ନୁପୂର ଶର୍ମାଙ୍କୁ ଆରାମ ଦେଲେ ସୁପ୍ରିମ୍‌ କୋର୍ଟ; ଅଗଷ୍ଟ ୧୦ ଯାଏ ହେବନାହିଁ ଗିରଫଦାରୀ…କେନ୍ଦ୍ରକୁ ନୋଟିସ୍‌

ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମାଙ୍କୁ ସୁପ୍ରିମ୍‌ କୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ନୁପୂର ଶର୍ମାଙ୍କ ସହ ଜଡ଼ିତ ମାମଲାର ଆଗାମୀ ଶୁଣାଣି ଅଗଷ୍ଟ ୧୦ରେ ହେବ। ସେ ପର୍ଯ୍ୟନ୍ତ ନୁପୂରଙ୍କ ବିରୋଧରେ କୌଣସି ବି ପ୍ରକାର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି କୋର୍ଟ…

ଗୋମୂତ୍ର କିଣିବେ ଛତିଶଗଡ଼ ସରକାର, ଲିଟର ପିଛା ୪ ଟଙ୍କା ଧାର୍ଯ୍ୟ; କେବେଠୁ ଆରମ୍ଭ ହେବ ପ୍ରକ୍ରିୟା ଜାଣନ୍ତୁ

ଛତିଶଗଡ଼ର ଭୂପେଶ ବଘେଲ ସରକାର ଗୋବର ପରେ ଏବେ ଗୋମୂତ୍ର କିଣିବାକୁ ଯାଉଛି। ଗୋମୂତ୍ର କିଣିବାର ପ୍ରକ୍ରିୟା ୨୮ ଜୁଲାଇ ହରେଲି ଉତ୍ସବରୁ ଆରମ୍ଭ ହେବ। ପାଇଲଟ୍‌ ପ୍ରୋଜେକ୍ଟ ଅଧୀନରେ ପ୍ରତ୍ୟେକ ଜିଲ୍ଲାର ୨ ସ୍ୱାବଲମ୍ବୀ ଗୋଶାଳାରେ ସରକାର ଗୋମୂତ୍ର କିଣିବେ। ରାଜ୍ୟ କୃଷି ବିକାଶ ଓ କୃଷକ କଲ୍ୟାଣ…

ଅଭିନୟ କରିବେ ବୋନି କପୁର; ବାପାଙ୍କ ଆକ୍ଟିଂ ଡେବ୍ୟୁ ବିଷୟରେ ଏମିତି ଖୁଲାସା କଲେ ଝିଅ ଜାହ୍ନବୀ କପୁର

ବଲିଉଡ୍‌ର ଜଣାଶୁଣା ଫିଲ୍ମ ପ୍ରଡ୍ୟୁସର ତଥା ଜାହ୍ନବୀ ଓ ଖୁସି କପୁରଙ୍କ ବାପା ବୋନି କପୁର ଏବେ ଆକ୍ଟିଂ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ଲଭ୍‌ ରଞ୍ଜନଙ୍କ ଫିଲ୍ମରୁ ବଲିଉଡ୍‌ ଡେବ୍ୟୁ କରିବେ। ଅନେକ କଳାକାରଙ୍କୁ କ୍ୟାମେରା ସାମ୍ନାରେ ଆକ୍ଟିଂ ଶିଖାଇଥିବା ବୋନି ଏବେ ନିଜେ…

ପୁଣି ଉଦୟପୁର ଭଳି ମାମଲା! ମୋବାଇଲରେ ନୁପୂର ଶର୍ମାଙ୍କ ଭିଡିଓ ଦେଖୁଥିଲେ ଯୁବକ; ଛୁରୀ ଭୁସି ମରଣାନ୍ତକ ଆକ୍ରମଣ କଲେ ୫…

ରାଜସ୍ଥାନର ଉଦୟପୁର ଭଳି ମାମଲା ଏବେ ବିହାରର ସୀତାମଢ଼ିରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ନୁପୂର ଶର୍ମାଙ୍କ ଭିଡିଓ ଦେଖିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଯାଇଛି। ବର୍ତ୍ତମାନ ସେ…

