Below header

ଶୁକୃଳି ବ୍ଲକ ଅଞ୍ଚଳର ଅନେକ ଗାଁରୁ ଚୋରି, ପ୍ରାୟ ୩୦ରୁ ଉର୍ଦ୍ଧ୍ବ ସୋଲାର ଲାଇଟର ବାଟେରୀ କାଢି ନେଇଗଲେ ଦୁର୍ବୃତ୍ତ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ବଢୁଛି ଅପରାଧ। କିଛି ଦିନ ପୂର୍ବରୁ ବନ୍ଧୁକ ମୁନରେ ଖିଚିଂ ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଲୁଟ ପରେ ଗତରାତି ଶୁକୃଳି ବ୍ଲକ ଅଞ୍ଚଳର ଅନେକ ଗାଁରେ ବ୍ୟାପକ ଭାବେ ବାଟେରୀ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଶୁକୃଳି ବ୍ଲକ କଖାରୁପନ୍ନା,…

ଇଏ କି ନିୟମ : ଶାଶୁ ଓ ବଡ ନଣନ୍ଦଙ୍କ ସହ ଝଗଡା ହେବାରୁ ମହିଳାଙ୍କୁ ଜରିମାନା ସହ ସାମାଜିକ ବୈଠକରେ କରାଗଲା ଲଣ୍ଡା

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ପରୁଆଭାଡି ଗ୍ରାମରେ ପାରିବାରିକ ଗଣ୍ଡଗୋଳ ପରେ ସାମାଜିକ ବୈଠକରେ ମହିଳାଙ୍କୁ ୬ ହଜାର ଟଙ୍କା ଜରିମାନା ସହ କରାଗଲା ଲଣ୍ଡା । ଖବର ମୁତାବକ, ପାରୁଆଭାଡି ଗ୍ରାମର ଜନୈକା ମହିଳାଙ୍କ ସହିତ ତାଙ୍କ ଶାଶୁ ଓ ବଡ ନଣନ୍ଦଙ୍କ ଗଣ୍ଡଗୋଳ ହୋଇଥିଲା। ଏଥିରେ…

ସରିଲା ଜନଜାତି ଜୀବନର ମହାକୁମ୍ଭ ଭାବେ ପରିଚିତ ଆଦିବାସୀ ମେଳା

ଭୁବନେଶ୍ବର: ସରିଲା ଆଦିବାସୀ ଜନଜାତି ଜୀବନର ମହାକୁମ୍ଭ ଭାବେ ପରିଚିତ ଆଦିବାସୀ ମେଳା । ମେଳାରେ ଜନଜାତିର ସଂସ୍କୃତି ଓ ବିକାଶର ଚିତ୍ରକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଥିଲାା ଚଳିତ ବର୍ଷ ଆଦିବାସୀ ମେଳା ଦେଖିବାକୁ ଆସିଥିଲେ ଅଢେଇ ଲକ୍ଷରୁ ଅଧିକ। ପାଖାପାଖି ୨କୋଟି ଟଙ୍କାରୁ ଅଧିକ…

ଦୁର୍ଘଟଣାରେ ଆସାମରେ ବିହାର ୧୪ତମ ରେଜିମେଣ୍ଟରେ ସୁବେଦାର ଭାବେ କାର୍ଯ୍ୟ କରୁଥିବା କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ମୃତ୍ୟୁ,…

ବ୍ରହ୍ମପୁର: ଆସାମରେ ବିହାର ୧୪ତମ ରେଜିମେଣ୍ଟରେ ସୁବେଦାର ଭାବେ କାର୍ଯ୍ୟ କରୁଥିବା କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଯାହାକୁ ନେଇ ଜନ୍ମ ମାଟି ଗଂଜାମ ଜିଲ୍ଲାର ଚିକିଟିରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗତକାଲି ସଂଧ୍ୟାରେ ତାଙ୍କ ପାର୍ଥିବ ଶରୀର…

