ଆଜି ଚାଷୀଙ୍କ ପକ୍ଷରୁ ଦେଶବ୍ୟାପୀ ରାସ୍ତା ଅବରୋଧ: ଦିନ ୧୨ ଟାରୁ ୩ଟା ପର୍ଯ୍ୟନ୍ତ କରାଯିବ ଚକା ଜାମ୍‌

କେନ୍ଯୁଜ୍: ଆଜି ଚାଷୀଙ୍କ ୩ ଘଣ୍ଟିଆ ଚକା ଜାମ୍‌ । ଦିନ ୧୨ ଟାରୁ ୩ଟା ପର୍ଯ୍ୟନ୍ତ ଚକାଜାମ୍‌ କରାଯିବ । ଦେଶବ୍ୟାପୀ ରାସ୍ତା ଅବରୋଧ କରିବେ ଚାଷୀ । ଦିଲ୍ଲୀରେ ରାସ୍ତା ଅବରୋଧ ହେବ ନାହିଁ । ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ରାସ୍ତା ଅବରୋଧ କରିବେନି ଚାଷୀ । ଯେକୌଣସି ସମୟରେ ଏହି ଦୁଇ…

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ ମାମଲା: ମୃତଦେହକୁ ବୁଦା ମୂଳରେ ଫିଙ୍ଗିବା ପରେ ବାୟୋଟେକ୍‌ ପାର୍କରେ ହାତ ଧୋଇଥିଲା…

ଭୁବନେଶ୍ବର: ଗୁମର ଖୋଲିବ ବାୟୋଟେକ୍‌ ପାର୍କ। ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ ମାମଲାର ତନାଘନା ତଦନ୍ତ ଜାରି ରହିଥିବା ବେଳେ ପାଖରେ ଥିବା ବାୟୋଟେକ୍‌ ପାର୍କରୁ ଗୁମର ଖୋଲିବ । ମୃତଦେହକୁ ବୁଦା ମୂଳରେ ଫିଙ୍ଗିବା ପରେ ବାୟୋଟେକ୍‌ ପାର୍କରେ ଥିବା ପାଣି ଟ୍ୟାପ୍‌ରେ ଅଭିଯୁକ୍ତ ହାତ ଧୋଇଥିଲେ ।…

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ, ପଞ୍ଜୀକୃତ ହୋଇଛି ପାଖାପାଖି ୨୦ ହଜାର ନାମ

ଭୁବନେଶ୍ବର:  ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ । ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣକୁ ନେଇ ବିଏମସ କମିଶନରଙ୍କ ପ୍ରତିକ୍ରିୟା ରଖିଛନ୍ତି। ଗୃହ , ନଗର ଉନ୍ନୟନ ବିଭାଗ ଏବଂ ରାଜସ୍ୱ ବିଭାର ସମ୍ମୁଖ ଯୋଦ୍ଧାମାନଙ୍କୁ ଏହି ଟିକାକରଣରେ ସାମିଲ କରାଯିବ ବୋଲି…

କୋରାପୁଟ କୋଟିଆରେ ୧୮ କୋଟିର ବିିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ: କୋରାପୁଟ ଜିଲ୍ଲାର ପଟାଙ୍ଗି ଅଞ୍ଚଳର କୋଟିଆ ପଞ୍ଚାୟତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ କୋଟିଆ ପାଇଁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ୫ କୋଟି ଟଙ୍କାର High…

BSF ଯବାନଙ୍କୁ ବଡ଼ ସଫଳତା: ମାଓବାଦୀମାନେ ଜଙ୍ଗଲ ଭିତରେ ଗର୍ତ୍ତ କରି ଡ୍ରମରେ ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି: BSF ଯବାନଙ୍କୁ ବଡ଼ ସଫଳତା। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ପିପଲପଦର ଜଙ୍ଗଲରୁ ବିପୁଳ ପରିମାଣର ବିସ୍ଫୋରକ ଠାବ । ମାଓବାଦୀମାନେ ଜଙ୍ଗଲରେ ଏକ ବିରାଟ ଗର୍ତ୍ତ କରି ଡ୍ରମରେ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲେ । ଅପରେସନ ବେଳେ ବିଏସଏଫ ଯବାନ ଏହାକୁ ଠାବ କରିଥିଲେ ।…

ଆଜି ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୭ ଜଣ କରୋନା ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୯୭ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୫୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ହଜାର୪୬୬କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି…

