Below header

‘ମାଛ ନିଅ…ମାଛ ନିଅ’ ଡାକରେ ଆଉ କମ୍ପୁନି ଗାଁ ଦାଣ୍ଡ, ଗଳା କର୍କଟରେ ଯନ୍ତ୍ରଣା ଭୋଗୁଛନ୍ତି କେନାରାମ

ଗାଁ ଗାଁ ବୁଲି ମାଛ ବିକୁଥିଲେ କେନାରାମ ମଣ୍ଡଳ। ମାଛ ନିଅ… ମାଛ ନିଅ… ଡାକରେ କମ୍ପି ଉଠୁଥିଲା ଗାଁ ଦାଣ୍ଡ। ଆଉ ତାଙ୍କ ଡାକ ଶୁଣି ଘରୁ ବାହାରି ଆସୁଥିଲେ ଗରାଖ। ହେଲେ ଦୀର୍ଘ ୮ ମାସ ହେବ ଶୁଣିବାକୁ ମିଳୁନି କେନାରାମଙ୍କର ସେହି ସ୍ନେହଭରା ଡାକ। ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ଅନ୍ତର୍ଗତ…

ଭାରତୀୟ ସେନାର ବଡ଼ ଘୋଷଣା: ଏବେ ସହିଦଙ୍କ ପରିବାର ସଦସ୍ୟ ବି ପିନ୍ଧିପାରିବେ ବୀରତା ପଦକ

ଦେଶ ପାଇଁ ସହିଦ ହୋଇଥିବା ଭାରତୀୟ ସେନାର ଯବାନ ଏବଂ ଅଫିସରମାନଙ୍କ ବୀରତା ପଦକ ଏବେ ପରିବାର ସଦସ୍ୟ ବି ପିନ୍ଧି ପାରିବେ। ଏ ନେଇ ଭାରତୀୟ ସେନା ଏକ ବଡ଼ ଘୋଷଣା କରିଛି। ତେବେ କିଛି ବିଶେଷ ମୁହୂର୍ତ୍ତ ଅବସରରେ ସେମାନେ ଏହି ବୀରତା ପଦକ ପିନ୍ଧିପାରିବେ। ପୂର୍ବରୁ ସହିଦଙ୍କ ପଦକକୁ କୌଣସି ବି…

ତେଜ ପ୍ରତାପ ଯାଦବ ଧାରଣ କଲେ ଭଗବାନ ଶିବଙ୍କ ରୂପ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତଥା ବିହାରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ଭଗବାନ ଶିବଙ୍କ ରୂପ ଧାରଣ କରି ପାଟଣାର ଏକ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏମିତି ସରସ୍ବତୀ ପୂଜା ଅବସରରେ ମଧ୍ୟ ସେ ଅଲଗା ବେଶରେ ନଜର ଆସିଥିଲେ। ମକର ସଂକ୍ରାନ୍ତି ଦିନ ତେଜ ପ୍ରତାପ…

ଜେଏନୟୁରେ ରାଗିଙ୍ଗ: କୁହାଗଲା, ‘ବିହାରୀ ତୁମେ?’, ହଁ କହିବାରୁ କାନ ଧରେଇ କରାଇଲେ ଉଠ୍ ବସ୍

ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ(ଜେଏନୟୁ)ର ଜଣେ ବିଏ ପ୍ରଥମ ବର୍ଷର ଛାତ୍ରଙ୍କୁ ରାଗିଙ୍ଗ ହୋଇଥିବା ନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଛାତ୍ର ଜଣକ ଟୁଇଟରରେ ମଧ୍ୟ ଏମଏଚଆରଡି ଏବଂ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଉଦ୍ଦେଶ୍ୟରେ ଅଭିଯୋଗ ଜଣାଇଛନ୍ତି। ଛାତ୍ରଙ୍କ କହିବାନୁଯାୟୀ, ଜଣେ…

