ରାଜଧାନୀରେ ଆଜି ୫୦ ଟଙ୍କା କମିଛି ସୁନା ମୂଲ୍ୟ

ଭୁବନେଶ୍ବର (କେନ୍ୟୁଜ୍) : ଗତ କିଛି ଦିନ ହେବ ସୁନା ଦରରେ କମ୍ ବେଶି ଜାରି ରହିଛି । ଆଜି ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମକୁ ୩୧ ହଜାର ୧୫୦ ଟଙ୍କା ରହିଛି । ଗତକାଲିଠାରୁ ୫୦ ଟଙ୍କା କମ୍ । ସେହିପରି ୨୪ କ୍ୟାରେଟ୍ ସୁନା ଦାମ୍ ଗତକାଲି ଠାରୁ ଆଜି ୫୦ ଟଙ୍କା କମି ୩୨ ହଜାର ୬୦୦ ଟଙ୍କାରେ ପହଞ୍ଚିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.