‘ୟା ଅଲ୍ଲୀ’ ସିଙ୍ଗର ଜୁବିନ୍‌ ଗର୍ଗ ହସ୍ପିଟାଲରେ ଭର୍ତ୍ତି, ବାଥ୍‌ରୁମରେ ପଡ଼ି ମୁଣ୍ଡରେ ଲାଗିଛି ଗଭୀର ଆଘାତ

ଲୋକପ୍ରିୟ ଗାୟକ ତଥା ମ୍ୟୁଜିକ୍‌ କମ୍ପୋଜର ଜୁବିନ୍‌ ଗର୍ଗଙ୍କୁ ଗୌହାଟୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ମୁତାବକ, ବାଥ୍‌ରୁମରେ ପଡ଼ିଯିବାରୁ ଜୁବିନ୍‌ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପ୍ରଥମେ ତାଙ୍କୁ ଆସାମର ଡିବ୍ରୁଗଡ଼ ଜିଲ୍ଲା ସଞ୍ଜୀବନୀ ହସ୍ପିଟାଲରେ ଭର୍ତ୍ତି…

ସମଗ୍ର ୟୁରୋପରେ ଅଗ୍ନି ବର୍ଷା! ଭାଙ୍ଗିଲା ସବୁ ରେକର୍ଡ; ସ୍ପେନ୍‌, ପର୍ତ୍ତୁଗାଲ ଓ ବ୍ରିଟେନରେ ୧୭୦୦ରୁ ଅଧିକ ମୃତ୍ୟୁ

ବିଶ୍ୱର ୭ ଦେଶ ସମେତ ସମଗ୍ର ୟୁରୋପ ବର୍ତ୍ତମାନ ଭୀଷଣ ଗ୍ରୀଷ୍ମ ପ୍ରବାହରେ ଜୁଝି ହେଉଛି। ବ୍ରିଟେନ ଇତିହାସରେ ପ୍ରଥମ ଥର ତାପମାତ୍ରା ୪୦ ଡିଗ୍ରୀ ଉପରେ ପହଞ୍ଚିଛି। ଏହା ପୂର୍ବରୁ ଶେଷ ଥର ସବୁଠାରୁ ଅଧିକ ତାପମାତ୍ରା ୩୯.୧ ଡିଗ୍ରୀ ସେଲ୍‌ସିୟସ ୨୦୧୯ରେ ରେକର୍ଡ କରାଯାଇଥିଲା। ରିପୋର୍ଟ…

କାନପୁର: ୧୮ ଲକ୍ଷ ପେମେଣ୍ଟ୍‌ ମାଗିବାରୁ ଠିକାଦାରଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳିଦେଲେ ବିଲ୍ଡର!

ଉତ୍ତର ପ୍ରଦେଶର କାନପୁରରେ ଏକ ଛାତିଥରା ଘଟଣା ଘଟିଛି। ଏଠାରେ ପେମେଣ୍ଟ୍‌ ମାଗିବାରୁ ଜଣେ ବିଲ୍ଡର ଠିକାଦାରଙ୍କୁ ପେଟ୍ରୋଲ ଢାଳି ଜିଅନ୍ତା ଜାଳି ଦେଇଛନ୍ତି। ଏଥିରେ ଠିକାଦାରଙ୍କ ମୃତ୍ୟୁ ଘଟିଛି। ଏ ନେଇ ଲୋକଙ୍କୁ ସୂଚନା ମିଳିବା ପରେ ଖବର ଆଖାପାଖ ଅଞ୍ଚଳରେ ବିଜୁଳି ବେଗରେ ବ୍ୟାପି ଯାଇଥିଲା।…

କ’ଣ ବର୍ଷାରେ ଭିଜିବା ଦ୍ୱାରା ମିଳିଥାଏ ଭିଟାମିନ୍‌ ବି୧୨? ଜାଣନ୍ତୁ ବର୍ଷା ପାଣିରେ ଗାଧୋଇବାର ଅଜବ ଫାଇଦା