ଆତ୍ମହତ୍ୟା କଲେ ଲୋକପ୍ରିୟ ମଡେଲ ପୂଜା ସରକାର; ବୟଫ୍ରେଣ୍ଡଙ୍କ ସହ ଫୋନ୍‌ରେ କଥା ହେବା ପରେ ପଙ୍ଖାରେ ଝୁଲି ପଡ଼ିଲେ

କୋଲକାତାରେ ମଡେଲ ଏବଂ ଅଭିନେତ୍ରୀମାନଙ୍କ ଆତ୍ମହତ୍ୟା ଘଟଣା ଥମିବାର ନାମ ନେଉ ନାହିଁ। ଗତ କିଛି ମାସ ଭିତରେ ଅନେକ ମଡେଲ ନିଜ ଜୀବନ ହାରି ସାରିଲେଣି। ଆଉ ଏବେ ପୁଣି ଜଣେ ମଡେଲ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି। ସୂଚନା ମୁତାବକ, କୋଲକାତାର ଜଣାଶୁଣା ମଡେଲ ପୂଜା ସରକାର ଆତ୍ମହତ୍ୟା…

ଖାଦ୍ୟ ତୈଳ ମୂଲ୍ୟରେ ବୃହତ୍‌ ହ୍ରାସ! ଅଦାନୀ କମ୍ପାନୀ ଲିଟର ପିଛା କମାଇଲା ୩୦ ଟଙ୍କା

ମହଙ୍ଗା ବଜାରରେ ନାନା ହିନସ୍ତା ଭୋଗୁଥିବା ଜନସାଧାରଣଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବାକୁ ଯାଉଛି। ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ ‘ଅଦାନୀ ଓ୍ଵିଲ୍‌ମର’ ଖାଦ୍ୟ ତୈଳ ମୂଲ୍ୟ ହ୍ରାସ କରିଛି। କମ୍ପାନୀ ଏହାର ଦାମ୍‌ ଲିଟର ପିଛା ୩୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛି। ବିଶ୍ୱ…

ଇଂଲଣ୍ଡର କିମ୍ବଦନ୍ତୀ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ସନ୍ନ୍ୟାସ ଘୋଷଣା, ଏହି କାରଣରୁ ଆଉ ଖେଳିବେ ନାହିଁ ଦିନିକିଆ…

ଇଂଲଣ୍ଡର କିମ୍ବଦନ୍ତୀ ଅଲ୍‌ରାଉଣ୍ଡର ଖେଳାଳି ବେନ୍‌ ଷ୍ଟୋକ୍ସ ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ନିଜ ଦିନିକିଆ କ୍ୟାରିୟର ସମୟରେ ଅନେକ ସ୍ମରଣୀୟ ଇନିଂସ୍‌ ଖେଳିଛନ୍ତି। ଷ୍ଟୋକ୍ସ ଦିନିକିଆ ମ୍ୟାଚ୍‌ରେ ୩ ଶତକ ଏବଂ ୨୧ ଅର୍ଦ୍ଧଶତକ ହାସଲ କରିବା ସହିତ ୭୪ ଓ୍ଵିକେଟ୍‌…

ଦିଲ୍ଲୀ: ନିଜର ୩ ସାଥୀଙ୍କୁ ଗୁଳି କଲେ ସିକ୍କିମ୍‌ ପୋଲିସର ଯବାନ, ୨ ମୃତ

ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଏଠାରେ ହାଇଦରପୁର ପ୍ଲାଣ୍ଟରେ ସିକ୍କିମ୍‌ ପୋଲିସର ଜଣେ ଯବାନ ନିଜର ୩ ସାଥୀ ଯବାନଙ୍କୁ ଗୁଳି କରିଛନ୍ତି। ଏଥିରେ ୨ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଘଟଣାରେ ଆହତ ହୋଇଥିବା ଯବାନଙ୍କୁ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ବିଲ୍‌ ଆସିଲା ୮୦,୦୦୦ ଟଙ୍କା! ଚିନ୍ତାରେ ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ୍‌ ଟାଓ୍ଵାର ଉପରେ ଚଢ଼ିଗଲେ ବ୍ୟକ୍ତି; ଆଉ ତା’…

