ସ୍ୱାଧୀନତା ଦିବସରେ ‘ବୀର ଚକ୍ର’ରେ ସମ୍ମାନିତ ହେବେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ, ୫ ପାଇଲଟଙ୍କୁ ‘ବାୟୁସେନା ମେଡାଲ’

ଭାରତୀୟ ବାୟୁ ସେନାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ସ୍ୱାଧୀନତା ଦିବସ ଅବସରରେ ‘ବୀର ଚକ୍ର’ରେ ସମ୍ମାନିତ କରାଯିବ। ଏହାସହିତ ଅଶ୍ୱାରୋହୀ ସୈନ୍ୟଦଳ ମୁଖ୍ୟ ମିଣ୍ଟି ଅଗ୍ରଓ୍ଵାଲଙ୍କୁ ମଧ୍ୟ ‘ଯୁଦ୍ଧ ସେବା ପଦକ’ରେ ସମ୍ମାନିତ କରାଯିବ। ଫେବୃୟାରୀ ୨୭ରେ ଅଭିନନ୍ଦନ ମିଗ୍‌-୨୧…

୧୦୦ ଟଙ୍କା ଡ୍ରେସ୍‌ ପାଇଁ ଆମାନୁଷିକ ଆକ୍ରମଣ: ବଡ଼ ଭଉଣୀ ଆଖି ଫୁଟାଇଦେଲା ନାବାଳକ ଭାଇ

୧୦୦ ଟଙ୍କା ମୂଲ୍ୟର ଏକ ଡ୍ରେସ୍‌ କିଣିଥିବାରୁ ଦିଲ୍ଲୀର ଜଣେ ୧୭ ବର୍ଷୀୟ ନାବାଳକ ନିଜ ବଡ଼ ଭଉଣୀ ଉପରେ ଅମାନୁଷିକ ଭାବେ ଆକ୍ରମଣ କରିଛି। ନାବାଳକ ଜଣକ ତାଙ୍କ ଭଉଣୀଙ୍କୁ ପ୍ରତାଡ଼ିତ କରିବା ସହ ଆଖି ଫୁଟାଇଦେଇଛନ୍ତି। ମଙ୍ଗଳବାର ଏହି ୨୦ ବର୍ଷର୍ୀୟା ଯୁବତୀଙ୍କୁ ଦିଲ୍ଲୀ ମହିଳା ଆୟୋଗ ରୁଟିନ୍‌…

ମାଡାମ୍‌ ତୁଷାଦ୍‌ ସିଙ୍ଗାପୁର: ୫ ମାସରେ ୨୦ଜଣ ଏକ୍ସପର୍ଟ ପ୍ରସ୍ତୁତ କଲେ ‘ଶ୍ରୀଦେବୀ’ଙ୍କ ମହମ ପ୍ରତିମୂର୍ତ୍ତି,…

୫୬ତମ ଜନ୍ମଦିନ ଅବସରରେ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ସିଙ୍ଗାପୁରସ୍ଥିତ ମାଡାମ୍‌ ତୁଷାଦ୍‌ ମ୍ୟୁଜିୟମ୍‌ ପକ୍ଷରୁ ଏକ ଖାସ୍‌ ଅନ୍ଦାଜରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ମ୍ୟୁଜିୟମ୍‌ ଆସନ୍ତା ସେପ୍ଟେମ୍ବରରେ ଶ୍ରୀଦେବୀଙ୍କ ମହମ ନିର୍ମିତ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଘୋଷଣା…

ଦେଖନ୍ତୁ ଏହି ରୋଚକ ଭିଡିଓ: କିପରି ଭୋକିଲା ସାପ ନିଜ ପେଟ ଭରିବା ପାଇଁ ନିଜକୁ ଗିଳୁଛି

ଆମେ ସମସ୍ତେ ଜାଣୁ, ସାପ ଭୟଙ୍କର ଓ ଘାତକ। ଆଉ ଏହା ମଧ୍ୟ ଜାଣୁ, କେତେକ ସାପ ଅନ୍ୟ ସାପଙ୍କୁ ଖାଇଦିଅନ୍ତି। କିନ୍ତୁ କେବେ ଶୁଣିଛନ୍ତି କି, ନିଜ ପେଟ ଭରିବା ପାଇଁ ନିଜକୁ ଖାଉଥିବା ସାପ ବିଷୟରେ। ପେନ୍ସିଲଭାନିଆରେ ଏପରି ଏକ ଅହିରାଜ ଦେଖିବାକୁ ମିଳିଛି, ଯାହା ବାସ୍ତବରେ ନିଜ ଲାଞ୍ଜକୁ…

