ଧାକଡ଼: ପାଓ୍ଵାରଫୁଲ୍ ଆକ୍ସନ ଅବତାରରେ କଙ୍ଗନା ରାଣାଓ୍ଵତ୍, ଲୋମ ଟାଙ୍କୁରାଇଦେବ ଟିଜର ଭିଡିଓ
କଙ୍ଗନା ରାଣାଓ୍ଵତଙ୍କ ଅପ୍କମିଙ୍ଗ୍ ଫିଲ୍ମ ‘ଧାକଡ଼’ର ଟିଜର ଭିଡିଓ ଆଉଟ୍ ହୋଇଯାଇଛି। ଟିଜର ଦେଖି ଲାଗୁଛି, ଏଥର କଙ୍ଗନା ପାଓ୍ଵାରଫୁଲ୍ ଆକ୍ସନ ଅବତାରରେ ନଜର ଆସିବେ। ରଜନୀଶ ରାଜି ଘାଈ ଫିଲ୍ମ ନିର୍ଦ୍ଦେଶନା ଦେଇଥିବା ବେଳେ ସୋହିଲ ମକଲାଇ ପ୍ରଯୋଜନା ଭାର ତୁଲାଇଛନ୍ତ। ଏହି ଫିଲ୍ମ ୨୦୨୦ରେ…