ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ! ରିଲାଏନ୍ସ ଫାଉଣ୍ଡେସନ ନମ୍ବରକୁ କଲ୍‌ କରି ଦୁର୍ବୃତ୍ତ କହିଲେ, ‘୩ ଘଣ୍ଟାରେ ପୂରା…

ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ପରିବାରକୁ ମିଳିଛି ହତ୍ୟା ଧମକ। ମିଡିଆ ରିପୋର୍ଟ ମୁତାବକ, ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଡିସ୍‌ପ୍ଲେ ନମ୍ବରକୁ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଛି। କଲର୍‌ ଜଣକ ଅମ୍ବାନୀଙ୍କ ପୂରା ପରିବାରକୁ ୩ ଘଣ୍ଟାରେ ଶେଷ କରିଦେବାକୁ ଧମକ…

ଘରେ ତ୍ରିରଙ୍ଗା ଉଡ଼ାଇବା ପରେ ଆପଣଙ୍କୁ ଏମିତି ମିଳିବ ସାର୍ଟିଫିକେଟ୍‌; ବାସ୍‌ ୨ ମିନିଟ୍‌ରେ କରନ୍ତୁ ଡାଉନଲୋଡ୍‌

ଆଜି ସାରା ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ। ଭାରତ ସ୍ୱାଧୀନ ହେବାର ୭୫ ବର୍ଷ ପୂରଣ ହୋଇଛି। ଏହି ଅବସରକୁ ‘ଆଜାଦୀର ଅମୃତ ମହୋତ୍ସବ’ ରୂପେ ପାଳନ କରାଯାଉଛି। ଏହି ଉପଲକ୍ଷେ ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ ମଧ୍ୟ ଜାରି ରହିଛି। ଏଥିରେ ଅଂଶଗ୍ରହଣ କରି ଲୋକେ ନିଜ ନିଜ ଘରେ ତ୍ରିରଙ୍ଗା…

ଟ୍ୟାନ୍‌ ପଡ଼ିଯାଇଛି କି ଆପଣଙ୍କ ତ୍ୱଚା? ଆଲୋଭେରା ବ୍ୟବହାର କରି ସହଜରେ କରନ୍ତୁ ସମସ୍ୟାର ସମାଧାନ…

ସୁନ୍ଦର ଦିଶିବାକୁ କିଏ ବା ନ ଚାହେଁ। ଖାସ୍‌ କରି ମହିଳାମାନେ ନିଜର ସୁନ୍ଦରତା ପାଇଁ ପଇସାକୁ ପାଣି ଭଳି ବୁହାଇ ଦିଅନ୍ତି। କିଛି ମହିଳା ଅଛନ୍ତି, ଯେଉଁମାନେ ବିଭିନ୍ନ ପ୍ରକାର ଘରୋଇ ଉପଚାର ମଧ୍ୟ ଆପଣାଇ ଥାଆନ୍ତି। ଅନେକ ବାର ମହିଳାମାନେ ନିଜ ତ୍ୱଚାରେ ଟ୍ୟାନିଂ ସମସ୍ୟାକୁ ନେଇ ବହୁତ ଚିନ୍ତିତ…

ଇଜିପ୍ଟ: ସଭା ଚାଲିଥିବା ବେଳେ ଚର୍ଚ୍ଚରେ ଭୀଷଣ ଅଗ୍ନିକାଣ୍ଡ; ୪୧ ଜଣ ଜୀବନ୍ତ ଦଗ୍ଧ

ଇଜିପ୍ଟର ଏକ ଚର୍ଚ୍ଚରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪୧ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଇଜିପ୍ଟର କୋପ୍ଟିକ୍‌ ଚର୍ଚ୍ଚ ସୂତ୍ରରୁ ଜଣାପଡ଼ିଛି ଯେ କାହିରାସ୍ଥିତ ଚର୍ଚ୍ଚରେ ଏହି ଅଗ୍ନିକାଣ୍ଡ ଦ୍ୱାରା ୪୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ୧୪ ଜଣ ନିଆଁରେ ପୋଡ଼ିହୋଇ ଗୁରୁତର ଆହତ ହୋଇଛନ୍ତି। ନିଆଁ…

