ଘରେ ନାଲି ପିମ୍ପୁଡ଼ି ହେଲେ, କ’ଣ ରହିଛି ଶୁଭ ଅଶୁଭ ଲକ୍ଷଣ

ଆପଣ ଜାଣିଛନ୍ତି କି, ଘରେ କଳା କିମ୍ବା ନାଲି ପିମ୍ପୁଡ଼ି ହେଲେ ଘରର କ’ଣ କ୍ଷତି ହୋଇଥାଏ କି ଲାଭ ହୋଇଥାଏ? ପିମ୍ପୁଡ଼ି ଦୁଇଟି ରଙ୍ଗର ହୋଇଥାଆନ୍ତି। କଳା ପିମ୍ପୁଡ଼ିଙ୍କୁ ଶୁଭ ବୋଲି ଧରାଯାଉଥିବା ବେଳେ ନାଲି ପିମ୍ପୁଡ଼ିଙ୍କୁ ଆମେ ଅଶୁଭ ବୋଲି ମାନିଥାଉ। ତେବେ ଆସନ୍ତୁ ଜାଣିବା, ଏହା ପଛରେ ରହିଥିବା…

ଶାହରୁଖ୍‌ଙ୍କୁ ନେଇ ସେପ୍ଟେମ୍ବରରେ ହୋଇପାରେ ‘ଧୁମ୍‌ ୪’ର ଘୋଷଣା

ଏବେ ଖବର ଆସୁଛି କି, ବଲିଉଡର କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଖାନ୍‌ ନିଜ କ୍ୟାରିୟର ଗ୍ରାଫକୁ ନେଇ ଚିନ୍ତିତ ରହୁଛନ୍ତି। ‘ଜିରୋ’ର ଅସଫଳତା ପରେ ସେ କେତେକ ଫିଲ୍ମ ମଧ୍ୟ ସାଇନ୍‌ କରି ନାହାନ୍ତି। ତାଙ୍କ କ୍ୟାରିୟରରେ ପୁଣି ଉନ୍ନତି ଆଣିବା ପାଇଁ ଆଦିତ୍ୟ ଚୋପ୍ରା ଖୁବଶୀଘ୍ର ତାଙ୍କୁ ନେଇ ଏକ ଫିଲ୍ମର…

ମାତ୍ର ୨୦ ଟଙ୍କାରେ ଖୋଲନ୍ତୁ ପୋଷ୍ଟ ଅଫିସରେ ଏହି ଆକାଉଣ୍ଟ, ମାଗଣାରେ ମିଳିବ ସେବା

ଏଣିକି ପୋଷ୍ଟ ଅଫିସରେ ଆପଣ ମାତ୍ର ୨୦ ଟଙ୍କାରେ ଖୋଲିପାରିବେ ସେଭିଙ୍ଗ୍‌ ଆକାଉଣ୍ଟ ବା ଜମା ଖାତା। ବ୍ୟାଙ୍କ ଚାର୍ଜ ଅପେକ୍ଷା ଏହି ଚାର୍ଜ ବହୁତ କମ୍‌। ପୋଷ୍ଟ ଅଫିସର ଏହି ଖାସ୍‌ ସେଭିଙ୍ଗ୍‌ ଆକାଉଣ୍ଟର ଖାସ୍‌ କଥା ହେଉଛି, ଏଠାରେ ଅତି କମରେ ମାତ୍ର ୫୦ ଟଙ୍କା ବାଲାନ୍ସ ରଖିବାକୁ ପଡ଼ିବ। ପୋଷ୍ଟ…

‘ଭାରତୀୟ ବାୟୁସେନା’ ଲଞ୍ଚ୍‌ କଲା ଏହି ଭିଡିଓ ଗେମ୍‌, ଏଥିରୁ କରନ୍ତୁ ଡାଉନଲୋଡ୍‌

ଭାରତୀୟ ବାୟୁସେନା ଶେଷରେ ନିଜର ଏକ ଭିଡିଓ ଗେମ୍‌ ଲଞ୍ଚ କରିଛି, ଯାହାର ନାଁ ‘Indian Air Force: A cut above । ଏହାକୁ ଗୁଗଲ ପ୍ଲେ ଷ୍ଟୋର୍‌ କିମ୍ବା ଆପଲ ଷ୍ଟୋରରୁ ଫ୍ରି ଡାଉନଲୋଡ କରାଯାଇ ପାରିବ। ବାୟୁସେନାର ପ୍ରମୁଖ ମାର୍ଶାଲ ବି.ଏସ୍‌. ଧନୋଆ ଏହି ଭିଡିଓ ଗେମକୁ ଆନୁଷ୍ଠାନିକ ଭାବେ…

ଦିଲ୍ଲୀ ସମେତ ଏହି ୭ ରାଜ୍ୟକୁ ପାଣିପାଗ ବିଭାଗର ସତର୍କ ସୂଚନା, ପ୍ରବଳ ବର୍ଷା ସାଙ୍ଗକୁ ଏତିକି ବେଗରେ ବହିବ ପବନ

ଦେଶର ବିଭିନ୍ନ ସ୍ଥାନରେ ଏବେ ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଛି। କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ଏହାରି ଭିତରେ ପାଣିପାଗ ବିଭାଗ ରାଜଧାନୀ ଦିଲ୍ଲୀ ସମେତ ୭ ରାଜ୍ୟରେ ବର୍ଷାକୁ ନେଇ ସତର୍କ ସୂଚନା ଜାରି କରିଛି।…

ଯାଆଁଳା ଛୁଆଙ୍କୁ କାରରେ ଲକ୍‌ କରି ଭୁଲିଗଲେ ବାପା, ୮ ଘଣ୍ଟା ପରେ ଫେରି ଦେଖିଲେ ଏପରି ଦୃଶ୍ୟ

ଅଧିକରୁ ଅଧିକ ଲୋକ ନିଜର ଭୁଲାପଣକୁ ନେଇ ଚିନ୍ତିତ ରୁହନ୍ତି। ଏହିପରି ଜଣେ ବ୍ୟକ୍ତି, ଯିଏ ନିଜ ଭୁଲାପଣ ପାଇଁ ସାରା ଜୀବନ ହୁଏତ ନିଜକୁ କେବେ ବି କ୍ଷମା କରିପାରିବେ ନାହିଁ। ନ୍ୟୁୟର୍କର ଜୁଆନ ରୋଡ୍ରିଗୁଏଜ ନାମକ ଏହି ବ୍ୟକ୍ତି ଜଣକ ନିଜର ଯାଆଁଳା ଛୁଆଙ୍କୁ କାର୍‌ ଭିତରେ ଲକ୍‌ କରି…

‘Truecaller’ ରେ ଆସିଲା ବଡ଼ ତ୍ରୁଟି, ଆପେ ଆପେ ହେଉଛି ୟୁପିଆଇ ପେମେଣ୍ଟ ରେଜିଷ୍ଟ୍ରେଶନ

ମୋବାଇଲ୍ କଲର୍ସଙ୍କ ପରିଚୟ ଜଣାଉଥିବା ଆପ୍ ‘Truecaller’ ରେ ଏକ ବଗ୍(ତ୍ରୁଟି) ଆସିବା କାରଣରୁ ୟୁପିଆଇ ପେମେଣ୍ଟ ପାଇଁ ଆପେ ଆପେ ରେଜିଷ୍ଟ୍ରେଶନ ହୋଇଯାଉଛି। ଅନେକ ୟୁଜର ଏ ନେଇ ଅଭିଯୋଗ ଉଠାଇଛନ୍ତି। ୟୁଜରମାନଙ୍କ କହିବାନୁଯାୟୀ, ‘Truecaller’ ପକ୍ଷରୁ ସେମାନଙ୍କ ପାଖରୁ ଆଇସିଆଇସିଆଇ…

‘ରାମାୟଣ’ରେ ସୀତା ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଆଜି ବି ରୂପରେ କମ୍ ଲାଗୁ ନାହାନ୍ତି

ଫିଲ୍ମ ଏବଂ ସିରିୟଲରେ କେତେକ ଭୂମିକା ଏତେ ମହତ୍ତ୍ବପୂର୍ଣ୍ଣ ହୋଇଥାଏ ଯେ ସେଥିରେ ଅଭିନୟ କରିଥିବା କଳାକାର ସବୁଦିନ ପାଇଁ ଆମର ମନେ ରହିଯାଆନ୍ତି। ଏହିପରି ଏକ ଭୂମିକା ଥିଲା ‘ରାମାୟଣ’ର ସୀତାଙ୍କର, ଯାହାକୁ ଅଭିନେତ୍ରୀ ଦୀପିକା ଚିଖଲିଆ ବେଶ୍ ନିଖୁଣ ଭାବେ ନିଭାଇଥିଲେ। ଏବେ ଦୀପିକା ମଧ୍ୟ…

ଖାଆନ୍ତୁ ଏବଂ ଖୁଆନ୍ତୁ ‘ପୋଡ଼ି ଇଡଲି’