ନ୍ୟାୟ ପାଇଁ ଭଦ୍ରକ ଏସପି ଅଫିସ ଆଗରେ ମାଆ ଓ ପୁଅଙ୍କ ଆତ୍ମାହୂତି ଉଦ୍ୟମ

ଭଦ୍ରକ: ନ୍ୟାୟ ପାଇଁ ଭଦ୍ରକ ଏସ୍‌ପିଙ୍କ ଅଫିସ ଆଗରେ ଆତ୍ମାହୂତି ଉଦ୍ୟମ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବେଲଦା ଗାଁର ଜ୍ୟୋତ୍ସ୍ନାରାଣୀ ପାତ୍ର ଓ ପୁଅ ପଞ୍ଚାନନ ପାତ୍ର ଜମିଜମା ବିବାଦ ମାମଲାରେ କୋର୍ଟରୁ ଡିକ୍ରି ପାଇଥିଲେ । ଏହାପରେ ମଧ୍ୟ ଅପରପକ୍ଷ ଜୋର ଜବରଦସ୍ତ ସଂପୃକ୍ତ ଜମିରେ…

କାମାକ୍ଷାନଗର ଚୂନରଗଡ଼ି ଗାଁରେ ଅଭାବନୀୟ ଘଟଣା: ମହିଳାଙ୍କ ଅର୍ଦ୍ଧଧଗ୍ଧ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

କାମାକ୍ଷାନଗର: ମହିଳାଙ୍କ ଅର୍ଦ୍ଧଧଗ୍ଧ ମୃତଦେହ ଉଦ୍ଧାର। କାମାକ୍ଷାନଗର କଙ୍କଡ଼ାହା଼ଡ ଥାନା ଚୂନରଗଡ଼ି ଗାଁରେ ଅଭାବନୀୟ ଘଟଣା ଘଟିଛି। ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ। ମୃତ ମହିଳା ଜଣକ ରିଙ୍କି ମହାକୁଡ଼ ବୋଲି ପରିଚୟ ମିଳିଛି। ହତ୍ୟା ସନ୍ଦେହରେ ମହିଳାଙ୍କ ସ୍ୱାମୀ ନବକିଶୋର…

ଲାଞ୍ଚର ଲାଞ୍ଜ : ରିମାଣ୍ଡରେ ଗଲେ ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି, ଅଧିକ ତଥ୍ୟ ହାସଲ କରିବା ପାଇଁ ନେଇଛି…

ବାଲେଶ୍ୱର: ରିମାଣ୍ଡରେ ଗଲେ ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ । ଆଜି ଦିନିକିଆ ରିମାଣ୍ଡରେ ନେଇଛି ଭିଜିଲାନ୍ସ । ଅଧିକ ତଥ୍ୟ ହାସଲ କରିବା ପାଇଁ ତାଙ୍କୁ ରିମାଣ୍ଡରେ ନିଆଯାଇଛି । ଥାନା ଅଧିକାରୀ ଭାବେ ଦାୟିତ୍ୱରେ ଥିବା ବେଳେ ସରୋଜିନୀ, ଏକ ଜମିଜମା ଗଣ୍ଡଗୋଳର ସମାଧାନ…

ବାଲେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଥଣ୍ଡରଷ୍ଟର୍ମ ରିସର୍ଚ୍ଚ ସେଣ୍ଟର, ସୂଚନା ଦେଲେ ଆଇଏମଡି ମହାନିର୍ଦ୍ଦେଶକ

ବାଲେଶ୍ୱର: ଦେଶର ପ୍ରଥମ ଥଣ୍ଡରଷ୍ଟର୍ମ ରିସର୍ଚ୍ଚ ଟେଷ୍ଟବେଡ ଓଡ଼ିଶାରେ ହେବ । ବାଲେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଥଣ୍ଡରଷ୍ଟର୍ମ ରିସର୍ଚ୍ଚ ସେଣ୍ଟର । ଏହି ସୂଚନା ଦେଇଛନ୍ତି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ, DRDO ଓ ISROର ମିଳିତ ସହଯୋଗରେ…

ରାଜଧାନୀରେ ପୁଣି ବୀଭତ୍ସ ହତ୍ଯା ! ସ୍ତ୍ରୀକୁ ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀ

ଭୁବନେଶ୍ବର: ରାଜଧାନୀରେ ପୁଣି ବୀଭତ୍ସ ହତ୍ୟା। ସ୍ତ୍ରୀକୁ ପିଟି ପିଟି ମାରିଦେଲା ମଦ୍ୟପ ସ୍ୱାମୀ। ମୈତ୍ରିବିହାର ଲକ୍ଷ୍ମୀପୁର ସାନ୍ତାଳ ବସ୍ତିରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳା ମାମିନା ପୂର୍ତ୍ତି। ପୋଲିସ ଅଭିଯୁକ୍ତ ସ୍ୱାମୀ ରଙ୍ଗଲାଲ୍‌ ପୂର୍ତ୍ତିକୁ ଅଟକ ରଖିଛି। ପାରିବାରିକ…

ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ନୀଳ ଜହର ଜବତ । ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରୁ ୪୫ କିଲୋରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଏହାସହ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ବିଭାଗ । ଫୁଲବାଣୀରୁ ଚାଲାଣ ହେଉଥିଲା ଗଞ୍ଜେଇ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ…