Below header

ଦିଲ୍ଲୀ ଉପରେ ଆତଙ୍କବାଦୀଙ୍କ ନଜର; ଭାରତରେ ପହଞ୍ଚି ସାରିଲାଣି ବିସ୍ଫୋରକ! ଅଗଷ୍ଟ ୧୫ ପାଇଁ ଦେଶରେ ହାଇ ଆଲର୍ଟ ଜାରି

ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ଗୁଇନ୍ଦା ଏଜେନ୍ସି ଏ ନେଇ ଆଲର୍ଟ ଜାରି କରିଛି। ଏଜେନ୍ସି ମୁତାବକ, ଡ୍ରୋନ୍‌ ଜରିଆରେ ଦେଶକୁ ବିସ୍ଫୋରକ ଅଣାଯାଇଛି। ଏହି ବିସ୍ଫୋରକଗୁଡ଼ିକୁ ଦେଶର ଅଲଗା ଅଲଗା ସହରକୁ ପଠାଯାଇଛି। ଏ ସବୁ ପାକିସ୍ତାନ ସୀମାରୁ ପଞ୍ଜାବ ରାସ୍ତା…

ସୋନିଆ ଗାନ୍ଧୀଙ୍କୁ ପୁଣି କରୋନା; ସରକାରୀ ଗାଇଡ୍‌ଲାଇନ ହିସାବରେ ହେବେ କ୍ୱାରେଣ୍ଟିନ୍‌

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣିଥରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ସରକାରୀ ଗାଇଡ୍‌ଲାଇନ ହିସାବରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। କଂଗ୍ରେସ ନେତା ଜୟରାମ ରମେଶ ଏ ନେଇ ସୂଚନା ଦେଇଛନ୍ତି। ଜୟରାମ ରମେଶ ଟ୍ଵିଟ୍‌ରେ ଲେଖିଛନ୍ତି, ‘ଆଜି କଂଗ୍ରେସ ଅଧ୍ୟକ୍ଷା…

ହର୍‌ ଘର୍‌ ତ୍ରିରଙ୍ଗା: ଜାଣି ରଖନ୍ତୁ ପତାକା ଉଡ଼ାଇବାର ନିୟମ ଏବଂ କ’ଣ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର…

‘ଆଜାଦୀର ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ସାରା ଦେଶରେ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ହେଉଛି ‘ହର୍‌ ଘର୍‌ ତ୍ରିରଙ୍ଗା’ ଅଭିଯାନ। ପ୍ରତ୍ୟେକ ଭାରତୀୟ ନିଜ ନିଜ ଘରେ ଏବଂ ଅଫିସ୍‌ରେ ଉଡ଼ାଇବେ ତ୍ରିରଙ୍ଗା। ଏ ନେଇ ସେମାନଙ୍କୁ ପ୍ରେରିତ କରିବା ହେଉଛି କାର୍ଯ୍ୟକ୍ରମର ମୂଳ…

୧୨ ବର୍ଷ ବଡ଼ ମଲାଇକା ଅରୋରାଙ୍କୁ ବାହା ହେବାକୁ ପ୍ରସ୍ତୁତ ନାହାନ୍ତି ଅର୍ଜୁନ କପୁର! ଏହାର ଅସଲ କାରଣ ନିଜେ କହିଲେ…

ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। କିନ୍ତୁ ଅର୍ଜୁନଙ୍କ କହିବା ହେଲା, ବର୍ତ୍ତମାନ ସେ ମଲାଇକାଙ୍କୁ ବିବାହ କରିବାକୁ ପ୍ରସ୍ତୁତ ନାହାନ୍ତି। ଏହି କଥା ନିଜେ ଅର୍ଜୁନ ନିକଟରେ ‘କଫି ଓ୍ଵିଥ୍‌ କରନ୍‌’ରେ ଖୁଲାସା କରିଛନ୍ତି।…

ସାରା ବିଶ୍ୱରେ ବେବି ପାଉଡର ଉତ୍ପାଦନ ବନ୍ଦ କରିଦେବ Johnson & Johnson! କ୍ୟାନସର ସହ ଜଡ଼ିତ ମାମଲା ବଢ଼ିବାରୁ…