ରକ୍ଷା ବନ୍ଧନ: ଏଥର ‘ରାଖି’ରେ ଭଉଣୀକୁ ଏହି ଖାସ୍ ଉପହାର ଦେଇ କରନ୍ତୁ ସରପ୍ରାଇଜ୍

ରକ୍ଷା ବନ୍ଧନ ବା ରାଖି ପୂର୍ଣ୍ଣିମା ହେଉଛି ଭାଇ ଭଉଣୀଙ୍କର ଏକ ଖାସ୍ ପର୍ବ, ଯାହାର ଅପେକ୍ଷା ପୂରା ବର୍ଷ ରହିଥାଏ। ଗିଫ୍ଟ ଦୋକାନଠାରୁ ଆରମ୍ଭ କରି ଚକୋଲେଟ, କେକ୍, କୁକିଜ୍ ଓ ମିଠା ଦୋକାନ ପର୍ଯ୍ୟନ୍ତ, ସବୁଠି ଲାଗେ ଗହଳି ଚହଳି। ରାଖି ପୂର୍ଣ୍ଣିମା ଭଳି ଦିନରେ ଭଉଣୀକୁ ସବୁବେଳେ ଭାଇଠାରୁ…

ବଲିଉଡ୍‌ ଧୁନ୍‌ରେ ନାଚିଲେ ଆମେରିକା ମହିଳା ଟେନିସ୍‌ ଖେଳାଳି, ଭିଡିଓ ଭାଇରାଲ ପରେ ସାନିଆ ମିର୍ଜା କଲେ ଟୁଇଟ୍‌

ୱିମ୍ବଲଡନ ୨୦୧୯ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ଆମେରିକୀୟ ଟେନିସ୍ ଖେଳାଳି ଏଲିସନ୍ ରିକ୍ସେ ସ୍ବାମୀ ଷ୍ଟିଫେନ୍ ଅମୃତରାଜଙ୍କ ସହ ନିଜ ବାହାଘରରେ ନୃତ୍ୟ କରୁଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ତେବେ ସବୁଠାରୁ ଖାସ୍ କଥା ହେଉଛି, ଏହି ଭିଡିଓରେ ଉଭୟ ବଲିଉଡ ଟ୍ରାକରେ ଡ୍ୟାନ୍ସ…

ଘରେ ହିଁ ଫଟାଫଟ ବନାନ୍ତୁ ଏଗଲେସ୍ ମାୟୋନିଜ୍, ଖାଇଲେ ପାଟିରୁ ଛାଡ଼ିବନି

ବର୍ଗର, ସ୍ୟାଣ୍ଡିୱିଚ୍, ସାଲାଡ୍ ଆଦିକୁ ଆହୁରି ସ୍ବାଦିଷ୍ଟ କରିଥାଏ ମାୟୋନିଜ୍। ଆଜିକାଲି ଅନେକଙ୍କ ଘରେ ବହୁତ କିଛି ଜିନିଷ ବନାଇବା ପାଇଁ ମାୟୋନିଜର ଆବଶ୍ୟକତା ପଡ଼ିଥାଏ। ତେବେ ଆପଣଙ୍କୁ ଏହା ଜାଣି ଆଶ୍ଚର‌୍ୟ୍ୟ ହେବ ଯେ ଆପଣ ଚାହିଁଲେ ଏହାକୁ ଘରେ ହିଁ ବନାଇ ପାରିବେ। ଆଉ ତାହା ବି ଏଗଲେସ୍।…

ସକାଳୁ ଧିମା ଚାଲୁଛି ଏସବିଆଇ ‘ୟୋନୋ’ ଆପ୍, ହୋଇପାରୁନି ନେଟ୍ ବ୍ୟାଙ୍କିଙ୍ଗ୍, ୟୁଜର୍ସ ନିରାଶ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)ର ମୋବାଇଲ୍ ଆପ୍ ‘ୟୋନୋ’ ଏବଂ ୱେବ୍ ପୋର୍ଟାଲ ଦୁଇଟି ଯାକ ସୋମବାର ସକାଳୁ ହିଁ ଧିମା ଚାଲୁଛି। ଏଥିଯୋଗୁ କେତେଜଣ ଉପଭୋକ୍ତା ନେଟ୍ ବ୍ୟାଙ୍କିଙ୍ଗ୍ ପାଇଁ ଆପ୍ ଏବଂ ପୋର୍ଟାଲରେ ଲଗ୍ ଇନ୍ କରିପାରୁ ନାହାନ୍ତି। ଏସବିଆଇର ୟୋନୋ ଆପ୍ ଡିଜିଟାଲ ସେବା ପ୍ରଦାନ…

ITR ଫାଇଲ୍ କରିବାର ଶେଷ ତାରିଖ ପାଖେଇ ଆସିଲାଣି, ଜାଣି ନିଅନ୍ତୁ ଆପଣଙ୍କ ପ୍ୟାନ୍ କାର୍ଡ ରଦ୍ଦ ହୋଇନି ତ?

