Below header

ଖାଲିପଡିଛି ୬୯ SBI SO ପଦବୀ, ଜଲଦି କରନ୍ତୁ ସେପ୍ଟେମ୍ବର ୨ ପର୍ଯ୍ଯନ୍ତ କରିପାରିବେ ଆବେଦନ

ଭାରତୀୟ ଷ୍ଟେଟ ବ୍ଯାଙ୍କରେ ଆପଣ ଚାକିରି ଖୋଜୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଏସବିଆଇ ପକ୍ଷରୁ ସ୍ପେଶାଲ କ୍ଯାର୍ଡେ ଅଫିସର(SO) ପାଇଁ ଆବେଦନ ଗ୍ରହଣ କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଏସବିଆଇର ଅଧିକାରକ ୱେବସାଇଟ sbi.co.inକୁ ଯାଇ ଆବେଦନ କରିପାରିବେ। ଏହିସବୁ ପଦବୀରେ ଆବେଦନ କରିବା ପାଇଁ ତାରିଖ ଆଜିଠାରୁ ଆରମ୍ଭ ହୋଇ ଶେଷ ସେପ୍ଟେମ୍ବର ୨ ହେଉଛି।

ପଦବୀ ବିବରଣୀ: ୬୯

ଆସିଷ୍ଟାଣ୍ଟ ମ୍ଯାନେଜର: ଇଂଜିନିୟରିଂ(ସିଭିଲ), (୩୬)

ଆସିଷ୍ଟାଣ୍ଟ ମ୍ଯାନେଜର: ଇଂଜିନିୟରିଂ( ଇଲେକ୍ଟ୍ରିକାଲ), (୧୦)

ଡେପୁଟି ମ୍ଯାନେଜର: ୧୦

ରିଲେସନସିପ୍ ମ୍ଯାନେଜର: ୬

ପ୍ରଡକ୍ଟ ମ୍ଯାନେଜର: ୨

ଆସିଷ୍ଟାଣ୍ଟ ମ୍ଯାନେଜର(ମାର୍କେଟିଂ ଏବଂ କମ୍ଯୁନିକେସନ): ୪

ସର୍କଲ ଡିଫେନ୍ସ ବ୍ଯାକିଂ ଆଡଭାଇଜର: ୧

ଜରୁରୀ ତାରିଖ: ଆବେଦନ କରିବାର ଶେଷ ୨ ସେପ୍ଟେମ୍ବର ୨୦୨୧ ରହିଛି।

କେମିତି କରିବେ ଆବେଦନ:

– ପ୍ରଥମେ sbi.co.in/careers ଅଫିସିଆଲ ସାଇଟ୍କୁ ଯାଆନ୍ତୁ।
– ତା’ ପରେ ନୋଟିଫିକେସନରେ ଆପଣ ଚାହୁଁଥିବା ପୋଷ୍ଟ ଉପରେ ଆପ୍ଲାଏ କରନ୍ତୁ।
– ନଚେତ ଆବେଦନକାରୀ ଏହିସବୁ ଲିଙ୍କରେ https://www.sbi.co.in/documents/77530/11154687/120821-ADVT.+CRPD-SCO-2021-22-14.pdf/1c6ff8c8-0b54-4937-3f49-68b2193a187b?t=1628786590322 ,

https://ibpsonline.ibps.in/sbispcojul21/

https://recruitment.bank.sbi/crpd-sco-2021-22-14-/apply

କ୍ଲିକ କରିପାରିବେ।
– ତା’ ପରେ ନୂଆ ଉଣ୍ଡୋ ଓପନ ହେବା ପରେ ରେଜିଷ୍ଟ୍ରେସନ କରି ମୋବାଇଲ ନମ୍ବର ଏବଂ ଇମେଲ ଆଇଡି ଦିଅନ୍ତୁ।
– ଏହା ପରେ ନିଜର ଫର୍ମକୁ ପୂରଣ କରନ୍ତୁ। ଫର୍ମ ପୂରଣ କରିସାରିବା ପରେ ସବୁ ଡକ୍ଯୁମେଣ୍ଟ ଏବଂ ଫିସ୍ ଦେଇ ସବମିଟ୍ କରନ୍ତୁ।
– ଫର୍ମ ସବମିଟ୍ ହୋଇସାରିବା ପରେ ଡାଉନଲୋଡ କରି ସବୁକିଛି ସେଭ୍ କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.