ବେଳେବେଳେ ଘରର ବିଦ୍ୟୁତ୍‌ ବିଲ୍‌ ଏତେ ଅଧିକ ଆସି ଯାଇଥାଏ ଯେ ଉପଭୋକ୍ତାମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି। ବିଲ୍‌ କିଭଳି ଭାବେ ଭରଣା କରିବେ, ସେ ନେଇ ଚିନ୍ତିତ ହୋଇ ପଡ଼ନ୍ତି। ମୁଣ୍ଡକୁ କିଛି ବୁଦ୍ଧି ବାଟ ଦିଶି ନ ଥାଏ। ଏବେ ଠିକ୍‌ ଏମିତି ହିଁ ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର କୌଶାମ୍ବି…

UPHESC: ୯୧୭ ଆସିଷ୍ଟାଣ୍ଟ ପ୍ରଫେସର ପଦରେ ବାହାରିଲା ନିଯୁକ୍ତି, ଅଗଷ୍ଟ ୭ ସୁଦ୍ଧା କରନ୍ତୁ ଆବେଦନ; ଜାଣନ୍ତୁ ଶିକ୍ଷାଗତ…

ଉତ୍ତର ପ୍ରଦେଶ ଉଚ୍ଚତ୍ତର ଶିକ୍ଷା ସେବା ଆୟୋଗ (Uttar Pradesh Higher Education Services Commission) ବିଭିନ୍ନ ବିଷୟର ଆସିଷ୍ଟାଣ୍ଟ ପ୍ରଫେସର ପଦରେ ନିଯୁକ୍ତି ବାହାର କରିଛି। ଏହି ପଦଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ଆଶାୟୀମାନେ ଅଫିସିଆଲ େଓ୍ଵବ୍‌ସାଇଟ uphesc.org…

ଶାଶୁକୁ ହତ୍ୟା କରିବା ପାଇଁ ବୋହୂକୁ ସୁପାରୀ ଦେଲା ଶ୍ୱଶୁର! ଦ୍ୱିତୀୟ ବିବାହ ନିଶା ଉଜାଡ଼ି ଦେଲା ସଂସାର

ମଧ୍ୟ ପ୍ରଦେଶର ରେଓ୍ଵା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା ପାଇଁ ବୋହୂକୁ ସୁପାରି ଦେଇଛନ୍ତି। ଏବେ ଏହି ଘଟଣାରେ ପୋଲିସ ୨୫ ବର୍ଷୀୟା ବୋହୂ କାଞ୍ଚନ ଓ ୫୧ ବର୍ଷୀୟ ଶ୍ୱଶୁର ବାଲ୍ମୀକି କୋଲଙ୍କୁ ଗିରଫ କରିଛି। ପୋଲିସ ସୂଚନା…

‘ଲୋଭୀ’ ଡାକିବାରୁ ଟ୍ରୋଲର୍ସଙ୍କ ଉପରେ ରାଗିଗଲେ ସୁସ୍ମିତା ସେନ୍‌! କହିଲେ, ଏମିତି ମାନସିକତା ରଖୁଥିବା ଲୋକ…

ସୁସ୍ମିତା ସେନ୍‌ ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଏବଂ ଆଇପିଏଲ୍‌ ଫାଉଣ୍ଡର ଲଲିତ୍‌ ମୋଦିଙ୍କ ଫଟୋ ସୋସିଆଲ ମିଡିଆରେ ଯେବେଠାରୁ ଭାଇରାଲ ହେଲାଣି, ସେବେଠାରୁ ଲୋକଙ୍କ ମନରେ ଅନେକ ପ୍ରକାର ପ୍ରଶ୍ନ ଉଠିବାରେ ଲାଗିଛି। ଏହାରି…