ରାଉରକେଲା ଡିଲକ୍ସ ହୋଟେଲ ଲେନ୍‌ରେ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ହୋଟେଲ ମାଲିକ ମୃତ

ରାଉରକେଲା: ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ହୋଟେଲ ମାଲିକ ମୃତ । ରାଉରକେଲା ଡିଲକ୍ସ ହୋଟେଲ ଲେନ୍‌ରେ ଜଣେ ହୋଟେଲ ବ୍ୟବସାୟୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ମୃତକ ହେଲେ ସଜନ ମିତ୍ତଲ । ସଜନ କାମ ସାରି ଘରକୁ ଫେରୁଥିବା ବେଳେ ଘର ସାମ୍ନାରେ ଜଗିଥିବା କିଛି ଦୃବୁର୍ତ୍ତ ତାଙ୍କ…

ଶ୍ରୀମନ୍ଦିର ଚାରିପାଖ ୭୫ ମିଟର ଐତିହ୍ୟ କରିଡର ସଂପର୍କରେ ଆଜି ଜନ ଶୁଣାଣି

ପୁରୀ: ଶ୍ରୀମନ୍ଦିର ଚାରିପାଖ ୭୫ ମିଟର ଐତିହ୍ୟ କରିଡର ସଂପର୍କରେ ଆଜି ଜନ ଶୁଣାଣି ହେବ । ପୁନର୍ବାସ ଓ ଥଇଥାନ ଯୋଜନା ସଂପର୍କରେ କ୍ଷତିଗ୍ରସ୍ତ ହେବାକୁ ଥିବା ଜମି ମାଲିକ ଓ ବ୍ୟବସାୟୀ ସେମାନଙ୍କ ମତ ରଖିବେ । ନୀଳାଦ୍ରି ଭକ୍ତ ନିବାସରେ ଶୁଣାଣି ହେବ । ଅଧିକାଂଶ ଘର ମାଲିକ ଆପୋସ ଆଲୋଚନା…

ମୟୁରଭଞ୍ଜ ଶୁକୃଳି ବଜାରରୁ ୮ ବର୍ଷର ଶିଶୁ ନିଖୋଜ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

କରଞ୍ଜିଆ : ଦିନକୁ ଦିନ ଓଡ଼ିଶାର ଶିଶୁ ନିଖୋଜ ସଂଖ୍ୟା ବୃଦ୍ଧି ପାଉଛି । ଦୁଇ ଦିନ ତଳେ ଦିନ ସମୟରେ ମୟୁରଭଞ୍ଜ ଜିଲ୍ଲାର ଶୁକୃଲି ବଜାରରୁ ଜଣେ ଫେରିବାଲା ଛୁଆ ଚୋରି କରିଥିବା ଅଭିଯୋଗ ଆସିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଶୁକୃଳି ବଜାରରୁ ଜଣେ ୮ ବର୍ଷର ଶିଶୁ ନିଖୋଜ।…

ଭଦ୍ରକ ଡାହାଣୀଗଡିଆ ଛକ ନିକଟ ହରିଶଙ୍କର ଗ୍ୟାରେଜ ନିକଟରେ ଭୟାବହ ଅଗ୍ନିକାଣ୍ଡ: ୪ଟି ବସ୍‌ ଓ ଗୋଟିଏ ସ୍କୋର୍ପିଓ…

ଭଦ୍ରକ: ହୁତୁ ହୁତୁ ହୋଇ ଜଳିଗଲା ୪ଟି ବସ୍‌ ଓ ଗୋଟିଏ ସ୍କୋର୍ପିଓ । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଡାହାଣୀଗଡିଆ ଛକ ନିକଟ ହରିଶଙ୍କର ଗ୍ୟାରେଜ ନିକଟରେ ନିଆଁ ଲାଗି ୪ଟି ବସ୍‌ ଓ ଗୋଟିଏ ସ୍କୋର୍ପିଓ ଜଳିପୋଡି ନଷ୍ଟ ହୋଇଛି । ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହୀନୀକୁ ଖବର…

ଲଭ୍‌,ସେକ୍ସ ଓ ଧୋକା: ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ ତାପରେ ଶାରୀରିକ ସମ୍ପର୍କ, ବାହା ହେବାକୁ ଜିଦ୍ ଧରି ଏବେ…

ଜଳେଶ୍ବର: ଗତକାଲି ଥିଲା ଭାଲେଣ୍ଟାଇନ୍‌ ଓ୍ଵିକ୍‌ର ପ୍ରୋପୋଜ ଡେ । ତେବେ ପ୍ରେମ ବଦଳରେ ପ୍ରତାରଣା ପାଇଲେ ପ୍ରେମିକା। ଫେସବୁକରୁ ଆରମ୍ଭ ହୋଇ ଥିଲା ବନ୍ଧୁତା। ବନ୍ଧୁତାରୁ ସୃଷ୍ଟି ହେଲା ପ୍ରେମ। ଉଭୟଙ୍କ ମଧ୍ଯରେ ଦୀର୍ଘ ଦୁଇ ବର୍ଷ ଧରି ଗଢି ଉଠିଥିଲା ନିବିଡ ସମ୍ପର୍କ। ପରେ ପ୍ରେମିକ ଜଣକ…

ଆସନ୍ତା ୧୫ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ

ଭୁବନେଶ୍ବର: ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ। ସକାଳ ୭ରୁ ଦିନ ୧ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି। ତୈଳଦର ବୃଦ୍ଧି, କୋଟିଆ ଓ ମହାନଦୀ ପ୍ରସଙ୍ଗକୁ ନେଇ ଦଳ ପକ୍ଷରୁ ବନ୍ଦ କରାଯିବ। ଏହା ସହ ମାହାଙ୍ଗାରେ ରାଜନୈତିକ ହତ୍ୟାକାଣ୍ଡକୁ ମଧ୍ୟ ପ୍ରସଙ୍ଗ କରିଛି ରାଜ୍ୟ…

ବାଲେଶ୍ୱର: ଯୁବକଙ୍କୁ ହତ୍ୟା କରି ବାଲିରେ ପୋତିବା ଘଟଣା, ୫ ଅଭିଯୁକ୍ତ ଗିରଫ

ବାଲେଶ୍ୱର: ଯୁବକଙ୍କୁ ହତ୍ୟା କରି ବାଲିରେ ପୋତିବା ଘଟଣାରେ ୫ ଅଭିଯୁକ୍ତ ଗିରଫ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲେଶ୍ୱର ଖନ୍ତାପଡ଼ା ପୋଲିସ୍‌ । ଓସଙ୍ଗ ଗାଁର ଜୟନ୍ତ ମଲ୍ଲିକଙ୍କ ଜଣେ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିବା ଅଭିଯୋଗରେ ହତ୍ୟା କରି ସମୁଦ୍ର ବାଲିରେ…

ନବରଙ୍ଗପୁର ଉପ କାରଗାରରେ ସଜା କାଟୁଥିବା ବିଚାରଧୀନ କଏଦୀଙ୍କ ମୃତ୍ୟୁ

ନବରଙ୍ଗପୁର: ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତକ ହେଲେ କୋଡିଙ୍ଗା ଥାନା ଦଶାପାଇ ଗାଁର ରାମଧର ଭତରା । ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନବରଙ୍ଗପୁର ଉପ କାରଗାରରେ ସଜା କାଟୁଥିଲେ । କିଛିଦିନ ହେବ ତାଙ୍କ ଦେହ ଭଲ ରହୁ ନଥିଲା । ଗତକାଲି ତାଙ୍କ ଦେହ ଖରାପ ହେବା ପରେ ତାଙ୍କୁ କୋରାପୁଟ…