୨୦୨୦ ମାର୍ଚ୍ଚ ସୁଦ୍ଧା ବିକ୍ରି ହୋଇପାରେ ଏୟାର ଇଣ୍ଡିଆ ଓ ଭାରତ ପେଟ୍ରୋଲିୟମ କମ୍ପାନୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ବିକ୍ରି ହୋଇପାରେ ଋଣଗ୍ରସ୍ତ ଦୁଇ କମ୍ପାନି ଏୟାର ଇଣ୍ଡିଆ ଓ ଭାରତ ପେଟ୍ରୋଲିୟମ କର୍ପୋରେସନ୍‌ ଲିମିଟେଡ୍‌ ବା ବିପିସିଏଲ୍‌ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟାଇମ୍ସ ଅଫ୍‌ ଇଣ୍ଡିଆରେ ଦେଇଥିବା ଇଣ୍ଟରଭ୍ୟୁରେ ଏହା କହିଛନ୍ତି । ଦେଶର ଅର୍ଥନୀତି ବର୍ତ୍ତମାନ ସଙ୍କଟ ଦେଇ ଗତିକରୁଥିବା ବେଳେ ଏଭଳି ଖବର ଆହୁରି ଚିନ୍ତା ବଢାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.