‘ଜିଓ ଗୀଗାଫାଇବର’ ପାଇଁ ଅନଲାଇନ୍‌ ରେଜିଷ୍ଟ୍ରଶନ କିପରି କରିବେ, ଏହି ୪ଟି ଷ୍ଟେପ୍‌ ବୁଝନ୍ତୁ

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ ତା’ର ୪୨ତମ ସାଧାରଣ ବୈଠକରେ ‘ଜିଓ ଗୀଗାଫାଇବର’ ପ୍ଲାନର ଘେଷଣା କରିଛି। ‘ଜିଓ ଗୀଗାଫାଇବର’ ବ୍ରଡ୍‌ବ୍ୟାଣ୍ଡ ପ୍ଲାନର ପ୍ରାରମ୍ଭିକ ମୂଲ୍ୟ ୭୦୦ ଟଙ୍କା ଏବଂ ସର୍ବାଧିକ ମୂଲ୍ୟ ୧୦,୦୦୦ ଟଙ୍କା ରହିଛି। ଏହି ସେବା ୨୦୧୯ ସେପ୍ଟେମ୍ବର ୫ରୁ ବଜାରରେ ଉପଲବ୍ଧ…

ଟ୍ରାଏଲ ରୁମରେ ହିଡେନ୍‌ କ୍ୟାମେରା, ୨ ଯୁବକଙ୍କୁ ପୋଲିସ ହାତରେ ଧରାଇଦେଲେ ଯୁବତୀ

ନାଗପୁରର ଏକ ରେଡିମେଡ୍‌ ଶୋ’ରୁମ ଟ୍ରାଏଲ ରୁମରେ ପୋଷାକ ବଦଳାଇବାକୁ ଯାଇଥିବା ଜଣେ ଯୁବତୀଙ୍କ ଭିଡିଓ ବନାଯିବା ଘଟଣା ଏବେ ସାମ୍ନାକୁ ଆସିଛି। କିନ୍ତୁ ଯୁବତୀ ଜଣକ ଏମିତି ବାହାଦୂରୀ ଦେଖାଇଛନ୍ତି ଯେ, ଘଟଣାରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଏବେ ପୋଲିସ ଧରିନେଇଛି। ସୂଚନା ମୁତାବକ, ଉକ୍ତ…

ଗରିବଙ୍କ ଭଗବାନ ବନିଲେ ଫୌଜିଙ୍କର ଏହି ଡାକ୍ତର ପୁଅ: ହାତ-ଗୋଡ଼ ଅଚଳ, କାର୍‌ରେ ଚଳାନ୍ତି ଚିକିତ୍ସାଳୟ

ଦେଶ ସେବା ପାଇଁ ଜରୁରୀ ନୁହେଁ କି ଆପଣ ସୀମାକୁ ହିଁ ଯିବେ। ଆପଣ ଯେଉଁଠି ଏବଂ ଯେଉଁ ସ୍ଥିତିରେ ଥାଆନ୍ତୁ ନା କାହିଁକି, ସେଠାରେ ରହି ବି ଏହି କାମ କରିପାରିବେ। ମଧ୍ୟପ୍ରଦେଶର ଗ୍ଵାଲିୟର ନିବାସୀ ଡା. ବିକ୍ରମ ସିଂଙ୍କ କାହାଣୀ ମଧ୍ୟ ଠିକ୍‌ ସେହିଭଳି, ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ…

ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ପାଇଁ ବିସିସିଆଇ ଏହି ୬ଜଣଙ୍କୁ କଲା ଶର୍ଟ ଲିଷ୍ଟ୍‍

ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ), ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପାଇଁ ସୋମବାର ୬ଜଣଙ୍କ ନାମକୁ ଶର୍ଟ ଲିଷ୍ଟ କରିଛି, ଯାହାଙ୍କ ମଧ୍ୟରେ ବର୍ତ୍ତମାନର କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି। ତାଙ୍କ ଛଡ଼ା ଆଉ ଦୁଇ ଭାରତୀୟ ତଥା ପୂର୍ବତନ କ୍ରିକେଟର ଲାଲାଚାନ୍ଦ ରାଜପୁତ ଓ…

