ସେଣ୍ଟ୍ରାଲ କୋଲଡ ଫିଲ୍ଡ ଲିମିଟେଡ(CCL) ବମ୍ପର ନିଯୁକ୍ତି, ବିନା ପରୀକ୍ଷାରେ କରନ୍ତୁ ଚାକିରି

ସେଣ୍ଟ୍ରାଲ କୋଲଡ ଫିଲ୍ଡ ଲିମିଟେଡ(CCL) ଅଧିନରେ ଖାଲିପଡିଛି ୪୮୨ ପଦବୀ। ଏଥିରେ ଆବେଦନ କରିବା ପାଇଁ ଅନଲାଇନ ଆବେଦନ କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ସେଣ୍ଟ୍ରାଲ କୋଲ୍ଡଫିଲ୍ଡ ଲିମିଟେଡର ଅଫିସିଆଲ ୱେବସାଇଟ centralcoalfields.in କୁ ଯାଇ ଅନଲାଇନ ଆବେଦନ କରିପାରିବେ।

ଜରୁରୀ ତାରିଖ : ଅନଲାଇନ ଆବେଦନ କରିବାର ଶେଷ ତାରିଖ ୨୧ ଫେବ୍ରୁଆରୀ ୨୦୨୧ ରହିଛି।

ପଦବୀ ସଂଖ୍ଯା: ୪୮୨

ଶିକ୍ଷାଗତ ଯୋଗ୍ଯତା: ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀ ୧୦ମ କିମ୍ବା ୧୨ ପାସ୍ କରିଥିବା ଆବଶ୍ଯକ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ସୀମା ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୨୧ ବର୍ଷ ରହିଛି।

job

ଆବେଦନ ଶୁଳ୍କ: ଏହି ପଦବୀରେ ନିବେଦନ କରିବା ପାଇଁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ମେରିଟ ଲିଷ୍ଟ ଆଧାରରେ କରାଯିବ।

ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ centralcoalfields.in ଯାଇ ଅନଲାଇନ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.