ଭାରତ ଡାଇନୋମିକ୍ସ ଲିମିଡେଟରେ ଖାଲିପଡିଛି ବିଭିନ୍ନ ପଦବୀ, ଆବେଦନ ପ୍ରକ୍ରିୟା ଆରମ୍ଭ

ଭାରତ ଡାଇନୋମିକ୍ସ ଲିମିଟେଡ(BDL) ପ୍ରୋଜେକ୍ଟ ଇଂଜିନିୟର ଏବଂ ପ୍ରୋଜେକ୍ଟ ଅଫିସର ପଦବୀ ପାଇଁ ଆବେଦନ ପତ୍ର ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଏହାର ଅଧିକାରକ ୱେବସାଇଟ bdl-india.in କୁ ଯାଇ ୩୧ ମାର୍ଚ୍ଚ ସୁଦ୍ଧା ଆପ୍ଲାଏ କରିପାରିବେ।

ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ

https://bdl-india.in/sites/default/files/2021-03/Recrutitment_Advertisem..

ପଦବୀ ବିବରଣୀ: ୭୦

ପ୍ରୋଜେକ୍ଟ ଇଂଜିନିୟର: ୫୫
ପ୍ରୋଜେକ୍ଟ ଅଫିସର: ୧୫

ଜରୁରୀ ତାରିଖ: ଅନଲାଇନ ଆବେଦନ କରିବାର ତାରିଖ ୧୨ ମାର୍ଚ୍ଚ ଦିନ ୨ଟାରୁ ଆରମ୍ଭ ହୋଇଥିବା ବେଳେ ଆବେଦନ ଭରିବାର ଶେଷ ତାରିଖ ୩୧ ମାର୍ଚ୍ଚ ଅପରାହ୍ନ ୪ଟା ରହିଛି।

job

ଶିକ୍ଷାଗତ ଯୋଗ୍ଯତା: ଇଚ୍ଛୁକ ପ୍ରାର୍ଥ କୌଣସି ବିଷୟରେ B.E/B.Tech/M.E/M. Tech/CA/ICWA/B.Sc/MBA/PGW/MSW ଡିଗ୍ରୀ ହେବା ଜରୁରୀ।

ବୟସ ସୀମା: ଯୋଗ୍ଯ ପ୍ରାର୍ଥୀଙକ ବୟସ ୨୮ ବର୍ଷରୁ ଅଧିକ ହୋଇନଥିବ।

ଦରମା:

ପ୍ରୋଜେକ୍ଟ ଅଫିସର: ୩୦,୦୦୦-୩୩,୦୦୦ ମାସିକ
ପ୍ରୋଜେକ୍ଟ ଇଂଜିନିୟର: ୩୫,୦୦୦-୩୯,୦୦୦ ମାସିକ

ଚୟନ ପ୍ରକ୍ରିୟା: ଆବେଦନକାରୀଙ୍କ ଚୟନ ଲିଖିତ ପରୀକ୍ଷା, ବ୍ଯକ୍ତିଗତ ସାକ୍ଷାତକାର ଏବଂ ଦସ୍ତାବିଜ ମାଧ୍ୟମରେ ଭାରତ ଡାଇନୋମିକ୍ସ ଲିମିଟେଡର ଅଧିକାରୀଙ୍କ ଦ୍ବାରା କରାଯିବ।