୨୦୧୯-୨୦ରେ ଶିଳ୍ପ ଉତ୍ପାଦନ ୨ ପ୍ରତିଶତ ରହିବ କମ୍‌, ଆକଳନରୁ ହେଲା ସ୍ପଷ୍ଟ

୨୦୧୯-୨୦ରେ ଜିଡିପି ଅଭିବୃଦ୍ଧି ହାର ରହିବ ୫ ପ୍ରତିଶତ। ୨୦୧୮-୧୯ରେ ଏହା ଥିଲା ୬.୮ ପ୍ରତିଶତ। ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଅଭିବୃଦ୍ଧି ହାରକୁ କମ୍‌ କରିବ। ୨୦୧୯-୨୦ରେ ଶିଳ୍ପ ଉତ୍ପାଦନ ୨ ପ୍ରତିଶତ କମ୍‌ ରହିବ ବୋଲି ଆକଳନ କରାଯାଇଛି। ସେହିଭଳି କୃଷି, ନିର୍ମାଣ, ଶକ୍ତି ଏବଂ ଜଳଯୋଗାଣ କ୍ଷେତ୍ର ମଧ୍ୟ ମାନ୍ଦା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.