Below header

ବିଏସଏନଏଲରେ ନିଯୁକ୍ତି , ୩୦୦ଟି ମ୍ୟାନେଜମେଣ୍ଟ ପଦ ଖାଲି

ନୂଆଦିଲ୍ଲୀ : ଭାରତ ସଂଞ୍ଚାର ନିଗମ ଲିମିଡ଼େଟ (ବିଏସଏନଏଲ)ତରଫରୁ ମେନେଜମେଣ୍ଟ ଟ୍ରେନିଂର ୩୦୦ଟି ପଦ ପାଇଁ ନିଯୁକ୍ତି ଆରମ୍ଭ ହୋଇଛି। କହିବାକୁ ଚାହିଁବୁ ଏହି ୩୦୦ଟି ଖାଲି ପଦରୁ ୧୫୦ଟି ପଦ ପାଇଁ ଯେକୌଣସି ବ୍ୟକ୍ତି ଆବେଦନ କରିପାରିବେ। ଯେଉଁମାନେ ଏହି ପଦ ପାଇଁ ଆବଶ୍ୟକ ଯୋଗ୍ୟତା ରଖିଛନ୍ତି।

ଏହି ପଦ ପାଇଁ ଆବେଦନ କରିବାର ଇଛୁକ ପାର୍ଥୀ ବିଏସଏନଏଲର ଅଫିସିଆଲ ୱେସାଇଟ (bsnl.co.in) ରେ ଅନଲାଇନ ଆବେଦନ କରିପାରିବେ। ଏହି ଅନଲାଇନ ଆବେଦନ ପ୍ରକ୍ରିୟା ଡ଼ିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି ଯାହାର ଶେଷ ତାରିଖ ରହିଛି ୨୬ ଜାନୁଆରୀ ୨୦୧୯ ମସିହା। ଏହି ପଦ ସମ୍ବନ୍ଧୀୟ ଅଧିକ ବିବରଣୀ ଆପଣଙ୍କୁ ବିଏସଏନଏଲରେ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.