ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ, ପିକେଟିଂ କରି ରାସ୍ତା ଅବରୋଧ କରିବା ସହ କରାଯାଇଛି…

ଭୁବନେଶ୍ବର: ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା । ସକାଳ ୭ରୁ ଦିନ ଗୋଟାଏ ଯାଏ ବନ୍ଦ ପାଳନ କରୁଛି କଂଗ୍ରେସ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସ କର୍ମୀମାନେ ପିକେଟିଂ କରି ରାସ୍ତା ଅବରୋଧ କରିବା…

ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ପରିଚାଳନା କମିଟି ବୈଠକ, ଐତିହ୍ୟ କରିଡର ଓ ସୁରକ୍ଷା ଜୋନ୍‌ ଯୋଜନାର ଚୂଡାନ୍ତ…

ପୁରୀ: ଆଜି ବସିବ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପରିଚାଳନା କମିଟି ବୈଠକ । ଗଜପତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବୈଠକରେ ଶ୍ରୀମନ୍ଦିର ଚତୁପାର୍ଶ୍ୱ ଐତିହ୍ୟ କରିଡର ଓ ସୁରକ୍ଷା ଜୋନ୍‌ ଯୋଜନାର ଚୂଡାନ୍ତ ପ୍ଲାନକୁ ଅନୁମୋଦନ କରାଯିବ । କାର୍ଯ୍ୟକାରିତାକୁ ନେଇ ହେବ ସବିଶେଷ ଆଲୋଚନା ।…

ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍‌ କୋଭିଡ୍‌ ଟିକାକରଣ

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଦିଆଯିବ ଦ୍ୱିତୀୟ ଡୋଜ୍‌ କୋଭିଡ୍‌ ଟିକା । ଜାନୁୟାରୀ ୧୬ ପ୍ରଥମ ପର୍ଯ୍ୟାୟରେ ଟିକା ନେଇଥିବା ସ୍ୱାସ୍ଥ୍ୟକର୍ମୀ ଆଜି ଦ୍ୱିତୀୟ ଡୋଜ୍‌ ନେବେ । ପ୍ରଥମ ଡୋଜ୍‌ ନେବାର ୨୮ ଦିନ ପରେ ଆଜି ଦ୍ୱିତୀୟ ଡୋଜ୍‌ ଦିଆଯିବ । ସେପଟେ ଶନିବାର ସୁଦ୍ଧା ସମସ୍ତ…

କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କର ଚାଲିଛି କାରଣ ଖୋଜା, ଭବାନୀପାଟଣାରେ ପହଁଚିଲେ ଭୁବନେଶ୍ୱର OUATର ଏକ…

କଳାହାଣ୍ଡି : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ରେ ହାତୀ ମଡ଼କର ଚାଲିଛି କାରଣ ଖୋଜା। ଭୁବନେଶ୍ୱର OUATର ଏକ ବିଶେଷଜ୍ଞ ଦଳ ଭବାନୀପାଟଣାରେ ପହଞ୍ଚିଛନ୍ତି। ୧୪ଦିନ ମଧ୍ୟରେ ୬ଟି ହାତୀର ମୃତ୍ୟୁ ଘଟିବା ପରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭୟାରଣ୍ୟର ଘୁଷୁରୀଗୁଡି ନାଳ…

ଜଗତସିଂହପୁର: ବାହାଘରରେ ମଦ୍ୟପ ଯୁବକର ଉନ୍ମତ୍ତକାଣ୍ଡ, ଲୋକଙ୍କୁ ପିଟି କଲା ଲହୁ ଲୁହାଣ

ଜଗତସିଂହପୁର : ବାହାଘରରେ ମଦ୍ୟପ ଯୁବକର ଉନ୍ମତ୍ତକାଣ୍ଡ । ଲୋକଙ୍କୁ ପିଟି କଲା ଲହୁ ଲୁହାଣ । ଜଗତସିଂହପୁର ଜିଲ୍ଲା ରାଢ଼ଙ୍ଗ ପଞ୍ଚାୟତର ପୂଜା କଳିଙ୍ଗ ଗାଁରେ ଘଟିଛି ଏହି ଘଟଣା । ଆକ୍ରମଣରେ ୫ ଜଣ ଆହତ ହୋଇଛନ୍ତି । ସଂପୃକ୍ତ ଯୁବକକୁ କାବୁ କରିଛି ରଘୁନାଥପୁର ଥାନା ପୋଲିସ । ଆହତଙ୍କୁ ଉଦ୍ଧାର…

ମୁଣ୍ଡବିହୀନ ମୃତଦେହ ଉଦ୍ଧାର ମାମଲା: ମିଳୁଛି ଅଧିକ ତଥ୍ୟ, କନ୍ଧମାଳ କଳିଙ୍ଗାରୁ ମୃତ ପୁଷ୍ପଲତାଙ୍କ ସ୍କୁଟିକୁ ଉଦ୍ଧାର…

ଭୁବନେଶ୍ୱର: ଭୁବନେଶ୍ୱରରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ମାମଲାରେ ମିଳୁଛି ଅଧିକ ତଥ୍ୟ ପ୍ରମାଣ । ମୃତ ପୁଷ୍ପଲତାଙ୍କ ସ୍କୁଟିକୁ ଉଦ୍ଧାର କରିଛି ପୋଲିସ । କନ୍ଧମାଳ କଳିଙ୍ଗାରୁ ଜବତ କରାଯାଇଛି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ସେଠାରେ ସମ୍ପର୍କୀୟଙ୍କ ଘରେ ସ୍କୁଟିକୁ ଲୁଚାଇ…

ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା, ରାଜଧାନୀର ବିଭିନ୍ନ ଛକରେ ବିକ୍ଷୋଭ

ଭୁବନେଶ୍ବର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା । ସକାଳ ୭ରୁ ଦିନ ଗୋଟାଏ ଯାଏ ବନ୍ଦ ପାଳନ କରୁଛି କଂଗ୍ରେସ । ତେବେ ରାଜଧାନୀର ବିଭିନ୍ନ ଛକରେ ବିକ୍ଷୋଭ କରୁଛି କଂଗ୍ରେସ। ଫଳରେ ରାଜଧାନୀରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଛି ଓ ଅଟକି…

ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୯ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୫୯ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୩୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ହଜାର ୧୦୧କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

ଝାରସୁଗୁଡ଼ାରେ ବିଜେପି ପକ୍ଷରୁ ୩ ଘଣ୍ଟିଆ ଚକାଜାମ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ୩ ଘଣ୍ଟିଆ ରାସ୍ତା ଅବରୋଧ । ଜାତୀୟ ରାଜପଥ ୪୯କୁ ଝାରସୁଗୁଡ଼ାର ପ୍ରସନ୍ନ ପଣ୍ଡା ଛକ ଓ ଲଖନପୁରର ପଞ୍ଚଗାଁଠାରେ ବିଜେପି କର୍ମୀମାନେ ଅବରୋଧ କରିଛନ୍ତି । ଚାଷୀ ଓ ଧାନ ବିକ୍ରି ସମସ୍ୟାର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବିରେ ସେମାନେ ଆନ୍ଦୋଳନ…

ହାବିଲଦାର ଏନ ଏନ ସୋରେନଙ୍କୁ ନେଇ ଚର୍ଚ୍ଚା: ଫାଇନ୍ ନକାଟି ମଦୁଆ ଡ୍ରାଇଭରଙ୍କ ସହିତ ତିନି ଶିଶୁଙ୍କୁ ଗାଡିରେ ବସାଇ…

କେନ୍ଦ୍ରାପଡା: ଖାକିର ମାନବିକତା । କେନ୍ଦ୍ରାପଡାର ପୋଲିସ କର୍ମଚାରୀ ଏନ ଏନ ସୋରେନଙ୍କୁ ନେଇ ଜିଲ୍ଲାରେ ଚର୍ଚ୍ଚା । ରାତିରେ ପାଟ୍ରୋଲିଂ ବେଳେ ଧରାପଡ଼ିଥିଲେ ଜଣେ ମଦୁଆ ଡ୍ରାଇଭର । ପ୍ରଚୁର ମାତ୍ରାରେ ମଦ ପିଇ ଗାଡ଼ି ଚଲାଉଥିଲେ ଡ୍ରାଇଭର । ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲେ । ପାଟ୍ରୋଲିଂ…

ଟାଟା କଂପାନୀରେ ନିଯୁକ୍ତି ନାଁରେ ଠକେଇ ମାମଲା: ରିମାଣ୍ଡରେ ନେଇ ପାଠକ ବାପ-ପୁଅଙ୍କ ଠାରୁ ସତ ଓଗାଳୁଛି ବ୍ରହ୍ମପୁର…

ବ୍ରହ୍ମପୁର: ରିମାଣ୍ଡରେ ନେଇ ପାଠକ ବାପ-ପୁଅଙ୍କ ଠାରୁ ସତ ଓଗାଳୁଛି ବ୍ରହ୍ମପୁର ପୋଲିସ । ଟାଟା କଂପାନୀରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କୁ ପଚରାଉଚରା କରିଛି ଗୋଳନ୍ଥରା ଥାନା ପୋଲିସ । ଜେରା ବେଳେ ସେମାନଙ୍କୁ ଅନେକ ତଥ୍ୟ ମିଳିଥିବା ସୂଚନା ମିଳିଛି ।…

କଟକ ଗୋପୀନାଥପୁର ବାଲି ଘାଟରୁ ଅଢେଇ ଫୁଟର ବୁଦ୍ଧ ମୂର୍ତ୍ତି ସହ ୨ଟି ଦାନ ବାକ୍ସ ଓ ପିତଳ ଶିବଲିଙ୍ଗ ଉଦ୍ଧାର

ନରସିଂହପୁର: କଟକ ବଡମ୍ବା ଥାନା ଗୋପୀନାଥପୁର ବାଲି ଘାଟରୁ ଠାକୁରଙ୍କ ମୂର୍ତ୍ତି ଉଦ୍ଧାର । ଅଲେଖ ବାବାଙ୍କ ଫୋଟୋ, ଠାକୁର ମୂର୍ତ୍ତି, ଆସବାବ ପତ୍ର ଉଦ୍ଧାର ହୋଇଛି । ଆଜି ସକାଳେ ସ୍ଥାନୀୟ ଯୁବକମାନେ ନଦୀକୁ ଗାଧୋଇବା ପାଇଁ ଯିବାବେଳେ ତାଙ୍କ ଗୋଡରେ ବାଜିଥିଲା । ସନ୍ଦେହ ହେବାରୁ ସେ ବାଲି…