ଅପହରଣକାରୀ ମହିଳା କଏଦୀ ପୋଲିସ କର୍ମଚାରୀଙ୍କ ଉପରେ ଆଣିଲେ ଦୁଷ୍କର୍ମ ଅଭିଯୋଗ, କହିଲେ, ‘ଟ୍ରେନ୍‌ ଟଏଲେଟ୍‌ ଭିତରେ…

ପୋକ୍ସୋ ଆକ୍ଟ ସମ୍ବନ୍ଧିତ ଏକ ମାମଲାରେ ତିହାର ଜେଲରେ ବନ୍ଦୀ ଥିବା ଜଣେ ବିଚାରଧୀନ ମହିଳା କଏଦୀ ପୋଲିସ କର୍ମଚାରୀଙ୍କ ବିରୋଧରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ। ଦିଲ୍ଲୀ ପୋଲିସର ତୃତୀୟ ବାଟାଲିୟନରେ ନିଯୁକ୍ତି ପାଇଥିବା ପୋଲିସ କର୍ମଚାରୀ ମହିଳା କଏଦୀଙ୍କୁ ହାଜର କରିବା ଲାଗି ଟ୍ରେନରେ…

‘ଟାଇଗର ଜିନ୍ଦା ହୈ’ରେ ଅସଲି ହିରୋ ସଲମାନ ନୁହେଁ, ସୁଷମା ଥିଲେ, ଜାଣନ୍ତୁ କିପରି ଥିଲା ସଂଯୋଗ

ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ, ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ସୁଷମା ସ୍ୱରାଜ ନିଜ କାଯ୍ୟର୍କାଳ ସମୟରେ ଏମିତି କିଛି କାମ କରିଛନ୍ତି, ଯେଉଁଥିପାଇଁ ସେ ସାରା ବିଶ୍ୱ ତାଙ୍କୁ ମନେ ପକାଇବ। ସୁଷମା ୪୬ ଭାରତୀୟ ନର୍ସଙ୍କ ପାଇଁ ଦେବଦୂତ ସାଜିଥିଲେ, ଯାହା…

‘ଟାଇଟାନିକ୍‌’ ପରେ ଏବେ କମ୍ପାନୀ ବି ବୁଡ଼ିଗଲା, ୧୫୮ ବର୍ଷ ପରେ ପଡ଼ିଲା ତାଲା

ଟାଇଟାନିକ୍‌ ଜାହାଜ ବୁଡ଼ିବାର କାହାଣୀ ତ ଆପଣ ଶୁଣିଥିବେ, ହେଲେ ଜାହାଜ ତିଆରି କରିଥିବା କମ୍ପାନୀ ‘ହାରଲ୍ୟାଣ୍ଡ ଆଣ୍ଡ ଓଲଫ୍‌’ ଏବେ ସବୁଦିନ ପାଇଁ ବୁଡ଼ିଯାଉଥିବାର ଖବର ସାମ୍ନାକୁ ଆସିଛି। ୧୫୮ ବର୍ଷର ଏହି ପୁରୁଣା କମ୍ପାନୀର ଜାହାଜ କାରଖାନା ଦେବାଳିଆ ହୋଇଯିବା ପରେ ତାହା ବନ୍ଦ ହେବାକୁ…

ଆପଣ ଜାଣିଛନ୍ତି କି? ସୁଷମା ସ୍ୱରାଜ, ଶୀଲା ଦୀକ୍ଷିତ ଓ ମଦନଲାଲ୍‌ ଖୁରାନାଙ୍କ ମଧ୍ୟରେ ଥିଲା ଅଜବ ସଂଯୋଗ

୨୦୧୮ ଅକ୍ଟୋବରରୁ ୨୦୧୯ ଅଗଷ୍ଟ ପଯ୍ୟର୍ନ୍ତ ରାଜଧାନୀ ଦିଲ୍ଲୀ ନିଜର ତିନି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ହରାଇ ଦେଇଛି। ଅକ୍ଟୋବର ୨୭ ତାରିଖ ରାତିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ‘ଦିଲ୍ଲୀର ସିଂହ’ ନାମରେ ପରିଚିତ ମଦନଲାଲ ଖୁରାନା ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏହାର କିଛି ମାସ ପରେ…

ବର୍ଷକର ପ୍ରେମ ସମ୍ପର୍କ ଜାଣିବା ପରେ ଝିଅକୁ ପଠାଇଦେଲେ ପ୍ରେମିକ ଘରକୁ, ଆଉ ତା’ପରେ ଘଟିଗଲା ଏଭଳି ଘଟଣା

