Below header

କାମାକ୍ଷାନଗର ଚୂନରଗଡ଼ି ଗାଁରେ ଅଭାବନୀୟ ଘଟଣା: ମହିଳାଙ୍କ ଅର୍ଦ୍ଧଧଗ୍ଧ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

କାମାକ୍ଷାନଗର: ମହିଳାଙ୍କ ଅର୍ଦ୍ଧଧଗ୍ଧ ମୃତଦେହ ଉଦ୍ଧାର। କାମାକ୍ଷାନଗର କଙ୍କଡ଼ାହା଼ଡ ଥାନା ଚୂନରଗଡ଼ି ଗାଁରେ ଅଭାବନୀୟ ଘଟଣା ଘଟିଛି। ମହିଳାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ।

ମୃତ ମହିଳା ଜଣକ ରିଙ୍କି ମହାକୁଡ଼ ବୋଲି ପରିଚୟ ମିଳିଛି। ହତ୍ୟା ସନ୍ଦେହରେ ମହିଳାଙ୍କ ସ୍ୱାମୀ ନବକିଶୋର ମହାକୁଡ଼ଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଲାଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.