Flipkart Big Shopping Days : ୨୭୫ ଟଙ୍କାରୁ ଆରମ୍ଭ କରନ୍ତୁ ସପିଂ, ସ୍ମାର୍ଟ ଟିଭିରେ ମିଳୁଛି ୭୫% ଡିସକାଉଣ୍ଟ

ଇ-କମର୍ସ କମ୍ପାନୀମାନେ ଅଫର ଆରମ୍ଭ କରିଦେଇଛନ୍ତି। ଏମିତିରେ ଫ୍ଲିପକାର୍ଟ ବିଗ୍ ସପିଂ ଡେଜ୍ (Big Shopping Days) ସେଲକୁ ଆରମ୍ଭ ପୁଣି ଥରେ କରିଦେଇଛି। ଏହି ସପିଂ ସେଳ ୧୫ ଜୁଲାଇରୁ ୧୮ ଜୁଲାଇ ପର୍ଯ୍ୟନ୍ତ ଚାଲିବ। ସେଲର ପ୍ରଥମ ଦିନ , ଫ୍ଲିପକାର୍ଟ ପ୍ଲସ୍ ୟୁଜର ଏହାକୁ ଆକସେସ୍ କରିପାରିବେ। ସେହିଭଳି ବାକି ସବୁ ସେଲରେ ୧୬ ଜୁଲାଇରୁ କିଣିବାର ସୁଯୋଗ ମିଳିବ।

ସେଲ ପାଇଁ ଫ୍ଲିପକାର୍ଟ SBI ବ୍ୟାଙ୍କ ସହିତ ପାର୍ଟନରସିପ୍ କରିଛି। ଏଥିରେ ଏସବିଆଇ କ୍ରେଡିଟ କାର୍ଡର ବ୍ୟବହାରରେ କୌଣସି ପ୍ରଡକ୍ଟସ ଉପରେ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ। କମ୍ପାନୀ ଏହା ମଧ୍ୟ ଜଣାଇଛି ଯେ ଫ୍ଲିପକାର୍ଟ ପ୍ଲସ୍ ମେମ୍ବରର୍ସଙ୍କୁ ୧୫ ଜୁଲାଇ ସକାଳ ୮ରେ ଆକସେସ୍ ମିଳିବ। ସେଲରେ ଟିଭି ଏବଂ ଘରୋଇ ଆସବାପତ୍ର ଉପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ଅଫ୍ ମିଳିବ। ଫ୍ୟାସନ କ୍ୟାଟେଗୋରୀ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି।

flipFlipkart Big Shopping Days Sale ରେ ଟେଲିଭିଜନ (TV) ଉପରେ ୬୫ ପ୍ରତିଶତ ପର୍ଯ୍ୟନ୍ତ ଅଫ୍ ସହିତ ବାକି ପ୍ୟାକେଜ୍ ଡିଲସ୍ ସହିତ ଡିସକାଉଣ୍ଟ ମଧ୍ୟ ମିଳିବ। ଘରୋଇ ଆସବାପତ୍ରର ଦାମ୍ ୨୭୫ ଟଙ୍କାରୁ ଆରମ୍ଭ ହେବ। ଫ୍ରୀଜର ଦାମ୍ ୬୭୯୦ ଟଙ୍କାରୁ ଆରମ୍ଭ ହେବ ଏବଂ ୱାସିଙ୍ଗ୍ ମେସିନ୍ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ଦିଆଯାଉଛି।

ଏହା ସହ ପଢ଼ନ୍ତୁ : ଏସବିଆଇ ଗ୍ରାହକଙ୍କୁ କଲା ସତର୍କ ! ଟଙ୍କା ସୁରକ୍ଷିତ ରଖିବାକୁ ଚାହୁଁଥିଲେ ଏହାଠାରୁ ରୁହନ୍ତୁ ଦୂରରେ

ବିଗ୍ ସପିଂ ଡେଜ୍ ସେଲରେ ସ୍ମାର୍ଟଫୋନ ଡିଲ ଉପରେ କହିବାକୁ ଗଲେ ୱେବସାଇଟ୍ ମୁତାବକ, ରିୟଲମି ଫୋନର ଦାମ ସେଲରେ ୭,୪୯୯ ଟଙ୍କାରେ ଆରମ୍ଭ ହେଉଛି। ସେହିଭଳି ନୋକିଆ ୫.୧ ପ୍ଲସକୁ ୯୯୯୯ ଟଙ୍କା, Poco F1କୁ ୧୯,୯୯୯ ଟଙ୍କାର ପ୍ରାରମ୍ଭିକ ଦାମରେ ଏବଂ ଭିଭୋ ଭି୯ ପ୍ରୋକୁ ୧୫,୯୯୦ ଟଙ୍କାରେ କିଣିପାରିବେ।

flipcartରେଡମି ନୋଟ୍ ୬ପ୍ରୋର ଦାମ୍ ୧୩,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଆସସ୍ ଜେନଫେନ୍ ଲାଇଟ୍ ଏଲ ୧କୁ ୪୯୯୯ ଟଙ୍କାରେ କିଣାଯାଇପାରିବ। ହୋନର୭ ୫୯୯୯ ଟଙ୍କାର ରହିଛି। ସେଲରେ Vivo V11 Pro, Vivo V11 और Oppo F9 Pro ଏବଂ ଏକ୍ସଚେଞ୍ଜ ଉପରେ ୨୦୦୦ ଟଙ୍କାର ଏକ୍ସଟ୍ରା ରିହାତି ମିଳୁଛି। ବିଗ୍ ସପିଂ ଡେଜରେ ସ୍ମାର୍ଟଫୋନ ବ୍ୟତୀତ ଟ୍ୟବଲେଟ୍ସ ଉପରେ ମଧ୍ୟ ଭଲ ଡିସକାଉଣ୍ଟ ଦିଆଯାଉଛି। ଲେନୋଭୋ ଏବଂ ଅଲକକାଟେଲର ଟ୍ୟାବଲେଟକୁ ୬୯୯୯ ଟଙ୍କାରେ କିଣିପାରିବେ। ସେହିଭଳି ସାମସଙ୍ଗ ଗାଲାକ୍ସୀ ଟ୍ୟାବ ଏର ପ୍ରାରମ୍ଭିକ ଦାମ ରହିଛି ୧୨୯୯୯ ଟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.