ତେଲେଙ୍ଗାନାରେ ୫ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ, ୧୦୦ ଫୁଟ୍‌ ଗଭୀର ସୁଡ଼ଙ୍ଗରୁ ଉପରକୁ ଉଠିଥିବା ବେଳେ ଘଟିଲା ଦୁର୍ଘଟଣା

ତେଲେଙ୍ଗାନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏଠାରେ ନଗରକୁରକୁଲ୍‌ ଜିଲ୍ଲାରେ ଏକ ଉଠା ଜଳସେଚନ ପ୍ରକଳ୍ପ କାମ କରୁଥିବା ୫ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମିଳିଥିବା ଖବର ଅନୁସାରେ, ଏହି ଶ୍ରମିକମାନଙ୍କୁ ଯେତେବେଳେ ୧୦୦ ଫୁଟ୍‌ ଗଭୀର ସୁଡ଼ଙ୍ଗ ଭିତରୁ କେବୁଲ୍‌ ସହାୟତାରେ ଉପରକୁ ଅଣା…

ଡିମ୍ପି ଗାଙ୍ଗୁଲି ତୃତୀୟ ଥର ମା’ ହେଲେ, ପାଣିରେ ଜନ୍ମଦେଲେ ଶିଶୁପୁତ୍ର; ସେୟାର କଲେ ନବଜାତକର ଫଟୋ

ଅଭିନେତ୍ରୀ ଡିମ୍ପି ଗାଙ୍ଗୁଲିଙ୍କ ପରିବାରରେ ଖୁସିର ଲହରୀ। ଡିମ୍ପି ତୃତୀୟ ଥର ପାଇଁ ମା’ ହୋଇଛନ୍ତି। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଡିମ୍ପି ଗାଙ୍ଗୁଲିଙ୍କର ୩ ସନ୍ତାନ ଅଛନ୍ତି। ପ୍ରଥମେ ଏକ ଝିଅ, ପରେ ଏକ ପୁଅ ଏବଂ ବର୍ତ୍ତମାନ ସେ ଆଉ ଏକ ପୁତ୍ର ସନ୍ତାନକୁ ସ୍ୱାଗତ କରିଛନ୍ତି।…

ଛାଡ଼ପତ୍ର ପରେ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କ ଘର କିଣିଲେ ସାମନ୍ଥା ପ୍ରଭୁ, କୋଟିଏରେ ହେଲା ଡିଲ୍‌!

ସାଉଥ୍‌ର ଆଗଧାଡ଼ିର ଅଭିନେତ୍ରୀମାନଙ୍କ ମଧ୍ୟରୁ ସାମନ୍ଥା ରୁଥ୍‌ ପ୍ରଭୁ ବହୁତ ଲୋକପ୍ରିୟ। ସାମନ୍ଥା ଓ ନାଗା ଚୈତନ୍ୟଙ୍କ ଯୋଡ଼ି ଲୋକଙ୍କୁ ବହୁତ ପସନ୍ଦ ଥିଲା। ଯଦିଓ ଗତବର୍ଷ ଦମ୍ପତି ନିଜ ଛାଡ଼ପତ୍ର ବିଷୟରେ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ। ସାମନ୍ଥା ଓ ନାଗା ଚୈତନ୍ୟ ଗତବର୍ଷ…

ରକ୍ଷାବନ୍ଧନ ଯାଏ ୪ ରାଶି ଉପରେ ସଙ୍କଟ! ମଙ୍ଗଳ-ରାହୁଙ୍କ ଅଶୁଭ ଯୋଗ ବଢ଼ାଇବ ସମସ୍ୟା, ବର୍ତ୍ତିବା ପାଇଁ କରନ୍ତୁ ଏହି…