ସକାଳୁ ସକାଳୁ ଠିକ୍ ଭାବେ ଖାଇବା ଏବଂ ସ୍ବାଦିଷ୍ଟ ଜଳଖିଆ କରିବା, ଏହି ଦୁଇଟି ଯାକ କେବେ ବି ଏକା ସାଙ୍ଗେ କରିହୁଏ ନାହିଁ। କିନ୍ତୁ ଇଡଲି ଏପରି ଏକ ଅପଶନ, ଯାହାକୁ ଆପଣ ଖୁବ୍ କମ୍ ସମୟ ମଧ୍ୟରେ ପ୍ରସ୍ତୁତ କରିପାରିବେ। ଆଉ ଏହା ବି ସମସ୍ତଙ୍କୁ ପସନ୍ଦ ଆସିପାରିବ। ତେବେ ଆସନ୍ତୁ ଜାଣିବା ଏକ ନୂଆ…

ନିଦକୁ ସିଧା ପ୍ରଭାବିତ କରିଥାଏ ଆପଣଙ୍କ ତକିଆ, ଜାଣି ନିଅନ୍ତୁ କେବେ ଏହାକୁ ବଦଳାଇବେ

ରାତିରେ କଡ଼ ଲେଉଟାଇବା ପରେ ଆଉ ନିଦ ନ ହେବା, ଅସମୟରେ ନିଦ ଭାଙ୍ଗିଯିବା, ସକାଳେ ଉଠିଲା ପରେ ତାଜା ଅନୁଭବ ନ କରିବା, ମୁଣ୍ଡ, ବେକ ଓ କାନ୍ଧରେ ଆପଣ ଯନ୍ତ୍ରଣା ଅନୁଭବ କରୁଛନ୍ତି କି? ଯଦି ଏଭଳି ସମସ୍ୟା ଦେଖାଦିଏ, ତା’ହେଲେ ଆପଣ ନିଜ ତକିଆ ଥରେ ଯାଞ୍ଚ କରିନିଅନ୍ତୁ। କାରଣ, ତକିଆ ନିର୍ମାତା…

ଟିଭି ଶୋ‘ରେ ଛେଳିକୁ ଗୁଳି କଲେ ସେଲିବ୍ରିଟି ଶେଫ୍, ସୋସିଆଲ ମିଡିଆରେ ହେଲେ ସମାଲୋଚନାର ଶିକାର

ସେଲିବ୍ରିଟି ଶେଫ୍ ଗାର୍ଡନ ରାମସେ ନିଜ ନ୍ୟାଶନାଲ ଜିଓଗ୍ରାଫିକ୍ ଟିଭି ଶୋ, ‘Gordon Ramsay: Uncharted’ ପାଇଁ ଏକ ଛେଳିକୁ ଗୁଳି କରି ଲୋକଙ୍କ ଦ୍ବାରା ନିନ୍ଦିତ ହୋଇଛନ୍ତି। ଏଭଳି ‘ବିଚାରହୀନ’ ତଥା ‘କ୍ରର’ ଷ୍ଟଣ୍ଟ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଅନେକ ଲୋକ ସମାଲୋଚନା କରିଛନ୍ତି।…

IRCTC ଆରମ୍ଭ କଲା ‘ମାଜେଷ୍ଟିକ୍ ଟୁରିଷ୍ଟ ଟ୍ରେନ୍’, ଜାଣନ୍ତୁ କ’ଣ ରହିଛି ଫିଚର ଏବଂ ପ୍ୟାକେଜ୍ ଡିଟେଲ

IRCTC ନିକଟରେ ଅତ୍ୟାଧୁନିକ ସୁବିଧା ଥିବା ‘ମାଜେଷ୍ଟିକ୍ ଟୁରିଷ୍ଟ ଟ୍ରେନ୍’ର ଶୁଭାରମ୍ଭ କରିଛି। ଏହାସହ ରେଳ ପର୍ଯ୍ୟଟନର ପ୍ରଚାର ପ୍ରସାର ଲାଗି ଭାରତୀୟ ରେଲୱେ ଦୁଇଟି ସ୍ପେଶାଲ ପ୍ୟାକେଜ୍ ମଧ୍ୟ ଅଫର କରୁଛି। ଏହି ପ୍ୟାକେଜ୍ ଅଧୀନରେ ମାଜେଷ୍ଟିକ୍ ଟୁରିଷ୍ଟ ଟ୍ରେନ୍ ରାଜସ୍ଥାନର ଯୋଧପୁର,…