Below header

ଶିକ୍ଷକ ନିଯୁକ୍ତି ୨୦୨୨: ଟିଜିଟି ଓ ପିଜିଟି ପଦରେ ବାହାରିଲା ଚାକିରି; ୧୮ ସେପ୍ଟେମ୍ବର ସୁଦ୍ଧା କରନ୍ତୁ ଆବେଦନ

ଆନ୍ଧ୍ର ପ୍ରଦେଶର ବିଦ୍ୟାଳୟ ଶିକ୍ଷା ବିଭାଗ ବିଭିନ୍ନ ଶିକ୍ଷକ ପଦବୀରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଆଶାୟୀମାନେ AP DSP Teacher Recruitment 2022 ପାଇଁ ଅଫିସିଆଲ େଓ୍ଵବ୍‌ସାଇଟ cse.ap.gov.inରେ ସେପ୍ଟେମ୍ବର ୧୮, ୨୦୨୨ ସୁଦ୍ଧା ଅନଲାଇନ ଆବେଦନ କରି ପାରିବେ। ଏହି ପଦଗୁଡ଼ିକରେ…

ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ନିଜର ନୂଆ ଲୁକ୍‌ ବାଛିଲେ ବିରାଟ କୋହଲି, ଦୁବାଇ ସେଲୁନ୍‌ରେ କରାଇଲେ ହେୟାର କଟ୍‌

ଫ୍ୟାନମାନଙ୍କ ପାଇଁ ଆଜି ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ଯେତିକି ଖାସ୍‌ ରହିଛି, ସେତିକି ବିରାଟ କୋହଲିଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ମ୍ୟାଚ୍‌ ମାଧ୍ୟମରେ ବିରାଟ ଟି୨୦ ଅନ୍ତର୍ଜାତୀୟରେ ନିଜର ୧୦୦ ମୁକାବିଲା ପୂରଣ କରିବେ। ବିରାଟ କୋହଲି ଭାରତର ଏମିତି ଜଣେ…

ତନ୍ତ୍ରମନ୍ତ୍ର କରି ମାରି ଦିଆଯାଇଛି ସୋନାଲିଙ୍କୁ…! ଘନିଷ୍ଠ ବନ୍ଧୁ କହିଲେ ଆଶ୍ଚର୍ଯ୍ୟଜନକ କଥା

ଅଭିନେତ୍ରୀ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ପୂର୍ବରୁ ସୋନାଲିଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତରୁ ଜଣାପଡ଼ିଥିଲା କି, ଅଭିନେତ୍ରୀଙ୍କ ମୃତ୍ୟୁ ହୃଦଘାତରେ ହୋଇନାହିଁ, ବରଂ ତାଙ୍କ ପିଏ ଏବଂ ଘନିଷ୍ଠ ସହଯୋଗୀଙ୍କର…

ଚୀନରେ ବିଲୁପ୍ତ ହୋଇଗଲା ‘ସମୁଦ୍ର ଗାଈ’! ଦୁଇ ଦଶନ୍ଧିରୁ ଦେଖାଯାଇ ନାହିଁ ଗୋଟିଏ ବି ଡୁଙ୍ଗୋଗ୍‌…

ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ‘ଡୁଙ୍ଗୋଗ୍‌ (Dugong)’ ଏବେ ଚୀନରେ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯାଇଛି। ନିକଟରେ ଏକ ନୂଆ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଡୁଙ୍ଗୋଗ୍‌ ସାଧାରଣତଃ ‘ସମୁଦ୍ର ଗାଈ’ ରୂପେ ଜଣାଯାଇଥାଏ। ଶହ ଶହ ବର୍ଷରୁ ଏହି ଜୀବ ଚୀନର ସମୁଦ୍ରରେ ଘାସ ଚରୁଥିଲା,…

ଦୀପାବଳିରେ ଦୁବାଇ ଯିବାକୁ ପ୍ଲାନ କରିଥିବା ଭାରତୀୟ ସାବଧାନ! ପକେଟ୍‌ରୁ ଗଣିବେ ଏତିକି ଅର୍ଥରାଶି

ଦୀପାବଳିରେ ୟୁଏଇ ଯିବାକୁ ପ୍ଲାନ କରିଥିବା ଭାରତୀୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଆସନ୍ତା ଅକ୍ଟୋବରରେ ବିମାନ ଭଡ଼ା ପାଇଁ ଆପଣଙ୍କୁ ଦୁଇ ଗୁଣା ଅର୍ଥରାଶି ଦେବାକୁ ପଡ଼ିପାରେ। ଏହାର କାରଣ ହେଲା, ଏହି ମାସରେ ଦଶହରା, ଦୀପାବଳି ଭଳି ବଡ଼ ଉତ୍ସବ ପଡ଼ୁଛି। ତେଣୁ ଏବେଠାରୁ ହୋଟେଲ ଏବଂ ବିମାନ…

‘ଇଣ୍ଡିଆଜ୍‌ ଲାଫ୍ଟର ଚାମ୍ପିୟନ’ର ଟ୍ରଫି ହାତେଇଲେ ରଜତ ସୁଦ; ପାଇଲେ ଏତେ ଲକ୍ଷ ଟଙ୍କା! ଜାଣନ୍ତୁ କିଏ ହେଲେ ପ୍ରଥମ ଓ…

ସୋନି ଏଣ୍ଟରଟେନ୍‌ମେଣ୍ଟ ଟେଲିଭିଜନର କମେଡି ଶୋ’ ‘ଇଣ୍ଡିଆଜ୍‌ ଲାଫ୍ଟର ଚାମ୍ପିୟନ’ର ଫିନାଲେ ଦିଲ୍ଲୀର ରଜତ ସୁଦ୍‌ ଜିତି ନେଇଛନ୍ତି। ଶନିବାର ‘ଲାଫ୍ଟରର ଗ୍ରାଣ୍ଡ ଫିନାଲେ’ରେ ଶ୍ରେଷ୍ଠ ୫ ପ୍ରତିଯୋଗୀ ପହଞ୍ଚିଥିଲେ। ଏଥିରେ ଥିଲେ ମୁମ୍ବାଇର ନିତେଶ ସେଟ୍ଟୀ, ଜୟ ବିଜୟ ସଚାନ ଓ ବିଘ୍ନେଶ ପାଣ୍ଡେ,…

ବନ୍ଦରରେ ପହଞ୍ଚିବା ପୂର୍ବରୁ ବୋଟ୍‌ରେ ଭୀଷଣ ଅଗ୍ନିକାଣ୍ଡ; ୮୦ରୁ ଅଧିକ ଲୋକଙ୍କୁ କରାଗଲା ଉଦ୍ଧାର

ଫିଲିପାଇନ୍ସରେ ଏକ ବୋଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମନିଲାର ଦକ୍ଷିଣରେ ଥିବା ଏକ ବନ୍ଦର ଆଡ଼କୁ ଯାଉଥିବା ବେଳେ ବୋଟ୍‌ରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାର ତୁରନ୍ତ ପରେ କୋଷ୍ଟ୍‍ ଗାର୍ଡ ଏବଂ ଉଦ୍ଧାରକାରୀ ଦଳ ୮୦ରୁ ଅଧିକ ଯାତ୍ରୀ ଓ ଚାଳକମାନଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିଥିଲେ। ପବନ…

ମଧ୍ୟ ପ୍ରଦେଶର ‘ପଥର ମାଡ଼’ ମେଳା; ୧୫୦ରୁ ଅଧିକ ଲୋକ ଆହତ! ଏ ପର୍ଯ୍ୟନ୍ତ ଗଲାଣି ୧୬ ଜଣଙ୍କ ଜୀବନ

ମଧ୍ୟ ପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାର ପାଢ଼ୁର୍ଣ୍ଣାରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ ପ୍ରସିଦ୍ଧ ‘ପଥର ମାଡ଼’ ମେଳା। ଏଥର ମଧ୍ୟ ଏହା ଶନିବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିଲା। ଦ୍ୱିପ୍ରହର ବେଳକୁ ପଥର ମାଡ଼ରେ ପାଖାପାଖି ଦେଢ଼ ଶହରୁ ଅଧିକ ଲୋକ ଆହତ ହୋଇଥିବା ଖବର ରହିଥିଲା। ଅଢ଼େଇ ଶହ ବର୍ଷ…

ରାସ୍ତାରେ କୁମ୍ଭୀର, ଖାଇ ଗଲାଣି ଏକାଧିକ ଘୁଷୁରୀ! ଧରିବା ପାଇଁ ବନ ବିଭାଗ ନାକେଦମ୍‌

ଉତ୍ତର ପ୍ରଦେଶରେ ପାହାଡ଼ ଉପରେ ମୂଶଳ ଧାରାରେ ବର୍ଷା ଲାଗି ରହିଛି, ଯେଉଁ କାରଣରୁ ପରିସ୍ଥିତି ଏବେ ବେହାଲ ହୋଇପଡ଼ିଛି। ଗଙ୍ଗାର ଜଳସ୍ତର ବୃଦ୍ଧି ପାଇ ନଦୀ ଏବେ ଉଛୁଳୁ ମୁଛୁଳୁ ଅବସ୍ଥାରେ ରହିଛି। ନଦୀ କୂଳରେ ଅବସ୍ଥିତ ତଳୁଆ ଅଞ୍ଚଳରେ ପାଣି ମାଡ଼ି ଯାଇଛି। ସହରର ଗଳିକନ୍ଦିରେ ରାସ୍ତା ଉପରେ ପାଣି…

ବାପାଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାଆନ୍ତି ମୂଳାଙ୍କ ୩ ଥିବା ଝିଅ! ଏମାନଙ୍କ ଉପରେ ଗର୍ବ କରିଥାଏ ପରିବାର

ବୈଦିକ ଜ୍ୟୋତିଷ ଶାସ୍ତ୍ର ଭଳି ଅଙ୍କ ଜ୍ୟୋତିଷ ମଧ୍ୟ ବ୍ୟକ୍ତିର ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ଜନ୍ମ ତିଥିରୁ ଆରମ୍ଭ କରି ବ୍ୟକ୍ତିର ସ୍ୱଭାବ, ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତ, ସବୁକିଛି ଏଥିରୁ ଜଣାପଡ଼େ। ଜନ୍ମ ତିଥିର ଯୋଡ଼ା ଆଧାରରେ ବ୍ୟକ୍ତିଙ୍କ ମୂଳାଙ୍କ ନିର୍ଦ୍ଧାରିତ ହୋଇଥାଏ। ୧ରୁ ୯…

IndiGo ବିମାନରେ ବୋମା! ସୂଚନା ମିଳିବା କ୍ଷଣି ଭୟଭୀତ ହୋଇ ପଡ଼ିଲେ ଯାତ୍ରୀ, ରୋକି ଦିଆଗଲା ଚେନ୍ନାଇ-ଦୁବାଇ ଉଡ଼ାଣ

ଚେନ୍ନାଇରୁ ଦୁବାଇ ପାଇଁ ଉଡ଼ାଣ ଭରିବାକୁ ଥିବା ଏକ ଇଣ୍ଡିଗୋ ବିମାନକୁ ଅଚାନକ୍‌ ରୋକି ଦିଆଯାଇଛି। କାରଣ, ବିମାନ ଭିତରେ ବୋମା ଥିବା ନେଇ କଣ୍ଟ୍ରୋଲ ରୁମ୍‌କୁ ଏକ ଫୋନ୍‌ କଲ୍‌ ଆସିଥିଲା, ଯେଉଁ ଖବର ଶୁଣି ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ। ସୂଚନା ମୁତାବକ, ବିମାନ ଉଡ଼ିବାକୁ ପ୍ରସ୍ତୁତ…

ପ୍ରେମିକର ଆଙ୍ଗୁଠି କାଟି ରକ୍ତରେ ଭରି ଦିଆଗଲା ପ୍ରେମିକାର ମଥା! ଭିଡିଓ ଭାଇରାଲ ହେବା ପରେ ଘର ଲୋକେ ନେଲେ ଏଭଳି…

ବିହାରର ମୁଙ୍ଗେର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଥିବା ପ୍ରେମୀ ଯୁଗଳଙ୍କର ଜୋର୍‌ ଜବରଦସ୍ତି ବିବାହ କରି ଦିଆଯାଇଛି। ସେଠି ଉପସ୍ଥିତ ଥିବା କିଛି ଲୋକେ ପ୍ରଥମେ ପ୍ରେମିକର ଆଙ୍ଗୁଠିକୁ କାଟି ଦେଇଥିଲେ ଏବଂ ତାଙ୍କୁ ନିଜ ରକ୍ତରେ…