ଗ୍ରହମାନଙ୍କ ସେନାପତି ମଙ୍ଗଳ ଜୁନ୍‌ ୨୭ରେ ମେଷ ରାଶିରେ ପ୍ରବେଶ କରିଥିଲେ। ଏହି ରାଶିରେ ରାହୁ ପୂର୍ବରୁ ହିଁ ବିରାଜମାନ ଥିଲେ। ଏଥିପାଇଁ ଦୁଇ ଗ୍ରହଙ୍କ ମିଳନରୁ ମେଷ ରାଶିରେ ଅଙ୍ଗକାରକ ଯୋଗ ନିର୍ମାଣ ହୋଇଛି। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଶୁଭ ଯୋଗ କୁହାଯାଏ। ମେଷ ରାଶିରେ ଅଙ୍ଗକାରକ…

ପିଲାଙ୍କ ଜୀବନ ସହ ଖେଳ! ଗୋଟିଏ ସିରିଞ୍ଜ୍‌ରେ ୩୦ ପିଲାଙ୍କୁ ଦେଇଦେଲେ କରୋନା ଟିକା; ପଚାରିବାରୁ କହିଲେ, ମୋର ଭୁଲ୍‌…

ମଧ୍ୟ ପ୍ରଦେଶର ସାଗରରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍ୱାସ୍ଥ୍ୟକର୍ମୀ ଗୋଟିଏ ହିଁ ସିରିଞ୍ଜରେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ କୋଭିଡ୍‌ ଟିକା ଦେଇ ଦେଇଛନ୍ତି। ଏହି ଘଟଣା ଗତକାଲିର। ଟିକା ଦେଇଥିବା ଜିତେନ୍ଦ୍ର ନାମକ ବ୍ୟକ୍ତି ଦାବି କରିଛନ୍ତି ଯେ ଅଧିକାରୀ କେବଳ…

ପୁରୁଷ-ପୁରୁଷ ସମଲିଙ୍ଗୀ ଯୌନ ସମ୍ପର୍କରୁ ବ୍ୟାପୁଛି ମଙ୍କିପକ୍ସ! ଚେତାବନୀ ଜାରି କଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ସମଲିଙ୍ଗୀ ସମ୍ପର୍କରୁ ମଙ୍କିପକ୍ସ। ପୁରୁଷ-ପୁରୁଷ ସମଲିଙ୍ଗୀ ଯୌନ ସମ୍ପର୍କରୁ ବ୍ୟାପୁଛି ମଙ୍କିପକ୍ସ। ଏହାକୁ ରୋକିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନୀ ଜାରି କରିଛି। ସମଲିଙ୍ଗୀ ପୁରୁଷମାନଙ୍କୁ ସୀମିତ ସଂଖ୍ୟକ ଯୌନ ସାଥୀଙ୍କ ମଧ୍ୟରେ ସମ୍ପର୍କ ରଖିବାକୁ ପରାମର୍ଶ ଦିଆଯାଇଛି।…

ରାଜନୀତିରେ ଝଡ଼! ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ କଲେ କଂଗ୍ରେସ ନେତା ଅଧୀର ରଞ୍ଜନ, ଅଶୋଭନୀୟ ମନ୍ତବ୍ୟକୁ ନେଇ…

ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଅଶୋଭନୀୟ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ବିରୋଧ କରିଛି ବିଜେପି। ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହାକୁ ଦେଶର ଅପମାନ ବୋଲି କହିଛନ୍ତି। ସ୍ମୃତି ଇରାନୀ କହିଛନ୍ତି କି,…

BSNL ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ପୁନରୁଦ୍ଧାର ପ୍ୟାକେଜ୍‌! ମଞ୍ଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ୍‌

କେନ୍ଦ୍ର କ୍ୟାବିନେଟ୍‌ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ପୁନରୁଦ୍ଧାର ପାଇଁ ୧ ଲକ୍ଷ ୬୪ ହଜାର କୋଟି ଟଙ୍କାର ପ୍ୟାକେଜ୍‌କୁ ମଞ୍ଜୁରୀ ପ୍ରଦାନ କରିଛି। ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସରକାର 4G ସେବାର ବିସ୍ତାର ପାଇଁ…

