ଏହି ଦମ୍ପତି ସବୁବେଳେ ରୁହନ୍ତି ନ୍ୟୁଡ୍‌! କୁହନ୍ତି, ‘ପୋଷାକ ପିନ୍ଧିଲେ ଅଶାନ୍ତ ଲାଗେ’; ଜାଣନ୍ତୁ କିଏ ସେମାନେ

ବଲିଉଡ୍‌ ଅଭିନେତା ରଣବୀର ସିଂ ନିଜର ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ମହିଳାଙ୍କ ଭାବନାକୁ ଆଘାତ ପହଞ୍ଚାଇବା ଏବଂ ସେମାନଙ୍କ ଗାରିମା କ୍ଷୁର୍ଣ୍ଣ କରିବା ଅଭିଯୋଗରେ ପୋଲିସ ମାମଲା ରୁଜୁ କରିଛି। ରଣବୀରଙ୍କ ବିରୋଧରେ ଯେଉଁ ଧାରାରେ ମାମଲା ରୁଜୁ ହୋଇଛି, ତାହା ଅନୁସାରେ…

ଚେହେରାରେ ଲଗାନ୍ତୁ ଏହି ୫ଟି ତେଲ, ଦୂର ହୋଇଯିବ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା

ପ୍ରାୟତଃ ଲୋକେ ଧୂଳି, ମାଟି ଓ ପ୍ରଦୂଷଣ କାରଣରୁ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟାକୁ ସାମ୍ନା କରି ଥାଆନ୍ତି। ଏମିତି ସ୍ଥିତିରେ ଆପଣ କିଛି ତେଲ ଆପଣଙ୍କ ତ୍ୱଚାରେ ଲଗାଇ ସମସ୍ୟା ଦୂର କରି ପାରିବେ। ଆଜି ଆମେ ଆପଣଙ୍କୁ କହିବୁ, ଏମିତି କେଉଁ ତେଲ ଅଛି, ଯାହାକୁ ବ୍ୟବହାର କରି ଆପଣ ତ୍ୱଚାର…

ଶନିଦେବଙ୍କର ଅତି ପ୍ରିୟ ଏହି ୩ ରାଶି; ଶ୍ରାବଣର ତୃତୀୟ ଶନିବାର ରହିବ ଏମାନଙ୍କ ପାଇଁ ଅତ୍ୟନ୍ତ ଲାଭକାରୀ

ଶ୍ରାବଣ ମାସ ଭଗବାନ ଶିବଙ୍କର ଅତିପ୍ରିୟ ମାସ ହୋଇଥାଏ। ଏହା ଏକ ପବିତ୍ର ମାସ। ଏହି ମାସରେ ଶିବ ଆରାଧନାର ବିଶେଷ ମହତ୍ତ୍ୱ ରହିଛି। ଭକ୍ତମାନେ ଶ୍ରାବଣ ସୋମବାର ଶିବଙ୍କଠାରେ ଜଳଲାଗି କରି ଅଶେଷ କୃପା ଲାଭ କରି ଥାଆନ୍ତି। ମାନ୍ୟତା ରହିଛି, ଏହି ମାସରେ ଭଗବାନ ଶିବ ଭକ୍ତମାନଙ୍କ ଉପରେ ଜଲ୍‌ଦି…

ଯାତ୍ରା ସମାପ୍ତ ପୂର୍ବରୁ ତରଳିଲା ଅମରନାଥ ଶିବଲିଙ୍ଗ! ଗୁମ୍ଫା ନିକଟରେ ପୁଣି ପ୍ରବଳ ବର୍ଷା; ୪୦୦୦ ଲୋକ ଉଦ୍ଧାର

ଜମ୍ମୁ-କାଶ୍ମୀରରେ ଅମରନାଥ ଗୁମ୍ଫା ନିକଟରେ ପୁଣି ପ୍ରବଳ ବର୍ଷା ଚିନ୍ତା ବଢ଼ାଇ ଦେଇଛି। ଏହି କାରଣରୁ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ କିଛି ଦିନ ତଳେ ବାଦଲଫଟା ବର୍ଷା ଯୋଗୁ ଅନେକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ସେହି ସମୟରେ ସାମ୍ନାକୁ ଆସିଥିବା ବିପର୍ଯ୍ୟୟର ଫଟୋ ଏବଂ…

