Below header

ଖାଆନ୍ତୁ ଏବଂ ଖୁଆନ୍ତୁ ‘ପୋଡ଼ି ଇଡଲି’

ସକାଳୁ ସକାଳୁ ଠିକ୍ ଭାବେ ଖାଇବା ଏବଂ ସ୍ବାଦିଷ୍ଟ ଜଳଖିଆ କରିବା, ଏହି ଦୁଇଟି ଯାକ କେବେ ବି ଏକା ସାଙ୍ଗେ କରିହୁଏ ନାହିଁ। କିନ୍ତୁ ଇଡଲି ଏପରି ଏକ ଅପଶନ, ଯାହାକୁ ଆପଣ ଖୁବ୍ କମ୍ ସମୟ ମଧ୍ୟରେ ପ୍ରସ୍ତୁତ କରିପାରିବେ। ଆଉ ଏହା ବି ସମସ୍ତଙ୍କୁ ପସନ୍ଦ ଆସିପାରିବ। ତେବେ ଆସନ୍ତୁ ଜାଣିବା ଏକ ନୂଆ…

ନିଦକୁ ସିଧା ପ୍ରଭାବିତ କରିଥାଏ ଆପଣଙ୍କ ତକିଆ, ଜାଣି ନିଅନ୍ତୁ କେବେ ଏହାକୁ ବଦଳାଇବେ

ରାତିରେ କଡ଼ ଲେଉଟାଇବା ପରେ ଆଉ ନିଦ ନ ହେବା, ଅସମୟରେ ନିଦ ଭାଙ୍ଗିଯିବା, ସକାଳେ ଉଠିଲା ପରେ ତାଜା ଅନୁଭବ ନ କରିବା, ମୁଣ୍ଡ, ବେକ ଓ କାନ୍ଧରେ ଆପଣ ଯନ୍ତ୍ରଣା ଅନୁଭବ କରୁଛନ୍ତି କି? ଯଦି ଏଭଳି ସମସ୍ୟା ଦେଖାଦିଏ, ତା’ହେଲେ ଆପଣ ନିଜ ତକିଆ ଥରେ ଯାଞ୍ଚ କରିନିଅନ୍ତୁ। କାରଣ, ତକିଆ ନିର୍ମାତା…

ଟିଭି ଶୋ‘ରେ ଛେଳିକୁ ଗୁଳି କଲେ ସେଲିବ୍ରିଟି ଶେଫ୍, ସୋସିଆଲ ମିଡିଆରେ ହେଲେ ସମାଲୋଚନାର ଶିକାର

ସେଲିବ୍ରିଟି ଶେଫ୍ ଗାର୍ଡନ ରାମସେ ନିଜ ନ୍ୟାଶନାଲ ଜିଓଗ୍ରାଫିକ୍ ଟିଭି ଶୋ, ‘Gordon Ramsay: Uncharted’ ପାଇଁ ଏକ ଛେଳିକୁ ଗୁଳି କରି ଲୋକଙ୍କ ଦ୍ବାରା ନିନ୍ଦିତ ହୋଇଛନ୍ତି। ଏଭଳି ‘ବିଚାରହୀନ’ ତଥା ‘କ୍ରର’ ଷ୍ଟଣ୍ଟ ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଅନେକ ଲୋକ ସମାଲୋଚନା କରିଛନ୍ତି।…

IRCTC ଆରମ୍ଭ କଲା ‘ମାଜେଷ୍ଟିକ୍ ଟୁରିଷ୍ଟ ଟ୍ରେନ୍’, ଜାଣନ୍ତୁ କ’ଣ ରହିଛି ଫିଚର ଏବଂ ପ୍ୟାକେଜ୍ ଡିଟେଲ

IRCTC ନିକଟରେ ଅତ୍ୟାଧୁନିକ ସୁବିଧା ଥିବା ‘ମାଜେଷ୍ଟିକ୍ ଟୁରିଷ୍ଟ ଟ୍ରେନ୍’ର ଶୁଭାରମ୍ଭ କରିଛି। ଏହାସହ ରେଳ ପର୍ଯ୍ୟଟନର ପ୍ରଚାର ପ୍ରସାର ଲାଗି ଭାରତୀୟ ରେଲୱେ ଦୁଇଟି ସ୍ପେଶାଲ ପ୍ୟାକେଜ୍ ମଧ୍ୟ ଅଫର କରୁଛି। ଏହି ପ୍ୟାକେଜ୍ ଅଧୀନରେ ମାଜେଷ୍ଟିକ୍ ଟୁରିଷ୍ଟ ଟ୍ରେନ୍ ରାଜସ୍ଥାନର ଯୋଧପୁର,…

