନେ’ ଫେମ୍‌ ତନୁଶ୍ରୀ ଦତ୍ତା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ୨୦୧୮ରେ ତନୁଶ୍ରୀ MeToo ଆରମ୍ଭ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। MeToo ଜରିଆରେ ତନୁଶ୍ରୀ ନାନା ପାଟେକରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। ଆଉ ଏବେ ଅଭିନେତ୍ରୀଙ୍କ ନୂଆ ପୋଷ୍ଟ୍‍ ସବୁଠି…