ଆଇଟିଆର୍ ଦାଖଲ କରିବାର ଶେଷ ତାରିଖ ପାଖେଇ ଆସୁଛି। ଯଦି ଆପଣ ଏ ପର୍ଯ୍ୟନ୍ତ ଆୟକର ରିଟର୍ଣ୍ଣ ଫାଇଲ୍ କରି ନାହାନ୍ତି, ତା’ହେଲେ ଜୁଲାଇ ୩୧ ତାରିଖ ପୂର୍ବରୁ କରେଇ ନିଅନ୍ତୁ। ସମୟ ସୀମା ପରେ ଆଇଟିଆର୍ ଫାଇଲ୍ କଲେ ଜରିମାନା ଲାଗିବ। କରଦାତାଙ୍କୁ ଭାରମୁକ୍ତ କରିବା ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ…

ଶ୍ରାବଣ ମାସ: କାଉଡିଆଙ୍କ ମଧ୍ୟରେ ମୋଦି-ଯୋଗୀ ଟି-ଶାର୍ଟର ଧୁମ୍, ଜାଣନ୍ତୁ କେଉଁଠି ବେଶି ଡିମାଣ୍ଡ

ଆରମ୍ଭ ହୋଇଗଲାଣି ଶ୍ରାବଣ ମାସ। ଶିବ ଭକ୍ତମାନେ ପାଣି ଭାର ନେଇ ଭୋଳାବାବାଙ୍କ ପାଖକୁ ବାହାରି ପଡ଼ିଲେଣି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କାଉଡ଼ିଆଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ଖାସ୍ କଥା ହେଉଛି ଏଥର କାଉଡ଼ିଆମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ…

ସୋସିଆଲ ଇଞ୍ଜିନିୟରିଂ ହ୍ୟାକିଙ୍ଗକୁ ନେଇ ସତର୍କ ଜାରି କଲା ଗୃହ ମନ୍ତ୍ରଣାଳୟ, ସରକାରୀ ଅଧିକାରୀଙ୍କୁ ଦେଲା ଏହି…

ଗୃହ ମନ୍ତ୍ରଣାଳୟ ସୋସିଆଲ ଇଞ୍ଜିନିୟରିଂ ସାଇବର ଆଟାକକୁ ନେଇ ସରକାରୀ ଅଧିକାରୀମାନଙ୍କୁ ସତର୍କ କରିଛି। ଏହାସହ କ’ଣ କରାଯିବ ଏବଂ କ’ଣ ନ କରାଯିବ, ସେ ନେଇ ମଧ୍ୟ ବିସ୍ତୃତ ଭାବେ ଅବଗତ କରାଇଛି। ମନ୍ତ୍ରଣାଳୟ ନିଜ ଆଦେଶରେ କହିଛି ଯେ ଗୁପ୍ତ ଭାବେ ସରକାରୀ ତଥ୍ୟ ବାହାର କରିବା ପାଇଁ ସରକାରୀ…

ଫେରାଇ ପାରିଲେନି ମଡେଲଙ୍କ ଟଙ୍କା, ଅଭିନେତ୍ରୀ କୋଏନା ମିତ୍ରାଙ୍କୁ କୋର୍ଟ ଦେଲେ ୬ ମାସର ଜେଲ ଦଣ୍ଡାଦେଶ

ବଲିଉଡ ଅଭିନେତ୍ରୀ କୋଏନା ମିତ୍ରା, ଯିଏ କି କିଛିଦିନ ତଳେ ‘ଓ ସାକି ସାକି ରେ’ ରିମେକ ଗୀତକୁ ନେଇ ଚର୍ଚ୍ଚାକୁ ଆସିଥିଲେ, ଏବେ ପୁଣିଥରେ ଅନ୍ୟ ଏକ କାରଣକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କେଏନାଙ୍କୁ ଚେକ୍ ବାଉନ୍ସିଂ ମାମଲାରେ ମୁମ୍ବାଇ ଅନ୍ଧେରୀ ମହାନଗର ମାଜିଷ୍ଟେଟ୍ କୋର୍ଟ ଦୋଷୀ…