ଭଗବାନ ଶିବ କାହିଁକି ହାତରେ ଧାରଣ କରନ୍ତି ତ୍ରିଶୂଳ ଓ ଡମ୍ବରୁ

ପୁରାଣ ଅନୁସାରେ ଭଗବାନ ଶିବ ନିଜ ଶରୀରରେ ଅନେକ ବସ୍ତୁ ଧାରଣ କରନ୍ତି। ଯେପରି ଗଳାରେ ସର୍ପ, ମସ୍ତକରେ ଚନ୍ଦ୍ରମା, ଜଟାରେ ଗଙ୍ଗା, ହାତରେ ତ୍ରିଶୂଳ ଓ ଡମ୍ବରୁ। ଏ ସବୁ ଧାରଣ କରିବା ପଛରେ ଲୁଚି ରହିଥାଏ କିଛି ନା କିଛି ରହସ୍ୟ। ତେବେ ତ୍ରିଶୂଳ ଓ ଡମ୍ବରୁ ଧାରଣ କରିବା ପଛରେ କ’ଣ ରହିଛି…

‘ହେୟାର କଟ୍’ ପାଇଁ ଲୋକାଲ୍ ସେଲୁନ ଯାଉଛନ୍ତି କି, ତା’ ହେଲେ ଏହି ସବୁ ବିଷୟରେ ରଖନ୍ତୁ ଧ୍ୟାନ

ଆମେମାନେ ନିଜର ତ୍ବଚା ଏବଂ ମୁହଁକୁ ନେଇ ଯେତେ ଯତ୍ନଶୀଳ ଥାଉ, ସେଠି ହେୟାର କଟ୍ କଥା ଉଠିଲେ, କୌଣସି ଏକ ଲୋକାଲ୍ ସେଲୁନକୁ ପଳାଇଯାଉ। ଯଦିଓ ସମସ୍ତେ ବ୍ରାଣ୍ଡେଡ୍ ସେଲୁନ ଯାଇ କେଶ କାଟିବାକୁ ଚାହାଁନ୍ତି, ତଥାପି ସମୟ ଅଭାବରୁ ପାଖରେ ଥିବା ସେଲୁନ ଯିବାକୁ ଠିକ୍ ଭାବନ୍ତି। କିନ୍ତୁ ଶେଷରେ…

ସକାଳ ଜଳଖିଆରେ ଭାଜପା ମହିଳା ସାଂସଦଙ୍କ ସହ ସାକ୍ଷାତ କଲେ ମୋଦି, ଗୃହ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ହେଲା…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳ ଜଳଖିଆ ସମୟରେ ଭାଜପା ମହିଳା ସାଂସଦମାନଙ୍କୁ ନିଜ ବାସଭବନରେ ଭେଟିଥିଲେ। ଦଳୀୟ ସାଂସଦମାନଙ୍କୁ ୭ଟି ଦଳରେ ଭାଗ କରାଯାଇଛି ଏବଂ ଶୁକ୍ରବାର ୫ମ ଦଳ ସହ ମୋଦିଙ୍କର ବୈଠକ ରହିଥିଲା। ସୂଚନା ମୁତାବକ, ପୂର୍ବରୁ ମୋଦି ଓବିସି, ଏସସି/ଏସଟି…

ଅଗଷ୍ଟରୁ ଭାରତୀୟ ବଜାରକୁ ପ୍ରବେଶ କରିବ iPhoneର ସବୁଠାରୁ ମହଙ୍ଗା ମଡେଲ

iPhone ୟୁଜର୍ସଙ୍କ ପାଇଁ ଖୁସି ଖବର। ଆସନ୍ତା ଅଗଷ୍ଟ ମାସରୁ ଭାରତୀୟ ବଜାରରେ ଉପଲବ୍ଧ ହେବ iPhoneର ସବୁଠାରୁ ଦାମୀ ମଡେଲ। କେନ୍ଦ୍ର ସରକାରଙ୍କଠାରୁ ମଞ୍ଜୁରୀ ମିଳିବା ପରେ ଏହି ମଡେଲର ବଜାର ପ୍ରବେଶ କରାଯିବ। ଭାରତରେ ଶସ୍ତା ହୋଇଯିବ iPhone ବର୍ତ୍ତମାନ ଭାରତରେ iPhone…

