ବିନା ପରୀକ୍ଷାରେ ମିଳିପାରିବ BSF ଚାକିରି, ୧୦ମ ପାସ୍ କରିଥିଲେ ଜଲଦି କରନ୍ତୁ ଆବେଦନ

ବିଏସଏଫରେ ଚାକିରି କରିବାକୁ ଆଜିକାଲିର ଯୁବପିଢିଙ୍କ ମନରେ ଉତ୍କଣ୍ଠା। ଯଦି ଆପଣ ବର୍ଡର ସିକ୍ଯୁରିଟି ଫୋର୍ସ (BSF) ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ବିଏସଏଫ୍ ସ୍ପୋଟର୍ସପର୍ସନ କନେଷ୍ଟବଳ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଛନ୍ତି, ସେମାନେ ବିଏସ୍ଏଫର ଅଧିକାରକ ୱେବସାଇଟ୍ rectt.bsf.gov.inକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୯ରୁ ଆରମ୍ଭ ହୋଇଛି।

ଏହାଛଡା ପ୍ରାର୍ଥୀ ସିଧାସଳଖ ଲିଙ୍କ https://rectt.bsf.gov.in/ରେ କ୍ଲିକ କରି ଏହି ପଦବୀରେ ଆବେଦନ କରିପାରିବେ। ଏହା ସହିତ ଲିଙ୍କ http://www.davp.nic.in/WriteReadData/ADS/eng_19110_44_2122b.pdf ଜରିଆରେ ଅଧିକାରକ ନୋଟିଫକେସନ ମଧ୍ୟ ଦେଖିପାରିବେ।

ପଦବୀ ବିବରଣୀ: ୨୬୯

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୨ ସେପ୍ଟମ୍ବର ରହିଛି।

ଶିକ୍ଷାଗତ ଯୋଗ୍ଯତା: ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ବୋର୍ଡ କିମ୍ବା ମାଟ୍ରିକ ପରୀକ୍ଷା ପାସ୍ କରିଥିବା ଜରୁରୀ।

ବୟସ ସୀମା: ଆବେଦନକାରୀ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୩ ବର୍ଷ ହୋଇଥିବା ଜରୁରୀ।

ଦରମା: ଚୟନ ହେବା ପ୍ରାର୍ଥୀଙ୍କୁ ମାସିକ ୨୧ ହଜାରରୁ ଊର୍ଦ୍ଧ୍ବ ୬୯,୧୦୦ ଟଙ୍କା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.