ଜନ୍‌ସନ ଆଣ୍ଡ ଜନ୍‌ସନ (Johnson & Johnson) ନିଜ ଟାଲକମ୍‌ ବେବି ପାଉଡର ପ୍ରଡକ୍ଟର ବିକ୍ରି ସାରା ବିଶ୍ୱରେ ବନ୍ଦ କରିଦେବ। ରିପୋର୍ଟ ମୁତାବକ, କମ୍ପାନୀ ଅନେକ ବର୍ଷ ହେବ ଆମେରିକା ଏବଂ କାନାଡାରେ ଏହି ଉତ୍ପାଦ ବିରୋଧରେ ଚାଲିଥିବା ଆଇନଗତ ଲଢ଼େଇରେ ବିରକ୍ତ ହୋଇ ଏଭଳି ପଦକ୍ଷେପ ଗ୍ରହଣ…

Jio ଆଣିଲା ଜବରଦସ୍ତ ଅଫର୍‌! ୧୫ ଦିନ ପର୍ଯ୍ୟନ୍ତ ଦେଉଛି ମାଗଣା ଇଣ୍ଟରନେଟ୍‌; ଜାଣନ୍ତୁ ସୁବିଧା…

ସ୍ୱାଧାନତାର ୭୫ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ Reliance Jio ୩ ନିଆରା ପଦକ୍ଷେପ ଗ୍ରହଣ କରି ‘ଜିଓ ଇଣ୍ଡିପେଣ୍ଡେନ୍ସ ଡେ’ ଅଫର ଘୋଷଣା କରିଛି। ଏହା ଭାରତୀୟମାନଙ୍କ ପାଇଁ ଜିଓ ଡିଜିଟାଲ ଲାଇଫ୍‌ର ନୂଆ ରୋମାଞ୍ଚକର ଲାଭ ନେଇକି ଆସିଛି। ନିଆରା ପଦକ୍ଷେପଗୁଡ଼ିକ ମଧ୍ୟରେ ୨୯୯୯ ଟଙ୍କାର…

ଚିନ୍ତା କରନ୍ତୁନି…ଏଣିକି ଟ୍ରେନ୍‌ରେ ଆରାମରେ ଶୋଇପାରିବେ ଯାତ୍ରୀ; ଷ୍ଟେସନ ଆସିବାର ୨୦ ମିନିଟ୍‌ ପୂର୍ବରୁ ଆପଣଙ୍କୁ…

ରେଳରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର। ରେଲୱେ ଲଗାତାର ନିଜ ସେବାରେ ସୁଧାର ଆଣିବା ସହିତ ନୂଆ ନୂଆ ଅପ୍‌ଡେଟ୍‌ ନେଇକି ଆସୁଛି। ଏହାରି ଭିତରେ ରେଲୱେ ଯାତ୍ରୀମାନଙ୍କ ପାଇଁ ଆଉ ଏକ ନୂଆ ସୁବିଧା ଆଣିଛି। ଏଣିକି ଆପଣ ଷ୍ଟେସନ ମିସ୍‌ କରିଦେବା ବିଷୟରେ ଚିନ୍ତା ନ କରି ଟ୍ରେନ୍‌ରେ…

ତାଲିବାନର ଟପ୍‌ କମାଣ୍ଡର ଶେଖ୍‌ ରହିମୁଲ୍ଲାହ ହକ୍କାନୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ; ନକଲି ଗୋଡ଼ରେ ବିସ୍ଫୋରକ…

ଆତ୍ମଘାତୀ ଆତଙ୍କୀ ଆକ୍ରମଣକୁ ପ୍ରୋତ୍ସାହନ ଦେଉଥିବା ତାଲିବାନର ଶେଖ୍‌ ରହିମୁଲ୍ଲାହ ହକ୍କାନୀ ନିଜେ ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। ଆଫ୍‌ଗାନିସ୍ତାନ ରାଜଧାନୀ କାବୁଲର ଏକ ମଦରାସାରେ ଏହି ବିସ୍ଫୋରଣ ଘଟିଛି। ଆକ୍ରମଣକାରୀ ନିଜର ଏକ ନକଲି ଗୋଡ଼ରେ ବିସ୍ଫୋରକ ଲୁଚାଇ ରଖିଥିଲା।…

