ଦୁନିଆର ସବୁଠାରୁ ରହସ୍ୟମୟ ପୁସ୍ତକ, ଯାହାକୁ ଆଜି ପର୍ଯ୍ୟନ୍ତ କେହି ପଢ଼ିପାରି ନାହାନ୍ତି

ଏହି ଦୁନିଆ ରହସ୍ୟରେ ଭରପୂର। କିଛି ରହସ୍ୟକୁ ମଣିଷ ଉନ୍ମୋଚନ କରିବାରେ ସଫଳ ହୋଇଥିବା ବେଳେ ଆଉ କିଛି ରହସ୍ୟ ରହିଛି, ଯାହାକୁ ଉନ୍ମୋଚନ କରିବା ପାଖାପାଖି ଅସମ୍ଭବ। ଆମେ ଏଠାରେ କହି ରଖୁଛୁ ଏମିତି ଏକ ପୁସ୍ତକର ରହସ୍ୟ ବିଷୟରେ, ଯାହାକୁ ଆଜି ପଯ୍ୟର୍ନ୍ତ କେହି ପଢ଼ିପାରି ନାହାନ୍ତି। ୨୪୦ ପୃଷ୍ଠା…

ନୀତୁ କପୁର ସେୟାର କଲେ ମଜାଦାର ଭିଡିଓ, ଲେଖିଲେ, ‘ଯେମିତି ବାପା, ସେମିତି ପୁଅ’

ନୀତୁ କପୁର ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ସେ ପ୍ରାୟତଃ ଅନେକ ସମୟରେ ନିଜ ପରିବାର ଲୋକଙ୍କ ସହିତ ଫଟୋ ସେୟାର କରନ୍ତି। ଏବେ ଏବେ ସେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଲେଖିଛନ୍ତି, ‘ଯେମିତି ବାପା, ସେମିତି ପୁଅ।’ ଏହି ପୋଷ୍ଟରେ ଦୁଇଟି ଭିଡିଓ ରହିଛି। ଗୋଟିଏରେ ରଣବୀର…

କେଉଁଠି କେଉଁଠି ବ୍ୟବହାର ହୋଇଛି ଆପଣଙ୍କ ଆଧାର କାର୍ଡ, ଘରେ ବସି ବାହାର କରନ୍ତୁ ୬ ମାସର ରେକର୍ଡ

ଆଧାର କାର୍ଡର ଯେତିକି ଲାଭ ରହିଛି, ଏହାର ସୁରକ୍ଷାକୁ ନେଇ ସେତିକି ଆପଣଙ୍କୁ ସତର୍କ ରହିବା ଜରୁରୀ। ଆଜିକାଲି ଆଧାର କାର୍ଡକୁ ନେଇ ଅନେକ ଠକେଇ ଏବଂ ଅନିୟମିତତା ସାମ୍ନାକୁ ଆସୁଛି। ତେଣୁ ଆପଣଙ୍କୁ ଏହି କଥା ଉପରେ ଧ୍ୟାନ ଦେବାକୁ ହେବ ଯେ ଆପଣଙ୍କ ଆଧାର କାର୍ଡର ବ୍ୟବହାର କେବେ, କେଉଁଠି ଏବଂ…

ଭାରତର ଅଜବ ରାଜ୍ୟ, ଯେଉଁଠି ରହିବା ପାଇଁ ଦେଶର ଲୋକଙ୍କୁ ହିଁ ନେବାକୁ ପଡ଼ିଥାଏ ‘ଭିସା’

ସାଧାରଣତଃ ବିଦେଶ ଯାତ୍ରା ପାଇଁ ଭିସାର ଆବଶ୍ୟକତା ପଡ଼ିଥାଏ। କିନ୍ତୁ ଆପଣ ଏହା ଜାଣି ଚକିତ ହେବେ ଯେ ଭାରତରେ ହିଁ ଏପରି କିଛି ରାଜ୍ୟ ରହିଛି, ଯେଉଁଠିକୁ ଯିବା ପାଇଁ ଦେଶର ଲୋକଙ୍କୁ ହିଁ ‘ଭିସା’ ନେବାକୁ ପଡ଼ିଥାଏ। ସେଠାକାର ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଆପଣ ସେହି ରାଜ୍ୟର ସୀମାକୁ…

ଭଉଣୀକୁ ଦିଅନ୍ତୁ ଏହି ‘୪ଟି ବଚନ’

