Below header

Axis Bank ଲଞ୍ଚ କଲା ଫ୍ରିଚାର୍ଜ କ୍ରେଡିଟ୍ କାର୍ଡ, ଗ୍ରାହକଙ୍କୁ ମିଳିବ ଶାନଦାର ଅଫର

Axis Bank ନିଜ ଗ୍ରାହକଙ୍କ ପାଇଁ ଫ୍ରିଚାର୍ଜ କ୍ରେଡିଟ କାର୍ଡ ଲଞ୍ଚ କରିଛି। ଏହି କ୍ରେଡିଟ୍ କାର୍ଡ ଜରିଆରେ କଷ୍ଟମରଙ୍କୁ ଅନେକ ସୁବିଧା ମିଳିବ। ଯାହା ଅନ୍ଯ କୌଣସି କ୍ରେଡିଟ୍ କାର୍ଡରେ ମିଳେନାହିଁ। ଆକ୍ସିସ ବ୍ଯାଙ୍କର କ୍ରେଡିଟ କାର୍ଡ କାରି କରିବା ପାଇଁ କଷ୍ଟମରଙ୍କୁ ୨୫୦ ଟଙ୍କା ସହିତ applicable Taxes ରାଶି ଦେବାକୁ ପଡିବ। ଏହା କ୍ରେଡିଟ୍ କାର୍ଡର ବାର୍ଷିକ ପଇସା ରହିଛି। ତେବେ ଆସନ୍ତୁ ଜାଣିବା, କ୍ରେଡିଟ କାର୍ଡରେ କ’ଣ କ’ଣ ସୁବିଧା ରହିଛି।

ଆକ୍ସିସ ବ୍ଯାଙ୍କ ଅନୁସାରେ, ଫ୍ରିଚାର୍ଜ କ୍ରେଡିଟ କାର୍ଡରେ କଷ୍ଟମରଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କାର ବାର୍ଷିକ କ୍ଯାଶବ୍ଯାକ ମିଳିବ। ଏହାଛଡା ଯଦି ଆପଣ ଆକ୍ସିସ ବ୍ଯାଙ୍କ କଷ୍ଟମରକୁ ଏହା ଦିଅନ୍ତି, ତେବେ ବ୍ଯାଙ୍କ ତରଫରୁ ଆପଣଙ୍କୁ flat 5%କ୍ଯାଶବ୍ଯାକ ମିଳିବ। ଏହାସହିତ ଅନ୍ଯ ବ୍ଯାଙ୍କ କଷ୍ଟମରଙ୍କୁ ଦେଲେ ୨ % କ୍ଯାଶବ୍ଯାକ ମିଳିବ।

axix bank

ଆକ୍ସିସ ବ୍ଯାଙ୍କ ଅନୁଯାୟୀ, କଷ୍ଟମର ଫ୍ରିଚାର୍ଜ କ୍ରେଡିଟ କାର୍ଡ ନେବେ, ତାଙ୍କୁ ବ୍ଯାଙ୍କ ତରଫରୁ ୭୦୦ ଟଙ୍କାର ୱେଲକମ୍ ଭାଉଚର ଦିଆଯାଉଛି। ଯଦି କୌଣସି କଷ୍ଟମର ଫ୍ରିଚାର୍ଜ କାର୍ଡ ଜରିଆରେ ରେଷ୍ଟୁରାଣ୍ଟର ବିଲ୍ ଦେଉଛନ୍ତି, ତେବେ ବ୍ଯାଙ୍କ ତରଫରୁ ୨୦ ପ୍ରତିଶତ କ୍ଯାଶବ୍ଯାକ ମିଳିବ। ଏହି ସୁବିଧା ପାଇଁ ଆକ୍ସିସ ବ୍ଯାଙ୍କ ଦେଶଷର ୪ ହଜାର ରେଷ୍ଣୁରାଣ୍ଟ ସହିତ ଅନୁବନ୍ଧ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.