ଭାରତର ଏହି ୧୦ ଐତିହାସିକ ସ୍ଥାନ, ଯାହା ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ, ସାମିଲ ହେଲା ଭୁବନେଶ୍ବରର ରାଜାରାଣୀ…

ଏଣିକି ଭାରତର ୧୦ ଐତିହାସିକ ପର୍ଯ୍ୟଟନସ୍ଥଳୀ ସୂର୍ଯ୍ୟୋଦୟଠାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଲାଗି ଖୋଲା ରହିବ। ଏ ନେଇ ସୋମବାର କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ପଟେଲ ନିଷ୍ପତ୍ତି ଜଣାଇଛନ୍ତି। ଯେଉଁ ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ ସମୟ ସୀମା ବଢ଼ାଇବାକୁ…

ବିଶ୍ବର ଏକମାତ୍ର ଗଛ, ଯିଏ ମଣିଷ ଭଳି କରୁଛି ‘ଟୁଇଟ୍’, ଦେଉଛି ମିନିଟ୍ ମିନିଟର ସୂଚନା

ସମସ୍ତେ ଭାବନ୍ତି, ମଣିଷ ଭଳି ଗଛ କୌଣସି ଅଭିଯୋଗ କରେ ନାହିଁ। କିନ୍ତୁ ସତ୍ୟତା ଏହା ଯେ ଗଛ ବି ମଣିଷ ଭଳି ପ୍ରତିକ୍ରିୟା ରଖିଥାଏ। ସେ ମଧ୍ୟ ଜଣାଇଥାଏ ତା’ର ଭାବନା। ମୈସାଚୁସେଟ୍ସର ପିଟରସମ୍ ହାୱାର୍ଡ ଜଙ୍ଗଲରେ ଏଭଳି ଏକ ଗଛ ରହିଛି, ଯିଏ ତା’ର ଜୀବନ ବିଷୟରେ ଲୋକମାନଙ୍କୁ ସୂଚନା ଦେଉଛି। ଏହି…

ଆପଣଙ୍କ ସମ୍ପର୍କ ନୂଆ ଯଦି କରନ୍ତୁ ନାହିଁ ଏହି ୬ଟି କାମ, ଭୁଲରେ ବି ଆବେଗପ୍ରବଣ ମେସେଜ୍ ପଠାନ୍ତୁ ନି

ଯଦି ଆପଣ ନୂଆ ରିଲେଶନଶିପରେ ଅଛନ୍ତି, ତା’ହେଲେ କେତେକ କଥା ଉପରେ ଧ୍ୟାନ ଦେବା ବହୁତ ଜରୁରୀ। କାରଣ, ନୂଆ ସମ୍ପର୍କ ଯୋଡ଼ି ହେଲେ ପ୍ରଥମେ ସବୁ କିଛି ଠିକ୍ ଠାକ୍ ଚାଲିଥାଏ, କିନ୍ତୁ ସମୟ ଗଡ଼ି ଚାଲିଲେ ଅତିରୁ ଅତି ଛୋଟ କଥା ବି ଝଗଡ଼ାର କାରଣ ହୋଇଯାଏ। କେବେ କେବେ ଆପଣଙ୍କ ପାଟିରୁ ଅଜାଣତରେ…

୩ ନିରୀହ ଛୁଆଙ୍କୁ ଫାଶୀରେ ଝୁଲାଇଦେଲା ମା’, ନିଜେ ବି କଲା ଆତ୍ମହତ୍ୟା

ମହାରାଷ୍ଟ୍ରର ପୁନେ ସହରରେ ଘଟିଛି ଏକ ହୃଦୟବିଦାରକ ଘଟଣା। ଜଣେ ମା’ ତା’ର ୩ ଛୁଆଙ୍କୁ ଫାଶୀରେ ଝୁଲାଇ ହତ୍ୟା କରିବା ପରେ ନିଜେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ସନ୍ଧ୍ୟାରେ ବେରୋଜଗାରିଆ ସ୍ବାମୀ ଘରକୁ ଫେରିଲା ପରେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ଘଟଣାଟି ସାମ୍ନାକୁ ଆସିଥିଲା।…

ବ୍ରିଟିଶ ମାଗାଜିନ୍‌ ‘ଓ୍ଵଗ୍‌’ର ଅତିଥି ସମ୍ପାଦକ ହେଲେ ପ୍ରିନ୍ସ ହ୍ୟାରିଙ୍କ ସ୍ତ୍ରୀ ମେଗାନ୍‌ ମାର୍କେଲ, ରଚିଲେ…

