Below header

ନିଯୁକ୍ତି ସୁଯୋଗ! ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଖାଲି ପଡ଼ିଛି ୧୦୩ ପଦ; ଅଗଷ୍ଟ ୩୦ ସୁଦ୍ଧା କରନ୍ତୁ ଆବେଦନ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଅଫିସର ଏବଂ ମ୍ୟାନେଜମେଣ୍ଟର କେତେକ ପଦରେ ନିଯୁକ୍ତି ସୁଯୋଗ ଆଣିଛି। ଯେଉଁମାନେ ଏହି ପଦଗୁଡ଼ିକରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ PNBର ଅଫିସିଆଲ େଓ୍ଵବ୍‌ସାଇଟ pnbindia.in କୁ ଯାଇ ଏହି ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ କରି ପାରିବେ। କହି…

ନ୍ୟାସନାଲ ହେରାଲ୍ଡ ବିଲ୍ଡିଂରେ ଚାଲିଛି ମଦ ବେପାର! ୨୦ ବର୍ଷ ତଳୁ ବନ୍ଦ ହୋଇ ସାରିଛି ଖବରକାଗଜ ଛପା

ନ୍ୟାସନାଲ ହେରାଲ୍ଡ ମାମଲାର ତଦନ୍ତ କରୁଥିବା ଇଡି ଟିମ୍‌ ଗୁରୁବାର ଲକ୍ଷ୍ନୌସ୍ଥିତ ହେରାଲ୍ଡ ଅଫିସ୍‌ ଚଢ଼ାଉ କରିଥିଲା। ଯେତେବେଳେ ଟିମ୍‌ ସେଠାରେ ପହଞ୍ଚିଥିଲା, ତ ସେଠାକାର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। କାହିଁକି ନା, ବିଲ୍ଡିଂରେ ଖବରକାଗଜ ଛପା ପରିବର୍ତ୍ତେ ଦେଖିବାକୁ ମିଳିଥିଲା…

ଆମେରିକାରେ ମଙ୍କିପକ୍ସର ୬୬୦୦ରୁ ଅଧିକ ମାମଲା! ହେଲ୍‌ଥ ଏମରଜେନ୍ସି ଘୋଷଣା କଲେ ସରକାର

ଦିନକୁ ଦିନ ବଢ଼ି ଚାଲିଥିବା ମଙ୍କିପକ୍ସ ମାମଲା ଏବଂ ବିପଦକୁ ନଜରରେ ରଖି ଆମେରିକା ହେଲ୍‌ଥ ଏମରଜେନ୍ସି ଘୋଷଣା କରିଛି। ରିପୋର୍ଟ ମୁତାବକ, ଜୋ ବାଇଡେନଙ୍କ ପ୍ରଶାସନ ଭାଇରସ୍‌ର ଗମ୍ଭୀରତାକୁ ଦେଖି ଏହି ପଦକ୍ଷେପ ଗ୍ରହଣ କରିଛି। ୨ ଅଗଷ୍ଟରେ ରାଷ୍ଟ୍ରପତି ବାଇଡେନ ଦୁଇଜଣ ଉଚ୍ଚ ଅଧିକାରୀଙ୍କୁ…

ଖାଦ୍ୟ ତୈଳ ମୂଲ୍ୟ ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବ! କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଲେ ସରକାର

ଦେଶରେ ବିଭିନ୍ନ ଖାଦ୍ୟପେୟ ଜିନିଷରେ ଦରଦାମ୍‌ ବୃଦ୍ଧି ଭିତରେ ଏକ ଭଲ ଖବର ସାମ୍ନାକୁ ଆସିଛି। ଆଗାମୀ ଦୁଇ ସପ୍ତାହେ ଭିତରେ ଖାଦ୍ୟ ତୈଳ ଦାମ୍‌ କମିବାର ଆଶା ସଞ୍ଚାର ହୋଇଛି। ଖାଦ୍ୟ ତୈଳ ଦାମ୍‌କୁ ନେଇ ଖାଦ୍ୟ ସଚିବ ଏବଂ କମ୍ପାନୀମାନଙ୍କ ସହିତ ହୋଇଥିବା ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି।…