କୃତ୍ରିମ ପ୍ରତ୍ୟାରୋପଣ ପରେ ପୁଣି କାର୍ଯ୍ୟକ୍ଷମ ହେଲା ଅକାମି ହୃତପିଣ୍ଡ, ଏହା କୌଣସି ଚମତ୍କାରଠାରୁ କମ୍ ନୁହେଁ,…

ଅକାମି ହୃତପିଣ୍ଡ ପୁଣିଥରେ ସୁସ୍ଥ ହେବା କୌଣସି ଚମତ୍କାରଠାରୁ କମ୍ ନୁହେଁ। ଦିଲ୍ଲୀର ଏକ ହସ୍ପିଟାଲରେ ଘଟିଥିବା ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଘଟଣାଟି ଏହିପରି ଯେ ଦିଲ୍ଲୀର ବିଏଲକେ ହସ୍ପିଟାଲକୁ ପ୍ରାୟ ବର୍ଷେ ତଳେ ଇରାକର ୫୨ ବର୍ଷୀୟ ବ୍ୟବସାୟୀ ହନି ଜବାଦ୍ ମହମ୍ମଦ ଚିକିତ୍ସା ପାଇଁ…

୬ ଲକ୍ଷ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରି ତିଆରି କରାଯାଇଛି ଏଭଳି ଘର, ଦେଖିଲେ ଆପଣଙ୍କୁ ବି ଆସିବ ପସନ୍ଦ

ଏ ପର୍ଯ୍ୟନ୍ତ ଆପଣ ଇଟା, ପଥରରେ ଘର ତିଆର ହେବାର ଦେଖିଥିବେ। କିନ୍ତୁ କେବେ ଶୁଣିଛନ୍ତି କି, ପ୍ଲାଷ୍ଟିକ୍ ବୋତଲରେ ଘର ତିଆର ହେବାର? ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବେ କି କଥାଟି ସତ। କାନାଡାରେ ଏଭଳି ଏକ ଘର ରହିଛି, ଯେଉଁଠି ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରାଯାଇଛି। ସ୍ବତନ୍ତ୍ର ନିର୍ମାଣ…

ଏହି ଜାଗାକୁ କୁହନ୍ତି ‘ଏଲିଅନ୍ ଆଇଲ୍ୟାଣ୍ଡ’, ଅଲଗା ଗ୍ରହର ଭ୍ରମ ସ୍‌ଷ୍ଟି କରେ, ଜାଣନ୍ତୁ କ’ଣ ରହିଛି ଏଠାରେ

ଦୁନିଆରେ ଏପରି ଅନେକ ଜାଗା ରହିଛି, ଯାହାକି କେବଳ ସୁନ୍ଦର ଓ ମନୋରମ ନୁହେଁ, ବରଂ ତାହା ଲୋକଙ୍କୁ ଚକିତ ମଧ୍ୟ କରିଦେଇପାରେ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଜାଗା ବିଷୟରେ କହିବାକୁ ଯାଉଛୁ, ଯାହା ପଥିବୀର ସବୁଠାରୁ ଆଶ୍ଚର୍ଯ୍ୟଜନକ ଜାଗା ମଧ୍ୟରୁ ଅନ୍ୟତମ। ଏହାର ନାଁ ସୋକୋଟ୍ରା ଦ୍ବୀପ। ୟେମେନର…

ଏହା ହେଉଛି ବିଶ୍ବର ୭ ସ୍ଥାନ, ଯାହାକୁ ଦେଖିଲେ ଲାଗେ ପୂରା କାଳ୍ପନିକ

ରୋରାଇମା ପର୍ବତ: ବେନେଜୁଏଲାରେ ପାଖାପାଖି ୯,୨୨୨ ଫୁଟ ଉଚ୍ଚରେ ଅବସ୍ଥିତ ‘ରୋରାଇମା ପର୍ବତ’ ବର୍ଷର ୮ ମାସ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇ ରହିଥାଏ। ଏହା ୩ ଦେଶ ବେନେଜୁଏଲା, ଗୁଏନା ଓ ବ୍ରାଜିଲକୁ ଯୋଡ଼ିଥାଏ। ଏହି ପର୍ବତକୁ ଦେଖିଲେ ଏପରି ଲାଗେ, ଯେପରି ଜଣେ ଗ୍ରାଫିକ୍ ଡିଜାଇନର ଏହାକୁ ତିଆରି…

ଘରେ ହିଁ ଫଟାଫଟ୍ ପ୍ରସ୍ତୁତ କରନ୍ତୁ ‘ସୋୟା ମଲାଇ ଚପ୍’

ଆପଣ କେବେ ‘ସୋୟା ମଲାଇ ଚପ୍’ ଖାଇଛନ୍ତି କି? ଯଦି ନା ତା’ହେଲେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଏହି ରେସିପି। ଥଣ୍ଡା ପାଗକୁ ଗରମା ଗରମ ସୋୟା ମଲାଇ ଚପ୍ ସ୍ବାଦକୁ ଆହୁରି ଦୁଇଗୁଣ କରିଦେବ। ଏହା ପଞ୍ଜାବୀମାନଙ୍କର ଏକ ପସନ୍ଦର ରେସିପି, ଯାହାକୁ ଷ୍ଟାର୍ଟର ଏବଂ ସ୍ନାକ୍ସ, ଉଭୟ ପ୍ରକାରେ…

ରେଲୱେ ବାହାର କଲା ୫୦୦ ପଦବୀ, ଜାଣନ୍ତୁ କେବେ କରିବେ ଆବେଦନ, ପଢ଼ନ୍ତୁ ସବିଶେଷ ତଥ୍ୟ

ରେଲୱେ ନିଯୁକ୍ତି ବୋର୍ଡ ଏବେ ୫୦୦ରୁ ଅଧିକ ପ୍ରାର୍ଥୀଙ୍କୁ ବିଭିନ୍ନ ପଦବୀରେ ଚାକିରି ଦେବାକୁ ଯାଉଛି। ପ୍ରାର୍ଥୀଙ୍କୁ ଯେଉଁ ସବୁ ପଦବୀରେ ନିଯୁକ୍ତି ମିଳିବ, ସେଗୁଡ଼ିକ ହେଉଛି କନିଷ୍ଠ ଯନ୍ତ୍ରୀ, କିରାଣି, ଷ୍ଟେସନ ମାଷ୍ଟର, ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ, ଲୋକୋ ଇନ୍ସପେକ୍ଟର ଏବଂ ସିନିୟର…

ଜିମେଲ୍ ଆପଣାଇଲା ଏଭଳି ଉପାୟ, ଯେଉଁଥିରେ ଆପେ ଡିଲିଟ୍ ହୋଇଯିବ ଫାଲତୁ ମେଲ୍

ଆଜିକାଲି ପ୍ରାୟ ସମସ୍ତେ ଜିମେଲ୍ ବ୍ୟବହାର କରୁଛନ୍ତି। ବେଳେବେଳେ ଆମ ପାଖକୁ ଏଭଳି କେତେକ ଇମେଲ୍ ଆସେ, ଯାହାକୁ ଲମ୍ବା ସମୟ ପର୍ଯ୍ୟନ୍ତ ଆମେ ରଖିବାକୁ ଚାହୁଁନା। କିନ୍ତୁ ସେଗୁଡ଼ିକୁ ଡିଲିଟ୍ କରିବାକୁ ଭୁଲି ଯାଉ। ଆଉ ଏହିଭଳି ଭାବେ ଆମ ଇମେଲ୍ ବକ୍ସ ଧୀରେ ଧୀରେ ପୂର୍ଣ୍ଣ ହୋଇଯାଏ। ବର୍ତ୍ତମାନ…

ଆପତ୍ତିଜନକ କଣ୍ଟେଣ୍ଟ୍ ପୋଷ୍ଟ କରୁଥିବା ୟୁଜରଙ୍କ ଉପରେ କଡ଼ା ନଜର ରଖିବ ‘ଇନଷ୍ଟାଗ୍ରାମ୍’

ଫଟୋ ଏବଂ ଭିଡିଓ ସେୟାରିଂ ଆପ୍ ‘ଇନଷ୍ଟାଗ୍ରାମ୍’ ନିଜ ପ୍ଲାଟଫର୍ମରେ ଆପତ୍ତିଜନକ କଣ୍ଟେଣ୍ଟ ସେୟାର କରୁଥିବା ୟୁଜରଙ୍କ ଉପରେ ଏଣିକି କଡ଼ା ନଜର ରଖିବ। ଏଥିପାଇଁ ଖୁବଶୀଘ୍ର ଏହା ‘ପପ୍-ଅପ୍ ୱାର୍ନିଂ’ ଭଳି ଏକ ଫିଚର ଆଣିବାକୁ ଯାଉଛି। ଇନଷ୍ଟାଗ୍ରାମର ମୁଖ୍ୟ ଏଡମ୍ ମୋସେରି ଏକ ଖବରଦାତା…