ପିଲାଦିନର ସ୍ମୃତିକୁ ତାଜା କରିବା ପାଇଁ ବର୍ଷା ହିଁ ଯଥେଷ୍ଟ। ସ୍କୁଲରୁ ଛୁଟିର ବାହାନା ଏବଂ ଘରକୁ ଫେରିବା ସମୟରେ ବର୍ଷାରେ ଓଦା ହେବା କିଏ ବା ନ କରିଛି। ସମସ୍ତଙ୍କ ପାଖରେ ପିଲାଦିନେ ବର୍ଷାଦିନର କିଛି ନା କିଛି ସ୍ମୃତି ନିଶ୍ଚୟ ରହିଥିବ। କିନ୍ତୁ ଏହି ସ୍ମୃତି ବ୍ୟତୀତ ଏମିତି ବି କିଛି କଥା…

ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା! ସିନ୍ଧୁ ନଦୀରେ ଓଲଟିଲା ବରଯାତ୍ରୀ ଡଙ୍ଗା, ୨୩ ମୃତ

ପାକିସ୍ତାନରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ଏଠାରେ ପଞ୍ଜାବ ଓ ସିନ୍ଧ ସୀମା ନିକଟସ୍ଥ ସିନ୍ଧୁ ନଦୀରେ ଏକ ବରଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିବାରୁ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୬ ଜଣ ନିଖୋଜ ଅଛନ୍ତି। ଅଧିକାରୀମାନଙ୍କ କହିବା ହେଲା, ଦୁର୍ଘଟଣା ସୋମବାର ରାତିରେ ଘଟିଛି। ତେବେ…

ସରକାରୀ ଚାକିରି: ଲୋକସେବା ଆୟୋଗରେ ଖାଲି ପଡ଼ିଛି ଏହି ସବୁ ପଦବୀ; ଆରମ୍ଭ ହୋଇ ଗଲାଣି ଆବେଦନ…

ଗୁଜରାଟ ଲୋକସେବା ଆୟୋଗ (GPSC) ଡେପୁଟି ସେକ୍ସନ ଅଫିସର/ ଉପ ମାମଲାତଦାର, ମୁଖ୍ୟ ଅଧିକାରୀ, ସହାୟକ ବନ ସଂରକ୍ଷକ, ଅନୁଭାଗ ଅଧିକାରୀ ଏବଂ ଅନ୍ୟାନ୍ୟ ପଦବୀ ପୂରଣ ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ, ଯେଉଁମାନେ ଏହି ପଦଗୁଡ଼ିକ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି,…

୨୪ ଘଣ୍ଟାରେ ତୃତୀୟ ଘଟଣା! ଗୁଜରାଟରେ ପୋଲିସ କନେଷ୍ଟବଳଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା, ଚାଳକ ଫେରାର

ଗୁଜରାଟର ଆଣନ୍ଦରେ ଜଣେ ପୋଲିସ କନେଷ୍ଟବଳଙ୍କୁ ଟ୍ରକ୍‌ ଚଢ଼ାଇ ହତ୍ୟା କରାଯାଇଛି। ଗତ ୨୪ ଘଣ୍ଟା ଭିତରେ ଏହା ହେଉଛି ତୃତୀୟ ଘଟଣା, ଯେଉଁଥିରେ ପୋଲିସକର୍ମୀ କ୍ରୋଧର ଶିକାର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ନାଇଟ୍‌ ଡ୍ୟୁଟି ସମୟରେ ଟ୍ରାଫିକ୍‌ ପୋଲିସ କନେଷ୍ଟବଳ ରାଜକିରଣଙ୍କ ସହିତ ଏହି…

ପାକିସ୍ତାନର ହୋଟେଲରେ ଆମେରିକୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ! Vlog କରିବା ପାଇଁ ପାଖକୁ ଡକାଇଥିଲେ ୨ ପୁରୁଷ ବନ୍ଧୁ; ଜଣେ…

ପାକିସ୍ତାନର ଏକ ହୋଟେଲରେ ଜଣେ ଆମେରିକୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଛି। ପୋଲିସ ସୂଚନା ମୁତାବକ, ୨୧ ବର୍ଷୀୟା ଏହି ଯୁବତୀ ପର୍ଯ୍ୟଟକ ଭିସାରେ ପାକିସ୍ତାନ ଆସିଥିଲେ। ଯୁବତୀ ଜଣକ ଗତ ୭ ମାସ ହେବ ପାକିସ୍ତାନରେ ରହୁଛନ୍ତି ଏବଂ ଏକ ଭ୍ଲଗ୍‌ କରିବା ପାଇଁ ଘଟଣା ଘଟିଥିବା ଜାଗାକୁ ଗସ୍ତ…