ମମତା ବାନାର୍ଜୀଙ୍କ ୩୮ ବିଧାୟକ ବିଜେପି ସହ ରଖିଛନ୍ତି ସମ୍ପର୍କ! ଏହା କହି ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି କଲେ…

ନିକଟରେ ମିଥୁନ୍‌ ଚକ୍ରବର୍ତ୍ତୀଙ୍କ ତାଜା ବୟାନ ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ମିଥୁନ୍‌ ଦାବି କରିଛନ୍ତି କି, ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଦଳର ୩୮ ବିଧାୟକ ଭାରତୀୟ ଜନତା ପାର୍ଟି (ବିଜେପି) ସମ୍ପର୍କରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ବିଧାୟକ ସିଧାସଳଖ…

ଚୀନର ବୁହାନରେ ପୁଣି ଫେରିଲା କରୋନା! ଜିଲ୍ଲା ସଟ୍‌ଡାଉନ ଘୋଷଣା, ୧୦ ଲକ୍ଷ ଲୋକ ଘରେ ବନ୍ଦୀ

ଚୀନର ବୁହାନରେ ପୁଣିଥରେ କରୋନା ଫେରିଛି। ଏଠାରେ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିୟାଙ୍ଗ୍‌କ୍ସିୟା ଜିଲ୍ଲାରେ ଶଟ୍‌ଡାଉନ ଘୋଷଣା କରାଯାଇଛି। ସିନେମା ହଲ୍‌, କାଫେ, ରେଷ୍ଟୁରାଷ୍ଟ ଆଦିକୁ ବନ୍ଦ କରି ଦିଆଯାଇଛି। ଜିୟାଙ୍ଗ୍‌କ୍ସିୟାରେ କରୋନାର ୪ ମାମଲା ମିଳିବା ପରେ ପ୍ରଶାସନ ତରଫରୁ ଏହି…

ଖୁସି ଖବର! ସ୍ୱାଧୀନତା ଦିବସରେ ଖାସ୍‌ ଅଫର୍‌ ଆଣିଛି Go First ଏୟାରଲାଇନ୍‌; ମିଳିବ ମାଗଣା ସିଟ୍‌ ଓ ଖାଦ୍ୟ

ଯଦି ଆପଣ ଜୁଲାଇ ଶେଷ ସପ୍ତାହରୁ ଅଗଷ୍ଟ ଭିତରେ ବିମାନ ଯାତ୍ରା କରିବାକୁ ଯୋଜନା କରିଛନ୍ତି, ତା’ ହେଲେ ଏହି ଖବର ଖାସ୍‌ ଆପଣଙ୍କ ପାଇଁ। ଦେଶର ବଡ଼ ଏୟାରଲାଇନ କମ୍ପାନୀ ଗୋ ଫାର୍ଷ୍ଟ ନିଜ ଗ୍ରାହକମାନଙ୍କ ପାଇଁ ଏକ ଖାସ୍‌ ଅଫର ଆଣିଛି। ଯାତ୍ରୀମାନଙ୍କୁ ସ୍ୱାଧୀନତା ଦିବସ ଅବସରରେ ମାଗଣା ମିଲ୍‌ ଓ…

କର୍ଣ୍ଣାଟକରେ ବିଜେପି ନେତାଙ୍କୁ କୁରାଢ଼ୀରେ ହାଣି ହତ୍ୟା; ଦୋକାନ ବନ୍ଦ କରି ଫେରୁଥିବା ବେଳେ କରିଥିଲେ ଅତର୍କିତ ଆକ୍ରମଣ

କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ବିଜେପି ନେତା ପ୍ରବୀଣ ନେଟାରୁଙ୍କୁ ମଙ୍ଗଳବାର କୁରାଢ଼ୀରେ ହାଣି ହତ୍ୟା କରାଯାଇଛି। ପ୍ରବୀଣ ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଚିବ ଥିଲେ। ହତ୍ୟା ପରେ ବିଜେପି କର୍ମୀମାନେ ଏକଜୁଟ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।…