ହୋଣ୍ଡା ସିଟି ଗାଡ଼ି ଉପରେ ଜବରଦସ୍ତ ଡିସ୍‌କାଉଣ୍ଟ୍‌, ଜାଣନ୍ତୁ କ’ଣ ରହିଛି ଅଫର୍‌

ନୂଆଦିଲ୍ଲୀ : କରୋନା ଲକ୍‌ଡାଉନ୍‌ କାଳରେ ଏବେ ସବୁଠି ମାନ୍ଦା । ଏହି ସମୟରେ ହୋଣ୍ଡା ସିଟି ଗାଡି ଆଣିଛି ଅପୂର୍ବ ରିହାତି ଅଫର୍‌ । ଏବେ ହୋଣ୍ଡା କମ୍ପାନୀ ତା’ର ବିଭିନ୍ନ ମଡେଲ୍‌ ଉପରେ ଭଲ ଡିସ୍‌କାଉଣ୍ଟ ପ୍ୟାକେଜ୍‌ ଆଣିଛି । ଭାରତରେ ଲୋକପ୍ରିୟ ସେଡାନ୍‌ ର ପୁରୁଣା ମଡେଲ୍‌ରେ ବ୍ୟାପକ ରିହାତି ଦେଉଥିବା ଘୋଷଣା କରିଛି । ହୋଣ୍ଡା ସିଟି ପୁରୂଣା ମଡେଲ୍‌ରେ ମଧ୍ୟ ଅଧିକ ଲାଭ ଦେଉଛି କମ୍ପାନୀ । ସେଡାନ୍‌ରେ କମ୍ପାନୀ ଦୁଇଟି ଲାଭ ଦେଉଛି । ନଗଦ ଡିସ୍‌କାଉଣ୍ଟ ସହ ପୂରୁଣା କାର୍‌ ବଦଳାଇଲେ ଅତିରିକ୍ତ ଡିସ୍‌କାଉଣ୍ଟ ମଧ୍ୟ କମ୍ପାନୀ ଦେଉଛି । ଏହି ଅଫର୍‌ ଜୁଲାଇ ୩୧ ତାରିଖ ଯାଏ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଆସନ୍ତୁ ଜାଣିବା କେଉଁ କାର୍‌ ଉପରେ କେତେ ରହିଛି ଡିସ୍‌କାଉଣ୍ଟ

 

୪-ଜିନ୍‌ ବିଏସ୍‌ ୬ ହୋଣ୍ଡା ସିଟି ପେଟ୍ରୋଲ୍‌ ଅଫର

ଏସ୍‌ବି ଏମ୍‌ଟି ଏବଂ େଓ୍ଵରିଏଣ୍ଟ୍‌ ଉପରେ ୧୫ ହଜାର ନଗଦ ଡିସ୍‌କାଉଣ୍ଟ୍‌

ବି ସିବିଟି େଓ୍ଵରିଏଣ୍ଟ୍‌ ଉପରେ

୩୧ ହଜାର ଟଙ୍କା ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ୍‌ ଏଥିସହ ୨୦ ହଜାର କାର୍‌ ଏକ୍ସଚେଞ୍ଜ୍‌ ଡିସ୍‌କାଉଣ୍ଟ୍‌

ବିଏକ୍ସ ଏମ୍‌ଟି େଓ୍ଵରିଏଣ୍ଟ ଉପରେ

୫୫ ହଜାର ନଗଦ ଡିସ୍‌କାଉଣ୍ଟ୍‌ ।
ଏଥିସହ ୩୫ ହଜାର କାର୍‌ ଏକ୍ସଚେଞ୍ଜ୍‌ ଡିସ୍‌କାଉଣ୍ଟ୍‌

ବିଏକ୍ସ ସିବିଟି େଓ୍ଵରିଏଣ୍ଟ୍‌ ଉପରେ

୭୦ ହଜାର ନଗଦ ଡିସ୍‌କାଉଣ୍ଟ୍‌ ।
ଏଥିସହ ୫୦ ହଜାର କାର୍‌ ଏକ୍ସଚେଞ୍ଜ୍‌ ଡିସ୍‌କାଉଣ୍ଟ୍‌

ଜେଡ୍‌ ଏକ୍ସ ଏମ୍‌ଟି େଓ୍ଵରିଏଣ୍ଟ୍‌ ଉପରେ

୮୦ ହଜାର ନଗଦ ଡିସ୍‌କାଉଣ୍ଟ୍‌ ।
ଏଥିସହ ୫୦ ହଜାର କାର୍‌ ଏକ୍ସଚେଞ୍ଜ୍‌ ଡିସ୍‌କାଉଣ୍ଟ୍‌

ଜେଡ୍‌ ଏକ୍ସ ସିଭିଟି େଓ୍ଵରିଏଣ୍ଟ ଉପରେ

୧ଲକ୍ଷ ୧୦ ହଜାର ନଗଦ ଡିସ୍‌କାଉଣ୍ଟ୍‌ ।
ଏଥିସହ ୫୦ ହଜାର କାର୍‌ ଏକ୍ସଚେଞ୍ଜ୍‌ ଡିସ୍‌କାଉଣ୍ଟ୍‌

ଯଦି ଆପଣ ଏଥିମଧ୍ୟରୁ କୈାଣସି ବି କାର୍‌ କିଣିବାକୁ ଚାହୁଁଛନ୍ତି ତେବେ ନିକଟତମ ଡିଲରଙ୍କ ସହ ସମ୍ପର୍କ କରନ୍ତୁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।   ୩୧ ରେ ସରିଯିବ ଅଫ୍‌ର୍‌, ଶୀଘ୍ର କରନ୍ତୁ ।

Leave A Reply

Your email address will not be published.