Below header

ଚାକିରି ଖୋଜୁଛନ୍ତି କି ? ECIL ରେ ଖାଲିପଡିଛି ଅନେକ ପଦବୀ

ଇଲେକ୍ଟ୍ରୋନିକ୍ସ କର୍ପୋରେସନ ଅଫ ଇଣ୍ଡିଆ ଲିମିଡେଟ(ECIL) ପକ୍ଷରୁ ଏକ ନୋଟିଫିକେସନ ଜାରି ହୋଇଛି। ଏଠାରେ ଅନେକ ପଦବୀ ଖାଲିପଡିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ େଓ୍ଵବସାଇଟରେ ଦିଆଯାଇଥିବା ଅଧିସୂଚନା ନିଶ୍ଚତ ପଢନ୍ତୁ।

ପଦବୀ ବିବରଣୀ :

ଟେକନିକ୍‌ ଅଫିସର: ୧୭

ବୟସ ସୀମା: ଆବେଦନକାରୀଙ୍କ ବୟସ ସର୍ବାଧିକ ୩୦ ବର୍ଷ ରଖାଯାଇଛି।

job

ମହତ୍ତ୍ୱପୂର୍ଣ୍ଣ ତାରିଖ :

ଅନଲାଇନ ଆବେଦନ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ରହିଛି।

ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ନୋଟିଫିକେସନ ପଢନ୍ତୁ।

ଆବେଦନ ପ୍ରକ୍ରିୟା: ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ http://www.ecil.co.in/ ଦିଆଯାଇଥିବା ନୋଟିଫିକେସନ ଲିଙ୍କରେ କ୍ଲିକ କରି ଡାଉନଲୋଡ କରି ଭଲ ଭାବେ ପଢନ୍ତୁ। ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ। ଆବେଦନପତ୍ରରେ କୌଣସି ତ୍ରୁଟି ଥିଲେ ଆବେଦନପତ୍ର ଗ୍ରହଣ କରାଯିବ ନାହିଁ।

ଅଧିକାରକ େଓ୍‌ବସାଇଟ୍‌ ପାଇଁ  http://www.ecil.co.in/ କ୍ଲିକ କରନ୍ତୁ।

ଅଫିସିଆଲ ନୋଟିଫିକେସନ ପଢିବା ପାଇଁ http://careers.ecil.co.in/app/Advt_28_2020.pdf କ୍ଲିକ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.