ଝାରସୁଗୁଡ଼ାରେ ବିଜେପି ପକ୍ଷରୁ ୩ ଘଣ୍ଟିଆ ଚକାଜାମ୍

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବିଜେପି ପକ୍ଷରୁ ୩ ଘଣ୍ଟିଆ ରାସ୍ତା ଅବରୋଧ । ଜାତୀୟ ରାଜପଥ ୪୯କୁ ଝାରସୁଗୁଡ଼ାର ପ୍ରସନ୍ନ ପଣ୍ଡା ଛକ ଓ ଲଖନପୁରର ପଞ୍ଚଗାଁଠାରେ ବିଜେପି କର୍ମୀମାନେ ଅବରୋଧ କରିଛନ୍ତି ।

ଚାଷୀ ଓ ଧାନ ବିକ୍ରି ସମସ୍ୟାର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବିରେ ସେମାନେ ଆନ୍ଦୋଳନ କରିଛନ୍ତି । ଏଥିଯୋଗୁଁ ରାସ୍ତାରେ ଗାଡ଼ି ମୋଟର ଅଟକି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.