ଆଜି ରକ୍ଷାବନ୍ଧନ। ଭାଇ-ଭଉଣୀଙ୍କ ପାଇଁ ଦିନଟିଏ। ଭଉଣୀଟି ଭାଇ ହାତରେ ରାଖି ବାନ୍ଧିଦେଲେ ଭାଇ ଦେଇଥାଏ ଏକ ସ୍ନେହଭରା ଉପହାର। କିନ୍ତୁ ଆଜିର ଦିନରେ ଆପଣ ଆପଣଙ୍କ ଭଉଣୀକୁ ଉପହାର ବଦଳରେ ଦେଇପାରିବେ ଏହି ‘୪ଟି ବଚନ’, ଯାହାକି ଭଉଣୀର ଜୀବନ ଜିଇଁବାର ତରିକା ବଦଳାଇଦେବ। ଆପଣ ଏହାକୁ ଆପଣାଇ ତା’…

ପାକିସ୍ତାନରେ ଉଡ଼ିଲା ‘ତ୍ରିରଙ୍ଗା’, ଏମିତି ପାଳନ କଲେ ଭାରତର ସ୍ୱାଧୀନତା ଦିବସ

ଭାରତର ୭୩ତମ ସ୍ୱାଧୀନତା ଦିବସ କେବଳ ଦେଶରେ ହିଁ ନୁହେଁ, ବିଶ୍ୱର କୋଣ ଅନୁକୋଣରେ ପାଳନ କରାଯାଉଛି। ଯେଉଁଠି ଯେଉଁଠି ଭାରତୀୟମାନେ ରହିଛନ୍ତି, ସେଠାରେ ସ୍ୱାଧୀନତା ଦିବସର ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହେଉଛି। ଏହି କ୍ରମରେ ପାକିସ୍ତାନରେ ମଧ୍ୟ ଭାରତର ତ୍ରିରଙ୍ଗା ଉଡ଼ିଛି। ପାକିସ୍ତାନର…

ହ୍ଵାଟସଆପ୍‌ରେ ଏପରି ଆକ୍ଟିଭେଟ କରନ୍ତୁ ‘ଫିଙ୍ଗରପ୍ରିଣ୍ଟ ଲକ୍‌ ଫିଚର’

ଇନ୍‌ଷ୍ଟାଣ୍ଟ୍‌ ମେସେଜିଙ୍ଗ୍‌ ଆପ୍‌ ‘ହ୍ଵାଟସଆପ୍‌’ରେ ଏବେ ଆଣ୍ଡ୍ରଏଡ୍‌ ଏବଂ ଆଇଫୋନ୍‌ ୟୁଜର୍ସଙ୍କ ପାଇଁ ବାୟୋମେଟ୍ରିକ୍‌ ଅଥେଣ୍ଟିକେଶନ ଫିଚର ଉପଲବ୍ଧ ରହିଛି। ଏହାପୂର୍ବରୁ ଏମିତି ନ ଥିଲା। ଯଦିଓ ଆଇଓଏସ୍‌ ୟୁଜର୍ସଙ୍କ ପାଇଁ ପ୍ରଥମରୁ ଏହି ଫିଚର ଜାରି କରି ଦିଆଯାଇଥିଲା, କିନ୍ତୁ…

ଦେଶ ପାଳିବ ୭୩ତମ ସ୍ୱାଧୀନତା ଦିବସ, ଜାଣିଛନ୍ତି କି ‘ଭାରତୀୟ ପତାକା ସଂହିତା, ୨୦୦୨’ରେ କ’ଣ ରହିଛି ବର୍ଣ୍ଣିତ

ଭାରତର ଜାତୀୟ ପତାକା ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୌରବ ଓ ସମ୍ମାନର ପ୍ରତୀକ। ଯେତେବେଳେ କୌଣସି ଭାରତୀୟ ଏହି ଜାତୀୟ ପତାକାକୁ ଗର୍ବର ସହ ଉଡ଼ାଇଥାଏ, ସେତେବେଳେ ତା’ ଚେହେରାରେ ଆସିଥାଏ ଏକ ଭିନ୍ନ ଚମକ। ଜାତୀୟ ପତାକା ପାଇଁ ସଭିଁଙ୍କ ମନରେ ଥାଏ ପ୍ରେମ, ଆଦର ଆଉ ନିଷ୍ଠା। ଚଳିତବର୍ଷ ଦେଶ…