ମହାରାଷ୍ଟ୍ର କ୍ୟାବିନେଟ୍‌ରେ ବିଭାଗ ବଣ୍ଟନ; ଡେପୁଟି ସିଏମ୍‌ ଦେବେନ୍ଦ୍ର ଫଡଣଭିସ୍‌ଙ୍କୁ ମିଳିଲା ଗୃହ ଓ ବିତ୍ତ…

ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳ ବିସ୍ତାରର କିଛି ଦିନ ପରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସହର ବିକାଶ ମନ୍ତ୍ରଳୟ ନିଜ ପାଖରେ ରଖିଛନ୍ତି। ଡେପୁଟି ସିଏମ୍‌ ଦେବେନ୍ଦ୍ର ଫଡଣଭିସ୍‌ଙ୍କୁ ମିଳିଛି ଗୃହ, ବିତ୍ତ, ଜଳ ସମ୍ପଦ, ଆବାସ ଏବଂ ବିଜୁଳି ବିଭାଗର…

ଏସିଆ କପ୍ ୨୦୨୨: ଅଗଷ୍ଟ ୧୫ରୁ ଆରମ୍ଭ ହେବ ଟିକେଟ୍‌ ବୁକିଂ; ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଟିକେଟ୍‌ ଡିମାଣ୍ଡ ଅଧିକ

ଏସିଆ କପ୍ ୨୦୨୨ ଆରମ୍ଭ ହେବାକୁ ଆଉ ମାତ୍ର ଦୁଇ ସପ୍ତାହରୁ କମ୍ ସମୟ ବାକି ଅଛି। ଏସିଆନ କ୍ରିକେଟ୍ ପରିଷଦ (ଏସିସି) ଟୁର୍ନାମେଣ୍ଟର ମ୍ୟାଚ୍‌ଗୁଡ଼ିକ ପାଇଁ ଟିକେଟ୍ ବିକ୍ରିକୁ ନେଇ ରବିବାର ଏକ ସୂଚନା ପ୍ରଦାନ କରିଛି। ଦୀର୍ଘ ସମୟର ଅପେକ୍ଷା ପରେ ଏସିସି କହିଛି କି, ଏସିଆ କପ୍ ପାଇଁ ଅଗଷ୍ଟ ୧୫…

ପାକିସ୍ତାନ: ବସ୍‌ ଓ ଆଖୁ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା; ୧୩ ଯାତ୍ରୀଙ୍କ ମୃତ୍ୟୁ

ପାକିସ୍ତାନର ପଞ୍ଜାବରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ, ଲାହୋରଠାରୁ ପାଖାପାଖି ୪୦୦ କିମି ଦୂର ରହିମ୍‌ ୟାର୍‌ ଖାନ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ଏକ ଆଖୁ ବୋଝେଇ ଟ୍ରକ୍‌ ସହ ଏକ ଯାତ୍ରୀବାହୀ…

ପୁଣି ସୋସିଆଲ ମିଡିଆରେ ପୋଷ୍ଟ୍‍ ସେୟାର କଲେ ରିଷଭ୍‌ ପନ୍ତ, କହିଲେ, ‘ଯାହା ଆପଣଙ୍କ କଣ୍ଟ୍ରୋଲରେ ନାହିଁ…’

ଭାରତର ଷ୍ଟାର୍‌ ଓ୍ଵିକେଟକିପର ବ୍ୟାଟ୍ସମ୍ୟାନ ରିଷଭ୍‌ ପନ୍ତ ଓ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ନାମ ଅନେକ ଦିନରୁ ଚର୍ଚ୍ଚାରେ ରହି ଆସିଛି। ଏବେ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବିବାଦ ଚାଲିଛି। ଏହା ମାଧ୍ୟମରେ ଦୁହେଁ ଦୁହିଁଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ଇତି ମଧ୍ୟରେ…

ସଲମାନ ରୁସ୍‌ଦୀଙ୍କୁ ସମର୍ଥନ ମହଙ୍ଗା ପଡ଼ିଲା; ‘ହ୍ୟାରୀ ପୋଟର’ର ବିଖ୍ୟାତ ଲେଖିକାଙ୍କୁ ହତ୍ୟା ଧମକ!

ନ୍ୟୁୟର୍କରେ ସଲମାନ ରୁସଦୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ବିରୋଧ କରି ଟ୍ଵିଟ୍‌ କରିଥିଲେ ବିଖ୍ୟାତ ଲେଖିକା ଜେକେ ରାଉଲିଙ୍ଗ୍‌, ଯାହାକି ଆଜି ତାଙ୍କୁ ମହଙ୍ଗା ପଡ଼ି ଯାଇଛି। ଶୁକ୍ରବାର ଏଠାରେ ଆୟୋଜିତ ଏକ ସାହିତ୍ୟିକ ସମାରୋହରେ ସଲମାନ ରୁସଦୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି…

୧୭ ଅଗଷ୍ଟରୁ ଆରମ୍ଭ ହେବ ଏହି ରାଶିମାନଙ୍କର ଭଲ ଦିନ, ୧ ମାସ ପର୍ଯ୍ୟନ୍ତ କରିବେ ଅୟସ୍‌ ଆରାମ

୧୭ ଅଗଷ୍ଟରେ ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି। ସୂର୍ଯ୍ୟଙ୍କୁ ଆତ୍ମା, ପିତା, ମାନ ସମ୍ମାନ, ସଫଳତା, ପ୍ରଗତି, ସରକାରୀ ଏବଂ ଘରୋଇ କ୍ଷେତ୍ରରେ ଉଚ୍ଚ ସେବାର କାରକ ଗ୍ରହ କୁହାଯାଇଥାଏ। ସମସ୍ତ ଗ୍ରହଙ୍କ ରାଜା…

ଅଧିକ ଖାଇବା ପରେ ପେଟ ଭାରି ଭାରି ଲାଗୁଛି କି? ଆରାମ ପାଇବା ପାଇଁ ତୁରନ୍ତ ଆପଣାନ୍ତୁ ଏହି ଘରୋଇ ଉପଚାର

ବିବାହ କିମ୍ବା ଅନ୍ୟାନ୍ୟ ଭୋଜିରେ ଅଧିକ ତେଲ, ଛଣା ଜିନିଷ ଖାଇଦେବା ଦ୍ୱାରା ଆମ ପେଟ ଭାରି ଭାରି ଲାଗିଥାଏ। ଏହି କାରଣରୁ ଆମକୁ ଅସହଜ ଅନୁଭବ ହୋଇଥାଏ। ଯଦି ଆପଣଙ୍କ ସହିତ ବି ଏମିତି ସମସ୍ୟା ଉପୁଜୁଛି, ତା’ ହେଲେ ଆଗାମୀ ଥର ଏଥିରୁ ଦୂରେଇ ରହିବା ତଥା ଆରାମ ପାଇବା ପାଇଁ କେତେକ ଘରୋଇ ଉପଚାର…

ଦିଲ୍ଲୀ ଉପରେ ଆତଙ୍କବାଦୀଙ୍କ ନଜର; ଭାରତରେ ପହଞ୍ଚି ସାରିଲାଣି ବିସ୍ଫୋରକ! ଅଗଷ୍ଟ ୧୫ ପାଇଁ ଦେଶରେ ହାଇ ଆଲର୍ଟ ଜାରି

ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ଗୁଇନ୍ଦା ଏଜେନ୍ସି ଏ ନେଇ ଆଲର୍ଟ ଜାରି କରିଛି। ଏଜେନ୍ସି ମୁତାବକ, ଡ୍ରୋନ୍‌ ଜରିଆରେ ଦେଶକୁ ବିସ୍ଫୋରକ ଅଣାଯାଇଛି। ଏହି ବିସ୍ଫୋରକଗୁଡ଼ିକୁ ଦେଶର ଅଲଗା ଅଲଗା ସହରକୁ ପଠାଯାଇଛି। ଏ ସବୁ ପାକିସ୍ତାନ ସୀମାରୁ ପଞ୍ଜାବ ରାସ୍ତା…