ପ୍ରଭାସ ଓ ଶ୍ରଦ୍ଧାଙ୍କ ଧାଂସୁ ଆକ୍ସନ, ୧ କୋଟି ଭ୍ୟୁରେ ଟ୍ରେଣ୍ଡ କରୁଛି ‘ସାହୋ’ ଟ୍ରେଲର

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ମୋଷ୍ଟ ଆେଓ୍ଵଟେଡ୍‌ ଫିଲ୍ମ ‘ସାହୋ’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଜବରଦସ୍ତ ଆକ୍ସନରେ ଭରପୂର ଏହି ଫିଲ୍ମର ଟ୍ରେଲରକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। ଅଗଷ୍ଟ ୧୦ରେ ରିଲିଜ୍‌ ହୋଇଥିବା ଏହି ଟ୍ରେଲରକୁ ୧ କୋଟି ୪୯ ଲକ୍ଷରୁ ଅଧିକ…

ଅଗଷ୍ଟ ୧୫କୁ ହୋଇପାରେ ‘ଲାଲ୍‌ କିଲ୍ଲା’ ଉପରେ ଆତଙ୍କବାଦୀ ଆକ୍ରମଣ, ଆଲର୍ଟ ଜାରି

ଦେଶରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋର୍‌ସୋରରେ ଆଗେଇ ଚାଲିଛି। ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ। ତେବେ ଏହିଦିନ ଆତଙ୍କବାଦୀ ଆକ୍ରମଣର ସମ୍ଭାବନାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି…

ଦୀପାବଳି ପାଇଁ ଏବେଠୁ ବୁକ୍‌ କରିନିଅନ୍ତୁ ବିମାନ ଟିକେଟ୍‌, ଆଗକୁ ବଢ଼ିପାରେ ଦାମ୍‌

ଏଥର ଅକ୍ଟୋବର ମାସରେ ପଡ଼ୁଛି ଦୀପାବଳି। ସାଧାରଣତଃ ଏହି ଉତ୍ସବ ଧନତେରାସ୍‌ରୁ ଆରମ୍ଭ ହୋଇଥାଏ। ଯଦି ଆପଣ ଦୀପାବଳି ଛୁଟିରେ ଘରକୁ ଯିବାକୁ ଚାହୁଁଥାଆନ୍ତି ଏବଂ ଏ ପଯ୍ୟର୍ନ୍ତ ଟକେଟ୍‌ ବୁକ୍‌ କରିନାହାନ୍ତି, ତା’ହେଲେ ଏବେଠୁ ଏହାକୁ କରାଇ ନିଅନ୍ତୁ। କାରଣ, ଆପଣଙ୍କ ଉପରେ ଅଧିକ ବୋଝ ପଡ଼ିବ ନାହିଁ।…

ଭାରତର ରହସ୍ୟମୟୀ କିଲ୍ଲା, ଯେଉଁଠି ୩୫୦ ବର୍ଷ ପୂର୍ବରୁ ରହସ୍ୟାବୃତ୍ତ ହୋଇ ରହିଛି ‘ପୋଖରି ପାଣି’

ଭାରତରେ ଅନେକ ରହସ୍ୟମୟୀ ସ୍ଥାନ ରହିଛି। ମହାରାଷ୍ଟ୍ରର ରାୟଗଡ଼ ଜିଲାର ତଟବର୍ତ୍ତୀ ଗାଁ ମୁରୁଦରେ ମଧ୍ୟ ଏମିତି ଏକ ଜାଗା ଅଛି, ଯାହା ‘ମୁରୁଦ ଜଞ୍ଜିରା କିଲ୍ଲା’ ନାଁରେ ପରିଚିତ। ଏହା ଏକ ପ୍ରାଚୀନ କିଲ୍ଲା। ସମୁଦ୍ର ପତ୍ତନଠାରୁ ୯୦ ଫୁଟ ଉଚ୍ଚତାରେ ନିର୍ମିତ ଏହି କିଲ୍ଲାର ଖାସ୍‌ କଥା ହେଉଛି,…