ଷ୍ଟାଫ୍‌ ନର୍ସ ପଦରେ ନିଯୁକ୍ତି! ୧ ଲକ୍ଷରୁ ଅଧିକ ମିଳିବ ଦରମା; ୧୭ ଅଗଷ୍ଟରୁ ଆବେଦନ ପ୍ରକ୍ରିୟା ଆରମ୍ଭ

ଇଣ୍ଡୋ-ତିବ୍ଦତ ସୀମା ପୋଲିସ (ITBP) ଗ୍ରୁପ୍‌ ବି ପଦରେ ନିଯୁକ୍ତି ସୁଯୋଗ ଆଣିଛି। ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ େଓ୍ଵବ୍‌ସାଇଟ recruitment.itbpolice.nic.inକୁ ଯାଇ ଆବେଦନ କରି ପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୮ ଷ୍ଟାଫ୍‌ ନର୍ସ ପଦ…

୧୩ ନୁହେଁ, ଏଣିକି ବିମାନରୁ ଓହ୍ଲାଇବାରେ ଲାଗିବ ୭ ମିନିଟ୍‌! ଇଣ୍ଡିଗୋ ଯାତ୍ରୀଙ୍କ ପାଇଁ ଆରମ୍ଭ କଲା ନୂଆ ସୁବିଧା

ଘରୋଇ କ୍ଷେତ୍ରର ଏୟାରଲାଇନ ଇଣ୍ଡିଗୋ ଯାତ୍ରୀମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବାକୁ ଯାଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଇଣ୍ଡିଗୋ ଏୟାରଲାଇନ ବିମାନରୁ ଓହ୍ଲାଉଥିବା ଯାତ୍ରୀଙ୍କ ପାଇଁ ଏକ ନୂଆ ବିକଳ୍ପ ଆଣିଛି। ଏଥିପାଇଁ କମ୍ପାନୀ ନୂଆ ୩ ପଏଣ୍ଟ ଡିସେମ୍ବାର୍କେସନ ପ୍ରସ୍ତୁତ…

ଗଣଦୁଷ୍କର୍ମରୁ ଜନ୍ମିତ ପୁଅ ୨୭ ବର୍ଷ ପରେ ଅଭିଯୁକ୍ତକୁ ଧରାଇଲା! ମା’ ଦ୍ୱାରା ରୁଜୁ କରାଇଲା ମାମଲା, ଜଣେ ଗିରଫ

ଉତ୍ତର ପ୍ରଦେଶ: ୨୭ ବର୍ଷ ତଳର ଏକ ଗଣଦୁଷ୍କର୍ମ ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ମହମ୍ମଦ ରଜି। ରଜି ହାଇଦ୍ରାବାଦରୁ ନିଜ ଘରକୁ ଆସିଥିବା ବେଳେ ପୋଲିସ ତାଙ୍କୁ କାବୁ କରି ନେଇଥିଲା। ସୂଚନା ମୁତାବକ, ୩ ମାସ ପୂର୍ବେ ଲକ୍ଷ୍ନୌର ଜଣେ ମହିଳା ତାଙ୍କୁ ଗଣଦୁଷ୍କର୍ମ…

ତେଲେଙ୍ଗାନା ସରକାରୀ ସ୍କୁଲରେ ମୂଷାଙ୍କ ଉତ୍ପାତ! ୧୦ ଛାତ୍ରୀଙ୍କୁ କାମୁଡ଼ି ଘାଇଲା କରି ପକାଇଲେ… ସୁରକ୍ଷିତ ପରିବେଶ…

ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସରକାରୀ ବାଳିକା ଗୁରୁକୁଳ ଆବାସୀୟ ବିଦ୍ୟାଳୟରେ ପଢ଼ୁଥିବା ୧୦ ଛାତ୍ରୀଙ୍କୁ ମୂଷା କାମୁଡ଼ି ଦେଇଛି। ମୂଷା କାମୁଡ଼ିବା ଦ୍ୱାରା ଛାତ୍ରୀମାନେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ…

ଦୀପାବଳି ପରଦିନ ଗୋବର୍ଦ୍ଧନ ପୂଜାରେ ପଡ଼ୁଛି ଏ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଜାଣନ୍ତୁ କେଉଁଠି ହେବ ଦୃଶ୍ୟମାନ

ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ କାର୍ତ୍ତିକ ମାସ ଅମାବାସ୍ୟାରେ ଲାଗିବାକୁ ଯାଉଛି। ହିନ୍ଦୁ ଧର୍ମରେ କାର୍ତ୍ତିକ ଅମାବାସ୍ୟାର ଖାସ୍‌ ମହତ୍ତ୍ୱ ରହିଛି। ଏହି ଦିନ ଦୀପାବଳି ଉତ୍ସବ ପାଳନ ହୋଇଥାଏ। ହିନ୍ଦୁ କ୍ୟାଲେଣ୍ଡର ମୁତାବକ, ଏଥର ଅକ୍ଟୋବର ୨୪ରେ ଦୀପାବଳି ପଡ଼ୁଛି। ଦୀପାବଳି ପରଦିନ…

ଚୀନ-ତାଇଓ୍ଵାନ ଯୁଦ୍ଧ! ସାରା ବିଶ୍ୱ ଭୋଗିବ ଭୟଙ୍କର ପରିଣାମ; ବଜାରରୁ ଗାଏବ ହୋଇଯିବ ଏହି ସବୁ ଜିନିଷ

ଚୀନର ନାନା ଧମକ ସତ୍ତ୍ୱେ ଆମେରିକା ସଂସଦର ସ୍ପୀକର ନାନ୍ସି ପେଲୋସି ତାଇଓ୍ଵାନ ଗସ୍ତ କରି ଫେରିଛନ୍ତି। ସେ ୧୯ ଘଣ୍ଟା କାଳ ତାଇଓ୍ଵାନରେ ରହି ସେଠାକାର ରାଷ୍ଟ୍ରପତି ଏବଂ ଅଧିକାରୀମାନଙ୍କ ସହିତ ଭେଟ ହୋଇଥିଲେ। ଚୀନର ଧମକ ଭିତରେ ପେଲୋସିଙ୍କ ଏହି ଗସ୍ତ ଏକ ପ୍ରକାର ପ୍ରମାଣ ଦେଉଛି ଯେ…

ଚାଲିଗଲେ ଲୋକପ୍ରିୟ ଅଭିନେତା ମିଥିଳେଶ ଚତୁର୍ବେଦୀ, ହିନ୍ଦୀ ସିନେମା ଜଗତରେ ଶୋକର ଛାୟା

ବଲିଉଡ୍‌ ଇଣ୍ଡଷ୍ଟ୍ରୀ ପାଇଁ ଅତି ଦୁଃଖଦ ଖବର। ହିନ୍ଦୀ ସିନେମା ଜଗତର ପ୍ରସିଦ୍ଧ କଳାକାର ମିଥିଳେଶ ଚତୁର୍ବେଦୀଙ୍କ ପରଲୋକ ଘଟିଛି। ଗତକାଲି ଅଗଷ୍ଟ ୩ ସନ୍ଧ୍ୟା ସମୟରେ ଅଭିନେତା ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମିଥିଳେଶ ଲମ୍ବା ସମୟରୁ ହୃଦୟଜନିତ ରୋଗରେ ଜୁଝି ହେଉଥିଲେ। ରିପୋର୍ଟ…

ବହୁତ ଜଲ୍‌ଦି ଆରମ୍ଭ ହେବ ‘ଇଣ୍ଡିଆନ ଆଇଡଲ୍‌ ୧୩’, ପ୍ରୋମୋ ଦେଖି ୟୁଜର କରୁଛନ୍ତି ଟ୍ରୋଲ…ଜାଣନ୍ତୁ କିଏ କ’ଣ କହିଲେ

ସୋନି ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ୍‌ ରିୟାଲିଟି ଶୋ’ ‘ଇଣ୍ଡିଆନ ଆଇଡଲ୍‌’ ସିଜନ ୧୨ ପରେ ଏବେ ସିଜନ ୧୩ ଟେଲିକାଷ୍ଟ୍‍ ହେବାକୁ ଯାଉଛି। ଏ ନେଇ ସୋନି ଟିଭି ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ‘ଇଣ୍ଡିଆନ ଆଇଡଲ୍‌ ୧୩’ର ପ୍ରୋମୋ ଜାରି କରିଛି। ଏହି ପ୍ରୋମୋର କ୍ୟାପସନ ଦିଆଯାଇଛି, ‘ପୁଣିଥରେ…