ଅନ୍ଧବିଶ୍ୱାସ! ବର୍ଷା ହେବା ଆଶାରେ ବୃଦ୍ଧଙ୍କ ଉପରେ ଢାଳିଦେଲେ ଗୋବର ଓ ଅପରିଷ୍କାର ପାଣି; ଥାନାର ଦ୍ୱାରସ୍ଥ ହେବାରୁ…

ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ବର୍ଷା ହେବା ଆଶାରେ ସ୍ଥାନୀୟ ଗୋବିନ୍ଦପୁର ଗାଁରେ ଅଖଣ୍ଡ ପାଠର ଆୟୋଜନ କରାଯାଇଥିଲା। ହେଲେ ଏହାରି ଭିତରେ କିଛି ଯୁବକ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏକ କାଣ୍ଡ ଘଟାଇଥିଲେ, ଯାହାକି ଏବେ ବିବାଦ…

‘ନୂତନ ବେତନ କୋଡ୍‌’ ଉପରେ ଶ୍ରମ ମନ୍ତ୍ରୀଙ୍କ ବଡ଼ ସୂଚନା, ଜାଣନ୍ତୁ କେବେଠୁ ଲାଗୁ ହେବ ନୂଆ ନିୟମ

ନୂତନ ବେତନ କୋଡ୍‌ ଲାଗୁ ଉପରେ ଶ୍ରମ ରାଜ୍ୟମନ୍ତ୍ରୀ ରାମେଶ୍ୱର ତେଲୀ ଲୋକସଭାରେ ନିଜର ଉତ୍ତର ରଖିଛନ୍ତି। ରାଜ୍ୟମନ୍ତ୍ରୀ କହିଛନ୍ତି ଯେ କିଛି ରାଜ୍ୟ ନିଜର ଡ୍ରାଫ୍ଟ ଦାଖଲ କରି ସାରିଛନ୍ତି। ୪ ଶ୍ରମ କୋଡ୍‌ ଉପରେ ରାଜ୍ୟଗୁଡ଼ିକ ନିଜର ପକ୍ଷ ରଖିଛନ୍ତି। ଶ୍ରମ ଏବଂ ରୋଜଗାର କଲ୍ୟାଣ…

ଦିଲ୍ଲୀ: ହୁ ହୁ ହୋଇ ଜଳୁଛି ୪ ମହଲା ବିଲ୍ଡିଂ; ଏ ପର୍ଯ୍ୟନ୍ତ ୧୨ ଜଣ ଉଦ୍ଧାର

ଦିଲ୍ଲୀର ନ୍ୟୁ ଅଶୋକ ନଗର ଅଞ୍ଚଳରେ ଥିବା ଏକ ୪ ମହଲା ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଅାଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୪ ଦମକଳ ଗାଡ଼ି ମୁତୟନ ରହିଛି। ଅଗ୍ନିଶମ ବିଭାଗର ସୂଚନା ମୁତାବକ, ଜଳୁଥିବା ବିଲ୍ଡିଂରୁ ଏ ପର୍ଯ୍ୟନ୍ତ ୧୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ତେବେ…

ପୁଣି ବର ସାଜିବେ ହ୍ରିତିକ୍‌ ରୋଶନ! ପତ୍ନୀଙ୍କୁ ଛାଡ଼ପତ୍ର ପରେ ୧୨ ବର୍ଷ ସାନ ପ୍ରେମିକାଙ୍କୁ କରିବେ ଦ୍ୱିତୀୟ ବିବାହ

ଅଭିନେତା ହ୍ରିତିକ୍‌ ରୋଶନ ଗତ କିଛି ମାସ ହେବ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍‌ କରୁଛନ୍ତି। ବର୍ତ୍ତମାନ ଏହାକୁ ନେଇ ଉଭୟ ଅଧିକ ଓପନ୍‌ ହୋଇ ଯାଇଛନ୍ତି। କହି ରଖୁଛୁ, ନିକଟରେ ଏମିତି ଏକ ଖବର ସାମ୍ନାକୁ ଆସିଛି, ଯେଉଁଥିରେ ହ୍ରିତିକ୍‌ ଓ ସବା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇ…