କଂଗ୍ରେସ ଦଳର ୟୁଟ୍ୟୁବ ଚ୍ୟାନେଲ ଡିଲିଟ୍‌, ରିଷ୍ଟୋର୍‌ କରିବାକୁ ଚାଲିଛି ଉଦ୍ୟମ

କଂଗ୍ରେସ ଦଳର ୟୁଟ୍ୟୁବ ଚ୍ୟାନେଲ ଡିଲିଟ ହୋଇ ଯାଇଛି। ଦଳ ଟ୍ଵିଟ୍‌ ଜରିଆରେ ଏ ନେଇ ସୂଚନା ଦେଇଛି। କଂଗ୍ରେସ ୟୁଟ୍ୟୁବ ଏବଂ ଗୁଗଲ ଉଭୟଙ୍କ ସହିତ ଯୋଗାଯୋଗ କରିଛି। କୁହାଯାଉଛି କି, ଦଳ ନିଜ ଚ୍ୟାନେଲକୁ ପୁଣିଥରେ ରିଷ୍ଟୋର୍‌ କରିବାକୁ ଦାବି କରିଛି।

congress2
photo: amar ujala

କଂଗ୍ରେସ ତରଫରୁ ଜାରି ବୟାନରେ କୁହାଯାଇଛି ଯେ ଆମ ୟୁଟ୍ୟୁବ ଚ୍ୟାନେଲ ‘ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ’ ଡିଲିଟ ହୋଇ ଯାଇଛି। ଆମେ ଏହାକୁ ରିଷ୍ଟୋର କରିବାକୁ ଚେଷ୍ଟା କରୁଛୁ। ୟୁଟ୍ୟୁବ, ଗୁଗଲ ଟିମ୍‌ ସହିତ କଥାବାର୍ତ୍ତା ଚାଲିଛି। ଏହା କିପରି ହେଲା, ସେ ନେଇ ଯାଞ୍ଚ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.