ବ୍ରାଉନସୁଗର ବେପାର କରି ବନ୍ଧାହେଲେ ବିଟେକ୍‌ ଛାତ୍ର

ଖୋର୍ଦ୍ଧା (କେନ୍ୟୁଜ): STF ପଞ୍ଝା ବିଟେକ୍‌ ଛାତ୍ର । ବିଟେକ୍‌ ଛାତ୍ର ମନୋରଞ୍ଜନ ଦାସକୁ ଗିରଫ କରିଛି STF । ତାଠାରୁ ୧ କେଜି ୩୪ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଖୋର୍ଦ୍ଧା କୁମବସ୍ତା ପେଟ୍ରୋଲ ପମ୍ପ ପାଖରୁ ମାଡ଼ି ବସିଲା STF । ମନୋରଞ୍ଜନର ଏକ ବାଇକ ଜବତ କରାଯାଇଛି ।

bike

ସୂଚନାଯୋଗ୍ୟ , ୨୦୨୦ରୁ ଏପର୍ଯ୍ୟନ୍ତ ୩୯ କିଲୋଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ୧୦୦ରୁ ଅଧିକ ଡ୍ରଗସ୍‌ ପେଡଲରଙ୍କୁ ଗିରଫ କରିଛି STF ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.