କୋଲ ଇଣ୍ଡିଆରେ ଖାଲିପଡିଛି ୫୮୮ ମ୍ଯାନେଜମେଣ୍ଟ ଟ୍ରେନି ପଦବୀ, ଜାଣନ୍ତୁ କେବେ ରହିଛି ଆବେଦନ କରିବାର ଶେଷ ତାରିଖ

କୋଲ ଇଣ୍ଡିଆରେ ଚାକିରି କରିବାକୁ ଭାବୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଗେଟ୍ ସ୍କୋର କାର୍ଡ ଆଧାରରେ କୋଲ ଇଣ୍ଡିଆରେ ୫୮୮ ଅଧିକାରୀ(ମ୍ଯାନେଜମେଣ୍ଟ ଟ୍ରେନି) ପଦବୀ ଖାଲିପଡିଛି। ଏହି ପଦବୀରେ ଭର୍ତ୍ତି ପାଇଁ ପ୍ରାର୍ଥୀ ୯ ସେପ୍ଟେମ୍ବର ପର୍ଯ୍ଯନ୍ତ ଆବେଦନ କରିପାରିବେ।

ପଦବୀ ବିବରଣୀ: ୫୮୮
ମାଇନିଂ: ୨୫୩
ଇଲେକ୍ଟ୍ରିକାଲ: ୧୧୭
ମେକାନିକାଲ: ୧୩
ସିଭିଲ: ୧୪
ଇଣ୍ଡ୍ରଷ୍ଟ୍ରିଆଲ ଇଂଜିନିୟରିଂ: ୧୫
ଜିଓଲୋଜି: ୧୬

ପ୍ରାର୍ଥୀଙ୍କ ଚୟନ ଗେଟ୍ ପରୀକ୍ଷା ସ୍କୋର ଆଧାରରେ କରାଯିବ।

ଅଧିକ ଜାଣିବା ପାଇଁ କୋଲ ଇଣ୍ଡିଆର ଅଫିସିଆଲ ୱେବସାଇଟ https://www.coalindia.in/career-cil/jobs-coal-india/ ଯାଇ ଲିଙ୍କରେ କ୍ଲିକ କରନ୍ତୁ।

https://www.coalindia.in/media/documents/NOTICE_for_Recruitment_of_Management_Trainees_through_GATE-2022.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.