ବ୍ରାଜିଲରେ ବଡ଼ ଧରଣର ଏନ୍‌କାଉଣ୍ଟର! ମଲେଣି ୧୮; ଅପରେସନରେ ସାମିଲ ଅଛନ୍ତି ୪୦୦ ପୋଲିସ

ବ୍ରାଜିଲର ରିଓ ଡି ଜନେରିଓରେ ଗୁରୁବାର ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି, ଯେଉଁଥିରେ ଏ ପର୍ଯ୍ୟନ୍ତ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ରହିଛି। ଏ ନେଇ ସ୍ଥାନୀୟ ପୋଲିସ କହିଛି ଯେ କିଛି ଅପରାଧୀ ଗ୍ରୁପ୍‌ଙ୍କୁ ଟାର୍ଗେଟରେ ରଖାଯାଇ ଏହି ଅପରେସନ ଆରମ୍ଭ କରାଯାଇଛି। ଖବର ମୁତାବକ, ଏହି…

ସିଗାରେଟ୍‌ ପ୍ୟାକେଟ୍‌ ଉପରେ ଏବେ ଲେଖାଯିବ ‘ତମାଖୁ ସେବନ ଅର୍ଥ ଅକାଳ ମୃତ୍ୟୁ’! ସରକାର ଜାରି କଲେ ନୂଆ ଗାଇଡ୍‌ଲାଇନ

ସିଗାରେଟ୍‌ ଏବଂ ଅନ୍ୟାନ୍ୟ ତମାଖୁ ଜନିତ ପଦାର୍ଥର ପ୍ୟାକିଂ ପାଇଁ କେନ୍ଦ୍ର ସରକାର ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ନିର୍ଦ୍ଦେଶ ଅନୁସାରେ, ଏବେ ସିଗାରେଟ୍‌ ଏବଂ ଅନ୍ୟାନ୍ୟ ଉତ୍ପାଦର ପ୍ୟାକେଟ ଉପରେ ବଡ଼ ଅକ୍ଷରରେ ‘ତମାଖୁ ସେବନ…

ଭାରତକୁ ଲାଗିଲା ବଡ଼ ଝଟ୍‌କା! କେଏଲ୍‌ ରାହୁଲ ହେଲେ କରୋନା ସଂକ୍ରମିତ, ଟି୨୦ ସିରିଜ୍‌ରେ ଖେଳିବା ମୁସ୍କିଲ

ଭାରତ ଓ େଓ୍ଵଷ୍ଟ୍‍ଇଣ୍ଡିଜ ମଧ୍ୟରେ ଶୁକ୍ରବାର ୨୨ ଜୁଲାଇରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆରମ୍ଭ ହେଉଛି। କିନ୍ତୁ ଏଥି ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାରତୀୟ ଟିମ୍‌ର ଷ୍ଟାର୍‌ ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ କରୋନାରେ ସଂକ୍ରମିତ ହୋଇଛନ୍ତି। େଓ୍ଵଷ୍ଟ୍‍ଇଣ୍ଡିଜ…

ପ୍ରଥମ ଥର ବିଶ୍ୱ ଚାମ୍ପିୟନସିପ୍‌ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା, ୮୮ ମିଟର ବାହାରେ ଫିଙ୍ଗିଲେ ଜାଭେଲିନ୍‌

ଅଲିମ୍ପିକ୍‌ ଚାମ୍ପିୟନ ନୀରଜ ଚୋପ୍ରା ପ୍ରଥମ ଥର ଓ୍ଵାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ଜାଭେଲିନ୍‌ ଥ୍ରୋ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଆମେରିକାରେ ଚାଲିଥିବା ଏହି ଚାମ୍ପିୟନଶିପ୍‌ର ଗ୍ରୁପ୍‌ ରାଉଣ୍ଡର ପ୍ରଥମ ପ୍ରୟାସରେ ହିଁ ୮୮.୩୯ ମିଟର ଜାଭେଲିନ୍‌ ଫିଙ୍ଗି ଫାଇନାଲର…

ମଲାଇକା ଅରୋରାଙ୍କଠୁ ଦୂରେଇ ଗଲେ ଅର୍ଜୁନ କପୁର! ୪ କୋଟି କ୍ଷତିରେ ବିକି ଦେଲେ ବିଳାସପୂର୍ଣ୍ଣ ଘର

ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବେ ନିଜ ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ‘ଏକ ଭିଲେନ୍‌ ୨’ର ପ୍ରମୋସନରେ ବ୍ୟସ୍ତ ଅର୍ଜୁନ କପୁର ଅଭିନେତ୍ରୀ ମଲାଇକା ଅରୋରାଙ୍କ ସହ ନିଜ ସମ୍ପର୍କକୁ ନେଇ ଲାଇମ୍‌ଲାଇଟରେ ରହିଛନ୍ତି। ଏହାରି ଭିତରେ ଅର୍ଜୁନ ନିଜର ଏକ…

ଟିଏମ୍‌ସିର ବଡ଼ ନିଷ୍ପତ୍ତି! ଉପରାଷ୍ଟ୍ରପତି ନିର୍ବାଚନରେ ମତଦାନ ପ୍ରକ୍ରିୟାରୁ ଦୂରେଇ ରହିବ ଦଳ, ବିରୋଧୀଙ୍କୁ ଝଟ୍‌କା

ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ତୃଣମୂଳ କଂଗ୍ରେସ ଏକ ବଡ଼ ନିଷ୍ପତ୍ତି ନେଇଛି। ଟିଏମ୍‌ସି ଗୁରୁବାର ଘୋଷଣା କରିଛି ଯେ ଦଳ ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନର ଭୋଟିଂ ପ୍ରକ୍ରିୟାରେ ଭାଗ ନେବ ନାହିଁ। ଟିଏମ୍‌ସିର ଏହି ନିଷ୍ପତ୍ତି ଦ୍ୱାରା ବିରୋଧୀ ଦଳର ଏକତାକୁ ବଡ଼ ଝଟକା ଲାଗିଛି। ଦଳର ଏହି…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ହସ୍ପିଟାଲରେ ଭର୍ତ୍ତି; କିଛି ଦିନ ତଳେ ପିଇଥିଲେ ନଦୀର ପ୍ରଦୂଷିତ ପାଣି! ସାମ୍ନାକୁ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପେଟରେ ସଂକ୍ରମଣ ଯୋଗୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ପ୍ରଦୂଷିତ ପାଣି ପିଉଥିବାର ଦେଖାଯାଉଛନ୍ତି। ଏହି ଭିଡିଓରୁ ତାଙ୍କ ଅସୁସ୍ଥତାର କାରଣକୁ…

ମଙ୍ଗଳ ଗୋଚର: ଏହି ୩ ରାଶିର ଲୋକଙ୍କ ପାଇଁ ବହୁତ ଶୁଭ ଆଗାମୀ ୨୦ ଦିନ! ମଙ୍ଗଳ କୃପାରୁ ମିଳିବ ଏତେ ବଡ଼ ଖୁସି

ପ୍ରତ୍ୟେକ ଗ୍ରହର ରାଶି ପରିବର୍ତ୍ତନର ସମୟ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ମଙ୍ଗଳ ଗ୍ରହ ବି ନିଶ୍ଚିତ ସମୟ ପରେ ରାଶି ପରିବର୍ତ୍ତନ କରିଥାଏ। ଭୂମି, ବିବାହ, ସାହସର କାରକ ମଙ୍ଗଳ ଏହି ସମୟରେ ମେଷ ରାଶିରେ ରହିଛି। ମଙ୍ଗଳ ଗ୍ରହ ଗତ ୨୭ ଜୁନ୍‌ରେ ମେଷ ରାଶିରେ ଗୋଚର କରିଥିଲା ଏବଂ ଏହା…