ବ୍ରିଟେନ୍‌ ରାଜକୁମାର ପ୍ରିନ୍ସ ହ୍ୟାରିଙ୍କ ସ୍ତ୍ରୀ ତଥା ହଲିଉଡ୍‌ ଅଭିନେତ୍ରୀ ମେଗାନ୍‌ ମାର୍କେଲ ପ୍ରତିଷ୍ଠିତ ଫ୍ୟାଶନ ମାଗାଜିନ୍‌ ‘ବ୍ରିଟିଶ୍‌ ଓ୍ଵଗ୍‌’ର ସେପ୍ଟେମ୍ବର ସଂଖ୍ୟାକୁ ସମ୍ପାଦନ କରିବେ। ପତ୍ରିକାର ୧୦୩ ବର୍ଷର ଇତିହାସରେ ସେପ୍ଟେମ୍ବର ସଂଖ୍ୟାର ପ୍ରଥମ ଅତିଥି ସମ୍ପାଦକ ହୋଇ…

୪୦୧ ଫୁଟ ଲମ୍ବାର ତ୍ରିରଙ୍ଗା ଆଉ ଯବାନ ବର୍ଦ୍ଦିରେ ୭୨ ଗ୍ରାମବାସୀ: ସ୍ବତନ୍ତ୍ର କାଉଡ଼ି ଯାତ୍ରାରେ ସହିଦଙ୍କୁ ଦେଲେ…

କାଉଡ଼ି ବା ବୋଲବମ୍ ଯାତ୍ରା ସମୟରେ ଯେଉଁଠି ପୂରା ମିରଟ ସହର ଗେରୁଆ ରଙ୍ଗରେ ସଜେଇ ହୋଇଥିଲା, ସେଠି ରାଜପଥରେ ଯାଉଥିବା ସ୍ବତନ୍ତ୍ର କାଉଡ଼ି ଭାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଯେ କେହି ଏହି ଖାସ୍ ତଥା ଆକର୍ଷଣୀୟ କାଉଡ଼ି ଯାତ୍ରାକୁ କ୍ୟାମେରାରେ କଏଦ କରିନେବାକୁ ଚାହୁଁଥିଲେ। କାଉଡ଼ି…

ସାହସୀ ସ୍ତ୍ରୀ ‘ଯମରାଜ’ଙ୍କୁ ହରାଇଦେଲେ, ୫୦ ଫୁଟ ତଳକୁ ଆଗ୍ନେୟଗିରିରେ ଖସିପଡ଼ିଥିବା ସ୍ୱାମୀକୁ କଲେ ଉଦ୍ଧାର

ବାହାଘରକୁ ମାତ୍ର ଦିନ କେଇଟା ହୋଇଥିଲା। ଉତ୍ତର ଆମେରିକାର କ୍ଲେ ଚେଷ୍ଟନ୍, ସ୍ତ୍ରୀ ଏକମୀଙ୍କ ସହିତ ହନିମୁନ୍ କରିବାକୁ କାରବିୟାନ୍ ଆଇଲ୍ୟାଣ୍ଡ ଯାଇଥିଲେ। ମାତ୍ର ସେଠାରେ ହନିମୁନ୍ ସମୟରେ ସେମାନଙ୍କ ସହିତ ଘଟିଥିଲା ଏକ ଦୁର୍ଘଟଣା, ଯାହାକି ଉଭୟଙ୍କୁ ଚିରଦିନ ସ୍ମରଣୀୟ ରଖିଥିବ। ଘଟଣାଟି…

ମାଗଣା ଯାତ୍ରା ପାଇଁ ମହିଳାଙ୍କୁ ବସରେ ମିଳିବ ‘ଗୋଲାପି ପାସ୍’, ଜାଣନ୍ତୁ କେଉଁ ସରକାରଙ୍କର ଏହି ନିଷ୍ପତ୍ତି

ଡିଟିସି ଏବଂ କ୍ଲଷ୍ଟର ସ୍କିମ୍ ବସଗୁଡ଼ିକରେ ମହିଳାମାନେ ମାଗଣା ଯାତ୍ରା କରିବା ପାଇଁ ଦିଲ୍ଲୀ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାର ମଞ୍ଜୁରୀ ଲାଗି ଆଗାମୀ ସପ୍ତାହରେ ଏହାକୁ କ୍ୟାବିନେଟରେ ଅଣାଯିବ। ସିଙ୍ଗଲ ଜର୍ଣ୍ଣି ପାସ୍ ମାଧ୍ୟମରେ ମହିଳାମାନେ ବସରେ ମାଗଣା ଯାତ୍ରା କରିପାରିବେ। ଏହି…