ବର୍ଷକର ପ୍ରେମ ସମ୍ପର୍କ ଜଣାପଡ଼ିବା ପରେ ଯେବେ ଯୁବତୀଙ୍କ ଗାଁରେ ପଞ୍ଚାୟତ ବସିଲା, ସେତେବେଳେ ଯୁବତୀଙ୍କୁ ତାଙ୍କ ପ୍ରେମିକ ଘରେ ରହିବା ପାଇଁ ନିଷ୍ପତ୍ତି ଶୁଣାଯାଇଥିଲା। ଆଉ ଯେତେବେଳେ ଝିଅର ପରିବାର ଲୋକେ ପ୍ରେମିକ ଘରେ ଯାଇ ପହଞ୍ଚିଥିଲେ, ସେଠି ଦେଖିବାକୁ ପାଇଥିଲେ ଝିଅର ମୃତଦେହ। ସୁଯୋଗ…

ମଧ୍ୟପ୍ରଦେଶ: ସ୍ତ୍ରୀ କହିଲେ, ‘ଡାକ୍ତର ସ୍ୱାମୀ ମୋର ସମଲିଙ୍ଗୀ, କ୍ଲିନିକରେ ଚଲାଇଥିଲେ ବେଶ୍ୟାବୃତ୍ତି’

ଭୋପାଳର ଚୁନାଭଟ୍ଟି ନିକଟରେ ପଏଜନ୍‌ ଆଣ୍ଟି ଏଜିଙ୍ଗ୍‌ ସ୍କିନ୍‌ କ୍ଲିନିକ୍‌ ଚଲାଉଥିବା ଡାକ୍ତର ଅଭିନିତ୍‌ ଗୁପ୍ତାଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ମାଧୌଗଡ଼ ଥାନାରେ ଏକ ଏଫଆଇଆର୍‌ ଦେଇଛନ୍ତି। ଏହି ଏଫଆଇଆରରେ ସ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ସ୍ୱାମୀ ଅଭିନିତ୍‌ ସମଲିଙ୍ଗୀ ଅଟନ୍ତି। ସେ କ୍ଲିନିକ୍‌…

ବଦ୍ରିନାଥରୁ ଦର୍ଶନ ସାରି ଫେରୁଥିଲେ ମୁମ୍ବାଇ ତୀର୍ଥଯାତ୍ରୀ, ପାହାଡ଼ରୁ ଖସିଲା ବଡ଼ ପଥର ଖଣ୍ଡ, ଆଉ ତା’ ପରେ…

ବଦ୍ରିନାଥ ହାଇୱେ ଉପରେ ମୁମ୍ବାଇରୁ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବସ୍ ଦୁର୍ଘଟଣାଗସ୍ତ ହୋଇଛି। ଲାମବଗଡ଼ଠାରେ ପାହାଡ଼ରୁ ଏକ ବଡ଼ ପଥର ଖଣ୍ଡ ବସ୍ ଉପରେ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ୭ଜଣ ଯାତ୍ରୀଙ୍କର ମ୍ତ୍ୟୁ ଘଟିଛି। ସୂଚନା ମୁତାବକ, ଲାମବଗଡ଼ଠାରେ ମଙ୍ଗଳବାର ସକାଳ ପ୍ରାୟ ୯ଟାରେ…

୫୦ ଲକ୍ଷ ଠକେଇ: କପିଲ ଶର୍ମା ଶୋ’ର ଏହି କମେଡିଆନଙ୍କ ସମେତ ୭ଜଣଙ୍କ ନାଁରେ ମାମଲା

କପିଲ ଶର୍ମା ଶୋ’ର ମୁଖ୍ୟ କମେଡିଆନ୍ କିକୁ ଶାରଦା ଏବଂ ଅନ୍ୟ ୬ଜଣଙ୍କ ବିରୋଧରେ ଆର୍ଟ ଡାଇରେକ୍ଟର ନୀତିନ କୁଲକର୍ଣ୍ଣି ଅମ୍ବୋଲି ଥାନାରେ ଏକ ଅଭିଯୋଗ କରିଛନ୍ତି। ନୀତିନଙ୍କୁ ତାଙ୍କ ପାଉଣା ନ ମିଳିବା କାରଣରୁ ସେ ଏହି ଅଭିଯୋଗ କରିଥିବା କହିଛନ୍ତି। ଦ ମୁମ୍ବାଇ ଫେଷ୍ଟ୍ ନାମକ ଚାରିଟେବୁଲ୍…

‘କୁଲି ନମ୍ବର ୧’ ପାଇଁ ପ୍ରସ୍ତୁତ ହେଉଥିଲେ ବରୁଣ ଧୱନ୍, ସେୟାର କରିଦେଲେ ନିଜର ଏହି ମଜାଦାର ଭିଡିଓ

ଯେବେଠାରୁ ନିର୍ମାତା ୧୯୯୫ର ଫିଲ୍ମ ‘କୁଲି ନମ୍ବର ୧’କୁ ରିମେକ୍ କରିବାକୁ ଘୋଷଣା କରିଛନ୍ତି, ସେବେଠାରୁ ପ୍ରଶଂସକମାନେ ଏହାକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ନୂଆ ଭର୍ସନରେ ବଲିଉଡ୍ ଅଭିନେତା ବରୁଣ ଧୱନଙ୍କ ସହିତ ସାରା ଅଲ୍ଲୀ ଖାନ୍ ମଧ୍ୟ ନଜର ଆସିବେ। ବରୁଣ ଟୁଇଟରରେ ଏକ…

ୱାଇଫାଇ ପାସୱାର୍ଡ ପାଇଁ ହୋଇଥିଲା ଝଗଡ଼ା: ସାନ ଭାଇ କରିଥିଲା ଭଉଣୀକୁ ହତ୍ୟା

ବଡ଼ ଭଉଣୀକୁ ହତ୍ୟା କରିବା ଅଭିଯୋଗରେ ଜଣେ ୧୮ ବର୍ଷୀୟ ନାବାଳକଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଗଣମାଧ୍ୟମର ସୂଚନା ମୁତାବକ, ପାଖାପାଖି ୨ ବର୍ଷ ପୂର୍ବରୁ ୱାଇଫାଇ ପାସୱାର୍ଡକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ସାନ ଭାଇ ଉତକ୍ଷିପ୍ତ ହୋଇ ବଡ଼…

ବାହାଘରର ଦ୍ବିତୀୟ ରାତିରେ ଶାଶୁଘର ଲୋକଙ୍କୁ ନିଜ ହାତରନ୍ଧା ଖାଦ୍ୟ ଖୁଆଇଲା ବୋହୂ, ଆଉ ତା’ପରେ…

ଜଣେ ଲୁଟେରା ବୋହୂ ବାହାଘରର ଦ୍ବିତୀୟ ରାତିରେ ହିଁ ଶାଶୁଘରୁ ଲୁଟି ନେଇଛନ୍ତି। ସେ ନିଜ ହାତରନ୍ଧା ଖାଦ୍ୟରେ ନିଶା ମିଶାଇ ଶାଶୁଘର ଲୋକଙ୍କୁ ଖାଇବାକୁ ଦେଇଥିଲେ ଏବଂ ସ୍ବାମୀଙ୍କ ସମେତ ପରିବାରର ୫ ଜଣଙ୍କୁ ବେହୋସ୍ କରିଦେଇଥିଲେ। ଏହାପରେ ଅତି ଚତୁରତାର ସହ ଘରେ ଥିବା ସୁନା ଅଳଙ୍କାର, ନଗଦ…

କଶ୍ମୀରକୁ ନେଇ ମୋଦି ସରକାରଙ୍କର ‘ପ୍ଲାନ୍-ବି’ ପ୍ରସ୍ତୁତ, କ’ଣ ରହିଛି ଏଥିରେ ଜାଣନ୍ତୁ

ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟିବା ପରେ କ’ଣ କ’ଣ ହେବ, ଏହିଭଳି ଅନେକ ପ୍ରଶ୍ନ ସଭିଁଙ୍କ ମନରେ ରହିଥିବ। କିନ୍ତୁ ଅନୁଭବ ହେଉଛି କି ମୋଦି ସରକାର ବହୁତ ପୂର୍ବରୁ ହିଁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବା ପାଇଁ ପ୍ଲାନ୍ ପ୍ରସ୍ତୁତ କରିନେଇଥିଲେ। ଏବେ ଯେତେବେଳେ କଡ଼ା ସୁରକ୍ଷା ମଧ୍ୟରେ ଧାରା…