ରିଷଭ୍‌ ପନ୍ତଙ୍କୁ ଉର୍ବଶୀ ରୌତେଲାଙ୍କ କଡ଼ା ଜବାବ! କହିଲେ, ‘ଛୋଟ ଭାଇ କେବଳ ବ୍ୟାଟ୍‌ ବଲ୍‌ ଖେଳିବା ଉଚିତ୍‌’

ଭାରତୀୟ କ୍ରିକେଟର ରିଷଭ୍‌ ପନ୍ତ ଓ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ମଧ୍ୟରେ ବିବାଦ ବଢ଼ି ଚାଲିଛି। ପନ୍ତ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଉର୍ବଶୀଙ୍କ ନାଁ ନ ନେଇ ତାଙ୍କ ପିଛା ଛାଡ଼ିବାକୁ ଅପିଲ କରିଥିଲେ। ଏବେ ଉର୍ବଶୀ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ୍‍ ସେୟାର କରିଛନ୍ତି। ଏଥିରେ ସେ…

ପଶ୍ଚିମବଙ୍ଗ: ବିଷାକ୍ତ ଖଟାପାଣି ମିଶା ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ ଗୁରୁତର, ଅଞ୍ଚଳରେ ଭୟର ବାତାବରଣ

ପଶ୍ଚିମବଙ୍ଗର ହୁଗୁଳି ଅଞ୍ଚଳରେ ବିଷାକ୍ତ ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି। ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏତେ ସଂଖ୍ୟକ ଲୋକ ଅସୁସ୍ଥ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବତାବରଣ ସୃଷ୍ଟି ହୋଇଛି। ସେପଟେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌…

ରାଜୁ ଶ୍ରୀବାସ୍ତବଙ୍କ ସାନ ଭାଇ କାଜୁ ଶ୍ରୀବାସ୍ତବ ବି ଏମ୍ସରେ ଭର୍ତ୍ତି, ପରିବାରରେ ଦୁଃଖର ବାତାବରଣ

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି। ଏବେ ସେ ଭେଣ୍ଟିଲେଟରରେ ରହିଛନ୍ତି। ଏହାରି ଭିତରେ ରାଜୁଙ୍କ ପିଆର୍‌ଓ ଗର୍ବିତ୍‌ ନାରଙ୍ଗ ମିଡିଆକୁ ସୂଚନା ଦେଇଛନ୍ତି ଯେ ରାଜୁଙ୍କ ସାନ ଭାଇ କାଜୁ ମଧ୍ୟ ଏମ୍ସରେ ଭର୍ତ୍ତି…

ବଲିଉଡ୍‌ ଅଭିନେତ୍ରୀଙ୍କ ଉପରେ ରାଗିଗଲେ ରିଷଭ୍‌ ପନ୍ତ! କହିଲେ, ‘ଭଉଣୀ ମୋ ପିଛା ଛାଡ଼ିଦିଅ’

ଭାରତୀୟ କ୍ରିକେଟ୍‌ ଟିମ୍‌ର ଓ୍ଵିକେଟ୍‌କିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ୍‌ ପନ୍ତଙ୍କ ବ୍ୟକ୍ତିଗତ ଜୀବନ ଦେଖିଲେ, ତାଙ୍କ ନାମ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସହ ଯୋଡ଼ି ହୋଇ ସାରିଛି। ନିକଟରେ ଏକ ଇଣ୍ଟରଭ୍ୟୁରେ ଉର୍ବଶୀ ନିଜର ଓ ରିଷଭ୍‌ଙ୍କ ମଧ୍ୟରେ ହୋଇଥିବା ଏକ ସାକ୍ଷାତ ଘଟଣାକୁ…