ଇନ୍ଦ୍ରଧନୁର ସାତ ରଙ୍ଗରେ ରଙ୍ଗୀନ ‘ପ୍ଲୁଟୋ’, ନାସା ସେୟାର କଲା ଅଦ୍ଭୁତ ଫଟୋ…ଲୋକେ ଆଶ୍ଚର୍ଯ୍ୟ

ଆମେରିକୀୟ ମହାକାଶ ଏଜେନ୍ସି ‘ନାସା’ ନିଜ ଇନ୍‌ଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପ୍ଲୁଟୋର ଏକ ଅଦ୍ଭୁତ ଫଟୋ ସେୟାର କରିଛି। ଏଥିରେ ପ୍ଲୁଟୋର ରଙ୍ଗ ଇନ୍ଦ୍ରଧନୁ ପରି ନଜର ଆସିଛି, ଯାହାକି ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି। ପ୍ଲୁଟୋର ଏଭଳି ଫଟୋ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ଲୁଟୋ…

ଋଷି ସୁନକ ହୋଇପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ! ଏହା ପୂର୍ବରୁ ୧୦ ଦେଶର ନେତୃତ୍ୱ ନେଇ ସାରିଛନ୍ତି ଭାରତୀୟ ମୂଳର…

ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ପଦ ପାଇଁ ଭାରତୀୟ ମୂଳର ଋଷି ସୁନକ ସବୁଠାରୁ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉଭା ହୋଇଛନ୍ତି। ସେ ବୋରିସ୍‌ ଜନସନଙ୍କ ସ୍ଥାନ ନେବାକୁ ଦୌଡ଼ର ଶେଷ ପର୍ଯ୍ୟାୟରେ ନିଜ ପାଇଁ ଜାଗା ସୃଷ୍ଟି କରିଛନ୍ତି। ଏବେ ପ୍ରଧାନମନ୍ତ୍ରୀ ରୂପେ ଦେଶର ନେତୃତ୍ୱ ନେବା ପାଇଁ ଋଷି…

‘ୟା ଅଲ୍ଲୀ’ ସିଙ୍ଗର ଜୁବିନ୍‌ ଗର୍ଗ ହସ୍ପିଟାଲରେ ଭର୍ତ୍ତି, ବାଥ୍‌ରୁମରେ ପଡ଼ି ମୁଣ୍ଡରେ ଲାଗିଛି ଗଭୀର ଆଘାତ

ଲୋକପ୍ରିୟ ଗାୟକ ତଥା ମ୍ୟୁଜିକ୍‌ କମ୍ପୋଜର ଜୁବିନ୍‌ ଗର୍ଗଙ୍କୁ ଗୌହାଟୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ମୁତାବକ, ବାଥ୍‌ରୁମରେ ପଡ଼ିଯିବାରୁ ଜୁବିନ୍‌ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପ୍ରଥମେ ତାଙ୍କୁ ଆସାମର ଡିବ୍ରୁଗଡ଼ ଜିଲ୍ଲା ସଞ୍ଜୀବନୀ ହସ୍ପିଟାଲରେ ଭର୍ତ୍ତି…

ସମଗ୍ର ୟୁରୋପରେ ଅଗ୍ନି ବର୍ଷା! ଭାଙ୍ଗିଲା ସବୁ ରେକର୍ଡ; ସ୍ପେନ୍‌, ପର୍ତ୍ତୁଗାଲ ଓ ବ୍ରିଟେନରେ ୧୭୦୦ରୁ ଅଧିକ ମୃତ୍ୟୁ

ବିଶ୍ୱର ୭ ଦେଶ ସମେତ ସମଗ୍ର ୟୁରୋପ ବର୍ତ୍ତମାନ ଭୀଷଣ ଗ୍ରୀଷ୍ମ ପ୍ରବାହରେ ଜୁଝି ହେଉଛି। ବ୍ରିଟେନ ଇତିହାସରେ ପ୍ରଥମ ଥର ତାପମାତ୍ରା ୪୦ ଡିଗ୍ରୀ ଉପରେ ପହଞ୍ଚିଛି। ଏହା ପୂର୍ବରୁ ଶେଷ ଥର ସବୁଠାରୁ ଅଧିକ ତାପମାତ୍ରା ୩୯.୧ ଡିଗ୍ରୀ ସେଲ୍‌ସିୟସ ୨୦୧୯ରେ ରେକର୍ଡ କରାଯାଇଥିଲା। ରିପୋର୍ଟ…