ଶୁଟିଂ ଶେଷ ପରେ ତାମିଲ ଅଭିନେତା ବିଜୟ ୪୦୦ କୃ ମେମ୍ବରଙ୍କୁ ଉପହାରରେ ଦେଲେ ‘ସୁନା ମୁଦି’

ତାମିଲ ଅଭିନେତା ବିଜୟ ନିଜ ଅପ୍‌କମିଙ୍ଗ୍‌ ଫିଲ୍ମ ‘ବିଗିଲ’ର ଶୁଟିଂ ଶେଷ ହେବା ଖୁସିରେ ୪୦୦ କୃ ମେମ୍ବର୍ସଙ୍କୁ ଉପହାରରେ ଦେଇଛନ୍ତି ‘ସୁନା ମୁଦି’। ଯେତେବେଳେ ମଙ୍ଗଳବାର ଦ୍ୱିପ୍ରହରରେ ଫିଲ୍ମର ଶୁଟିଂ ସିଡ୍ୟୁଲ ସରିଥିଲା, ସେତେବେଳେ ବିଜୟ ଫିଲ୍ମ ସହ ଜଡ଼ିତ ଲୋକଙ୍କୁ ମୁଦି ଗିଫ୍ଟ କରିଥିଲେ,…

ପାକିସ୍ତାନ ସ୍ୱାଧୀନତା ଦିବସରେ ଇମ୍ରାନ୍‌ ଖାନ୍‌ ଭାରତକୁ ଦେଲେ ଖୋଲା ଚ୍ୟାଲେଞ୍ଜ: କହିଲେ, ‘ଇଟାର ଜବାବ ପଥରରେ ଦେବୁ’

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏବେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ନେଇ ପାକିସ୍ତାନ କ୍ରୋଧ ପ୍ରକାଶ କରିଛି। ଅଗଷ୍ଟ ୧୪ ତାରିଖ ବୁଧବାର ନିଜ ସ୍ୱାଧୀନତାର ବର୍ଷ ପୂର୍ତ୍ତି ଅବସରରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ। ସେ ଭାରତର…

ରେକର୍ଡ: ୭୫,୦୦୦ ଟଙ୍କା ମୂଲ୍ୟରେ ବିକ୍ରି ହେଲା ୧ କିଲୋ ‘ଗୋଲ୍ଡେନ୍‌ ବଟରଫ୍ଲାଇ’ ଚା’

ଗୌହାଟୀ ଚା’ ନିଲାମ କେନ୍ଦ୍ର(ଜିଟିଏସି) ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଇତିହାସ ରଚିଛି। ୧ କିଲୋ ‘ଗୋଲ୍ଡେନ୍‌ ବଟରଫ୍ଲାଇ’ ଚା’କୁ ୭୫,୦୦୦ ଟଙ୍କା ମୂଲ୍ୟରେ ବିକ୍ରି କରିଛି। ଗୋଲ୍ଡେନ୍‌ ବଟରଫ୍ଲାଇ ଏକ ବିଶେଷ ଚା’, ଯାହାର ଉତ୍ପାଦନ ଡିବ୍ରୁଗଡ଼ ନିକଟ ଡିକୋମ୍‌ ଚା’ ଶିଳ୍ପାଞ୍ଚଳରେ କରାଯାଇଛି। ଏହି…

ସ୍ୱାଧୀନତା ଦିବସରେ ‘ବୀର ଚକ୍ର’ରେ ସମ୍ମାନିତ ହେବେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ, ୫ ପାଇଲଟଙ୍କୁ ‘ବାୟୁସେନା ମେଡାଲ’

ଭାରତୀୟ ବାୟୁ ସେନାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ସ୍ୱାଧୀନତା ଦିବସ ଅବସରରେ ‘ବୀର ଚକ୍ର’ରେ ସମ୍ମାନିତ କରାଯିବ। ଏହାସହିତ ଅଶ୍ୱାରୋହୀ ସୈନ୍ୟଦଳ ମୁଖ୍ୟ ମିଣ୍ଟି ଅଗ୍ରଓ୍ଵାଲଙ୍କୁ ମଧ୍ୟ ‘ଯୁଦ୍ଧ ସେବା ପଦକ’ରେ ସମ୍ମାନିତ କରାଯିବ। ଫେବୃୟାରୀ ୨୭ରେ ଅଭିନନ୍ଦନ ମିଗ୍‌-୨୧…