Below header

୩୧ତମ ସ୍ୱାଧୀନତା ଦିବସ ପାଳିଲା ୟୁକ୍ରେନ; କିଭ୍‌ରେ ନଜର ଆସିଲେ ବୋରିସ୍‌ ଜନସନ, ଘୋଷଣା କଲେ ୫୪ ମିଲିୟନ ପାଉଣ୍ଡ୍‌ର…

ଦୀର୍ଘ ୬ ମାସ…! ଏହାରି ଭିତରେ ସବୁକିଛି ଉଜୁଡ଼ି ଯାଇଛି। ଦେଶର ଚାକଚକ୍ୟ ମଳିନ ପଡ଼ି ଯାଇଛି। କିଏ ନିଜ ମା’କୁ ହରାଇଛି ତ କିଏ ବାପାକୁ, ଆଉ କିଏ ପୂରା ପରିବାରକୁ ହରାଇ ନିଜ ପାଇଁ ଖୋଜୁଛି ସାହାରା। ଦିନେ କି ଦୁଇଦିନ ନୁହେଁ, ଦୀର୍ଘ ୬ ମାସ କାଳ ଘନ ଘନ ବୋମା, ଗୁଳି ଓ ରେକଟ୍‌ ମାଡ଼ରେ ସହରର ଛାତି…

ରୁଷ୍‌ର ବଡ଼ ଆକ୍ରମଣ! ୟୁକ୍ରେନର ବ୍ୟସ୍ତବହୁଳ ରେଳ ଷ୍ଟେସନକୁ ମାଡ଼ କଲା ରକେଟ୍‌; ୨୨ ଜଣଙ୍କ ମୃତ୍ୟୁ

ୟୁକ୍ରେନର ସ୍ୱାଧୀନତା ଦିବସ ପାଳନ ଚାଲିଥିବା ବେଳେ ସେପଟେ ରକେଟ୍‌ ମାଡ଼ କରିଛି ରୁଷ୍‌। ୟୁକ୍ରେନର ଏକ ବ୍ୟସ୍ତବହୁଳ ରେଲେଓ୍ଵ ଷ୍ଟେସନ ଉପରେ ରୁଷ୍‌ ରକେଟ୍‌ ଆକ୍ରମଣ କରିଛି। ଏହି ଆକ୍ରମଣରେ ପାଖାପାଖି ୨୨ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରାଷ୍ଟ୍ରପତି…

କର୍ଣ୍ଣାଟକରେ ମର୍ମନ୍ତୁଦ ଦୁର୍ଘଟଣା! ଭାରସାମ୍ୟ ହରାଇ ଟ୍ରକ୍‌ ସହ ପିଟି ହୋଇଗଲା ଜିପ୍‌; ୯ ଶ୍ରମିକ ମୃତ, ୧୧…

କର୍ଣ୍ଣାଟକରେ ଆଜି ଗୁରୁବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୯ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ଏବଂ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଛୋଟ ପିଲା ଥିବା ଜଣାପଡ଼ିଛି। ଖବର ମୁତାବକ, ଏହି ଦୁର୍ଘଟଣା ତୁମକୁର୍‌ ଜିଲ୍ଲାରେ ସିରା ଜାତୀୟ ରାଜପଥ ନିକଟରେ ହୋଇଛି। ଖବର…

ସପ୍ତାହରେ ମୋଟ ୪୦ ଘଣ୍ଟା କାମ କରିବେ କର୍ମଚାରୀ! ଏହି ଦେଶର ସରକାର କଲେ ନୂଆ ଯୋଜନା

ସରକାରୀ ହୁଅନ୍ତୁ କି ବେସରକାରୀ କର୍ମଚାରୀ, ସମସ୍ତେ ଛୁଟି ଦିନକୁ ଅପେକ୍ଷା କରି ଥାଆନ୍ତି। କେଉଁଠି ସପ୍ତାହରେ ଗୋଟିଏ ଦିନ ଛୁଟି ରହିଥାଏ ତ ଆଉ କେଉଁଠି କର୍ମଚାରୀମାନଙ୍କୁ ଦୁଇ ଦିନ ଛୁଟି ମିଳିଥାଏ। ଏହାରି ଭିତରେ ଚିଲି ରାଷ୍ଟ୍ରପତି ଏକ ନୂଆ ଯୋଜନା କରିଛନ୍ତି, ଯାହା ମୁତାବକ,…

କଂଗ୍ରେସ ଦଳର ୟୁଟ୍ୟୁବ ଚ୍ୟାନେଲ ଡିଲିଟ୍‌, ରିଷ୍ଟୋର୍‌ କରିବାକୁ ଚାଲିଛି ଉଦ୍ୟମ

କଂଗ୍ରେସ ଦଳର ୟୁଟ୍ୟୁବ ଚ୍ୟାନେଲ ଡିଲିଟ ହୋଇ ଯାଇଛି। ଦଳ ଟ୍ଵିଟ୍‌ ଜରିଆରେ ଏ ନେଇ ସୂଚନା ଦେଇଛି। କଂଗ୍ରେସ ୟୁଟ୍ୟୁବ ଏବଂ ଗୁଗଲ ଉଭୟଙ୍କ ସହିତ ଯୋଗାଯୋଗ କରିଛି। କୁହାଯାଉଛି କି, ଦଳ ନିଜ ଚ୍ୟାନେଲକୁ ପୁଣିଥରେ ରିଷ୍ଟୋର୍‌ କରିବାକୁ ଦାବି କରିଛି। କଂଗ୍ରେସ ତରଫରୁ ଜାରି ବୟାନରେ…

ସରକାରୀ କର୍ମଚାରୀ ମାଲାମାଲ! ମହଙ୍ଗା ଭତ୍ତାରେ ହେଲା ୫ ପ୍ରତିଶତ ବୃଦ୍ଧି; ଏହି ରାଜ୍ୟର ସରକାର କଲେ ଘୋଷଣା

ସରକାରୀ କର୍ମଚାରୀଙ୍କ ଅପେକ୍ଷାର ଅନ୍ତ ଘଟିଛି। ସରକାର ଡିଏ (ମହଙ୍ଗା ଭତ୍ତା) ବୃଦ୍ଧି ଉପରେ ମୋହର ମାରିଛନ୍ତି। ଏହା ଅଧୀନରେ ସରକାର ମହଙ୍ଗା ଭତ୍ତାରେ ୫ ପ୍ରତିଶତ ବୃଦ୍ଧି କରିଛନ୍ତି। କହି ରଖୁଛୁ, ତ୍ରିପୁରାର ବିଜେପି ସରକାର ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି।…

ପୋଲିସ ସ୍ୱାମୀର ସୈତାନ ରୂପ! ୮ ମାସର ଗର୍ଭବତୀ ସ୍ତ୍ରୀକୁ ପିଟି ପିଟି ମାରିଦେଲା; ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ଜମ୍ମୁ-କାଶ୍ମୀରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପୋଲିସ ଅଧିକାରୀ ନିଜ ଗର୍ଭବତୀ ପତ୍ନୀଙ୍କୁ ପିଟି ପିଟି ମାରି ଦେଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅଧିକାରୀଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ, ଏସ୍‌ପିଓ ମୋହନଲାଲ କଠୁଆ। ସେ ଜିଲ୍ଲା ପୋଲିସ ଲାଇନ୍ସରେ ମୁତୟନ…

ବିବାହ ବନ୍ଧନରେ ବାନ୍ଧି ହେବେ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀ; ବାପା ସୁନିଲ ସେଟ୍ଟୀ କଲେ କନ୍‌ଫର୍ମ

ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟୀ ଦୀର୍ଘ ଦିନରୁ ରିଲେସନଶିପ୍‌ରେ ଅଛନ୍ତି। ଏମାନେ ବହୁତ ଜଲ୍‌ଦି ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି। ଅଭିନେତ୍ରୀ ଆଥିୟା ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀଙ୍କ ଝିଅ ହୋଇଥିବା…

ସୋନାଲୀ ଫୋଗଟଙ୍କୁ କରାଯାଇଛି ହତ୍ୟା! ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକେ

ଟିକ୍‌ଟକ୍‌ ଷ୍ଟାର୍‌ ତଥା ବିଜେପି ନେତ୍ରୀ ସୋନାଲୀ ଫୋଗଟଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରକୁ ଆସିଛି, ଯାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପରିବାର ଲୋକେ। ଏ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ସେମାନେ। ଏହାଛଡ଼ା ଘଟଣାର ସିବିଆଇ ତଦନ୍ତ ମଧ୍ୟ ଦାବି କରିଛନ୍ତି। ସୋନାଲୀଙ୍କ ଭଉଣୀ ରମନଙ୍କ…

ମ୍ୟାଚ୍‌ ଚାଲିଥିବା ବେଳେ ନିୟନ୍ତ୍ରଣ ହରାଇ ବସିଲେ ଦମ୍ପତି; ଖୋଲା ଷ୍ଟାଡିୟମ୍‌ରେ ରଖିଲେ ଶାରୀରିକ ସମ୍ବନ୍ଧ…! ହୋଇପାରେ…

ବେସ୍‌ବଲ ମ୍ୟାଚ୍‌ ଚାଲିଥିବା ବେଳେ ଏକ ଦମ୍ପତି ଖୋଲା ଷ୍ଟାଡିୟମ୍‌ରେ ଲଜ୍ଜାଜନକ କାଣ୍ଡ କରି ବସିଥିଲେ, ଯାହାକୁ ନେଇ ବର୍ତ୍ତମାନ ସେମାନଙ୍କୁ ୬ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଘଟଣା ଘଟିଛି ଆମେରିକାରେ। ଷ୍ଟାଡିୟମ୍‌ର ଷ୍ଟାଣ୍ଡ୍‌ରେ ଶାରୀରିକ ସମ୍ବନ୍ଧ ରଖିବା ନେଇ ଦମ୍ପତିଙ୍କ…

ଭାରତ ଭୁଲ୍‌ବଶତଃ ପାକିସ୍ତାନ ସୀମା ଆଡ଼କୁ ଛାଡ଼ି ଦେଇଥିଲା ବ୍ରହ୍ମୋସ୍‌ ମିସାଇଲ, ବାୟୁସେନାର ୩ ଅଧିକାରୀ ବରଖାସ୍ତ

ଗତ ମାର୍ଚ୍ଚ ୯ରେ ଭାରତ ତରଫରୁ ପାକିସ୍ତାନ ସୀମା ଆଡ଼କୁ ଭୁଲ୍‌ବଶତଃ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ଛାଡ଼ି ଦିଆଯାଇଥିଲା। ଏହି ମାମଲାରେ ଏବେ ବାୟୁସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନ ଏହି ମାମଲାରେ ତଦନ୍ତ ଦାବି କରିଥିଲା, ତ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଯାଇ…

‘ଗୁଲାମୀ’ ଆଉ ଚଳିବ ନାହିଁ; ୪ ମାସ ଭିତରେ ବ୍ୟବସ୍ଥା ହଟାଇବାକୁ ତାମିଲନାଡ଼ୁ ସରକାରଙ୍କୁ ଆଦେଶ ଦେଲେ ହାଇକୋର୍ଟ!

ଆଉ ଚଳିବ ନାହିଁ ‘ଗୁଲାମଗିରି’। ଏଣିକି କେହି ପ୍ରଶିକ୍ଷିତ ତଥା ଦକ୍ଷ ପୋଲିସ କର୍ମୀ କାହାର ଚାଟୁକାର ହୋଇ ରହି ପାରିବେ ନାହିଁ। ବରିଷ୍ଠ ଅଧିକାରୀମାନଙ୍କ ଘରେ ତିଆରି କରିବେନି ଦୋସା କି ରୁଟି। ଏହି ବ୍ୟବସ୍ଥାକୁ ୪ ମାସ ଭିତରେ ତୁରନ୍ତ ହଟାଇବାକୁ କଡ଼ା ଆଦେଶ ଦେଇଛନ୍ତି ମାଡ୍ରାସ୍‌ ହାଇକୋର୍ଟ।…