ମାତ୍ର ୪୩ହଜାର ଟଙ୍କାରେ କିଣନ୍ତୁ ୮୦ ହଜାରର ଏଚଡି ଟିଭି, ଆରମ୍ଭ ହୋଇଛି ଆମାଜନ୍ ଗ୍ରେଟ ଇଣ୍ଡିଆନ୍ ସେଲ୍

ନୂଆଦିଲ୍ଳୀ : ଅନଲାଇନ ସପିଂ ସାଇଟ ଆମାଜନ୍ ଚଳିତ ବର୍ଷର ପ୍ରଥମ ଏବଂ ସବୁଠାରୁ ବଡ଼ ସେଲ ଗ୍ରେଟ ଇଣ୍ଡିଆନ୍ ସେଲର ଆରମ୍ଭ କରିଛି। ଆଜି ଦିନ୧୨ଟାରୁ ସେଲର ଫାଇଦା କେବଳ ଆମାଜନ୍ ପ୍ରାଇମ୍ ମେମ୍ବର ଉଠାଇପାରିବେ। ଏହାର ଫାଇଦା ଅନ୍ୟନ୍ୟା ଗ୍ରାହକ ୨୦ ଜାନୁଆରୀରୁ ନେଇ ପାରିବେ। ତେବେ ଏହି ସେଲ ସମସ୍ତ ଗ୍ରାହକଙ୍କ ପାଇଁ ୨୦ରୁ ୨୩ ଜାନୁଆରୀ ପର‌୍ୟ୍ୟନ୍ତ ଚାଲୁ ରହିବ। ତିନି ଦିନ ପର‌୍ୟ୍ୟନ୍ତ ଚାଲିବାକୁ ଥିବା ଏହି ସେଲରେ ଗ୍ରାହକୁ ଦମଦାର ରିହାତି ସହ ବହୁତ ଭଲ ଅଫର ମିଳିବ।

amazon-great-indian

ସେଲ ସମୟରେ ଐଊୠଉ କ୍ରେଡିଟ ଏବଂ ଡେବିଟ କାର୍ଡରେ ଗ୍ରାହକଙ୍କୁ ୧୦ ପ୍ରତିଶତ ରିହାତି ମିଳିବ। ସେହିପରି ଗ୍ରେଟ ଇଣ୍ଡିଆନ ସେଲରେ ମୋବାଇଲରୁ ଆରମ୍ଭ କରି ଓ୍ବାଶିଙ୍ଗ ମେସିନ୍ ପର‌୍ୟ୍ୟନ୍ତ ପ୍ରାୟ ସବୁ ପ୍ରକାରର ପ୍ରଡ଼କ୍ଟରେ ଖୁବ୍ ଭଲ ଅଫର ରହିଛି। ଏହାର ଅଧିକ ସୂଚନା ପାଇଁ ଆପଣ ଆମାଜନର ୱାବେସାଇଟ ବା ତାହାର ଆପରେ ଯାଇ ସର୍ଚ୍ଚ କରିପାରିବେ।