କର୍ଣ୍ଣାଟକ: ମନ୍ଦିର ବାହାରେ ଶୋଇଥିଲେ ତୀର୍ଥଯାତ୍ରୀ, ଟେମ୍ପୋ ଚାଳକ ଚଢ଼ାଇ ଦେଲେ ଗାଡ଼ି…ଦେଖନ୍ତୁ ଭୟଙ୍କର ଦୁର୍ଘଟଣା

କର୍ଣ୍ଣାଟକର କୋପ୍ପଲ ଜିଲ୍ଲା ହୁଲଗୀ ଗାଁରେ ପ୍ରସିଦ୍ଧ ହୁଲିଜେମା ମନ୍ଦିର ବାହାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ରାତିରେ ଶୋଇଥିବା ତୀର୍ଥଯାତ୍ରୀଙ୍କ ଉପରେ ଜଣେ ଟେମ୍ପୋ ଚାଳକ ଗାଡ଼ି ଚଢ଼ାଇ ଦେଇଛନ୍ତି, ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ମହିଳାଙ୍କ ସମେତ ୪ ଗୁରୁତର ଆହତ…

ରାଜନୈତିକ ଦଳର ‘ମାଗଣା ପ୍ରତିଶ୍ରୁତି’ ଉପରେ ଲାଗିବ ରୋକ୍‌! କେନ୍ଦ୍ରକୁ ସମାଧାନ ଖୋଜିବାକୁ ନିର୍ଦ୍ଦେଶ ଦେଲେ…

ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ଲୁଭାଇବା ପାଇଁ ବିଭିନ୍ନ ରାଜନୈତିକ ଦଳ ଉପହାର ବାଣ୍ଟିବା, ବିଦ୍ୟୁତ୍‌-ପାଣି ମାଗଣାରେ ଦେବା ଏବଂ ଅନ୍ୟାନ୍ୟ ପ୍ରତିଶ୍ରୁତି ଦେଉଛନ୍ତି, ଯାହାକି ଆଦୌ ଉଚିତ୍‌ ନୁହେଁ। ଏହାକୁ ନେଇ ସୁପ୍ରିମ୍‌କୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଇ କେନ୍ଦ୍ର ସରକାରଙ୍କୁ…

ଲାଇଭ୍‌ ଭିଡିଓ: ‘ମୌତ୍‌ କା କୁଆଁ’ରେ ଭୟଙ୍କର ଦୁର୍ଘଟଣା! ଉପରୁ ଖସି ପଡ଼ିଲା ଦୁଇ ବାଇକ୍‌; ଚାଳକଙ୍କ ଉପରେ ଚଢ଼ିଗଲା…

ଉତ୍ତର ପ୍ରଦେଶର ଜନପଦ ଅମରୋହାରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମେଳାରେ ଲାଗିଥିବା ‘ମୌତ୍‌ କା କୁଆଁ’ ଷ୍ଟଣ୍ଟ ସମୟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏହାର ଲାଇଭ୍‌ ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ଥରି ଉଠିଛନ୍ତି। ଭିଡିଓରେ ଦେଖାଯାଉଛି, ମୌତ୍‌ କା କୁଆଁରେ ଦ୍ରୁତ…

ରଣବୀର ସିଂଙ୍କ ପାଇଁ ପୁରୁଣା କପଡ଼ା ସଂଗ୍ରହ କରୁଛି NGO, ଭିଡିଓ ଦେଖି ଖୁବ୍‌ ମଜା ନେଉଛନ୍ତି ଲୋକେ

ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ସମସ୍ୟା କମିବାର ନାଁ ଧରୁନାହିଁ। ସୋସିଆଲ ମିଡିଆରୁ ନେଇ ରାସ୍ତା ପର୍ଯ୍ୟନ୍ତ, ସବୁ ଜାଗାରେ ରଣବୀରଙ୍କୁ ଖୁବ୍‌ ଟ୍ରୋଲ କରାଯାଉଛି। ନିକଟରେ ଅଭିନେତାଙ୍କ ଫଟୋଶୁଟ୍‌କୁ ନେଇ ଥାନା ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ ଏବେ ଇନ୍ଦୋରର…

ଡିଜେ ସାଉଣ୍ଡ୍‌ରେ ରାଗିଗଲା ଘୋଡ଼ା! ଆଉ ତା’ ପରେ ଯାହା ହେଲା…ଦେଖନ୍ତୁ ଭିଡିଓ

ଅଧିକାଂଶ ଭାରତୀୟ ବିବାହରେ ବରଯାତ୍ରୀ ମନା ଖୋଲା ଡ୍ୟାନ୍ସ କରି ଥାଆନ୍ତି। କିନ୍ତୁ ନିକଟରେ ଉତ୍ତର ପ୍ରଦେଶରେ ଏମିତି ଏକ ଘଟଣା ଘଟିଛି, ଯେଉଁଠି ବିବାହ ସମୟରେ ବରଯାତ୍ରୀମାନଙ୍କ ଡ୍ୟାନ୍ସ ଏକ ଦୁର୍ଘଟଣାରେ ବଦଳି ଯାଇଛି। ଘଟଣାରୁ ଜଣାପଡ଼ିଛି ଯେ ଜୋର୍‌ ଶବ୍ଦରେ ଡିଜେ ମ୍ୟୁଜିକ୍‌ ବାଜୁଥିବାରୁ…

ନୀରଜ ଚୋପ୍ରା ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାହାରିଲେ, ଜାଭେଲିନ୍‌ ଥ୍ରୋରେ ଭାରତର ପଦକ ଆଶା ମଉଳିଲା

ଚାମ୍ପିୟନ ଜାଭେଲିନ୍‌ ଆଥ୍‌ଲେଟ ନୀରଜ ଚୋପ୍ରା ଆଘାତଜନିତ କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାହାରି ଯାଇଛନ୍ତି। ବିଶ୍ୱ ଆଥ୍‌ଲେଟିକ୍ସ ଚାମ୍ପିୟନସିପ୍‌ର ଫାଇନାଲ ସମୟରେ ନୀରଜଙ୍କୁ ଆଘାତ ଲାଗିଥିଲା, ଯେଉଁ କାରଣରୁ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଖେଳିକି ନାହିଁ, ସେ ନେଇ କଳ୍ପନାଜଳ୍ପନା ପୂର୍ବରୁ…

ଆଳୁ ତରକାରୀରେ ଲୁଚିଛି ସାପ ମୁଣ୍ଡ! ଦେଖୁ ଦେଖୁ ଚିତ୍କାର କଲେ ଏୟାର ହୋଷ୍ଟେସ୍‌…ଦେଖନ୍ତୁ ଭିଡିଓ

ତୁର୍କୀର ଏକ ବିମାନରେ ନିକଟରେ ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟଙ୍କୁ ପରସା ଯାଇଥିବା ଇନ୍‌-ଫ୍ଲାଇଟ୍‌ ମିଲ୍‌ରେ ସାପର କଟା ମୁଣ୍ଡ ମିଳିଥିଲା, ଯାହାକୁ ଦେଖି ବିମାନ ଯାତ୍ରୀ ଏକଦମ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ରିପୋର୍ଟ ମୁତାବକ, ଏହି ଘଟଣା ୨୧ ଜୁଲାଇର। ତୁର୍କୀର ଅଙ୍କାରାରୁ ଜର୍ମାନୀର…

୩୧ ଜୁଲାଇରେ ସିଂହ ରାଶିରେ ପ୍ରବେଶ କରୁଛନ୍ତି ବୁଧ; ଏହି ରାଶିର ଲୋକଙ୍କ ଜୀବନରେ ହେବ ଖାସ୍‌ ପରିବର୍ତ୍ତନ

ଜୁଲାଇରେ ଗ୍ରହମାନଙ୍କ ରାଜକୁମାର ବୁଧଙ୍କ ସ୍ଥିତିରେ ୩ ଥର ପରିବର୍ତ୍ତନ ହେବ। ଏ ପର୍ଯ୍ୟନ୍ତ ୨ ଥର ରାଶି ପରିବର୍ତ୍ତନ ହୋଇ ସାରିଛି। ପୁଣି ୩୧ ଜୁଲାଇରେ ବୁଧ କର୍କଟ ରାଶିରୁ ବାହାରି ସିଂହ ରାଶିରେ ଗୋଚର କରିବେ। ବୁଧ ଗ୍ରହ ସିଂହ ରାଶିରେ ଯିବାର ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡ଼ିବ। ବୁଧ…