Below header

ଆୟକର ବିଭାଗରେ ଖାଲି ପଡ଼ିଛି ଶତାଧିକ ପଦ, ୧୦ମ ପାସ୍ କରିଥିଲେ ଆଜି ହିଁ କରନ୍ତୁ ଆବେଦନ

ଆୟକର ବିଭାଗରେ ଚାକିରି କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କ ପାଇଁ ଖୁସି ଖବର। ଆୟକର ବିଭାଗରେ ଖାଲି ପଡ଼ିଛି ଅନେକ ପଦ ପଦବୀ। ଏଥିପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଏଥି ପାଇଁ ଆବେଦନ କରିନିଅନ୍ତୁ। ମୁମ୍ବାଇ ସ୍ଥିତ ମୁଖ୍ୟ ଆୟକର ଆୟୁକ୍ତ ପକ୍ଷରୁ ସ୍ପୋର୍ଟସ କୋଟାରେ ମଲ୍ଟି ଟାସ୍କିଂ ଷ୍ଟାଫ(MTS), ଇନକମ ଟ୍ୟାକ୍ସ ଇନ୍ସପେକ୍ଟର ଓ ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତୁ ଜାଣିବା ଏହି ନିଯୁକ୍ତି ସମ୍ପର୍କରେ…

ପଦ ସଂଖ୍ୟା- ୧୫୫

ପଦ ନାମ:
MTS- ୬୪
ଇନକମ ଟ୍ୟାକ୍ସ ଇନ୍ସପେକ୍ଟର- ୮
ଟ୍ୟାକ୍ସ ଆସିଷ୍ଟାଣ୍ଟ-୮୩

ଆବେଦନ ଶେଷ-୨୫ ଅଗଷ୍ଟ ୨୦୨୧

ଯୋଗ୍ୟତା:
MTS- ୧୦ମ ପାସ
ଇନକମ ଟ୍ୟାକ୍ସ ଇନ୍ସପେକ୍ଟର- ସ୍ନାତକ
ଟ୍ୟାକ୍ସ ଆସିଷ୍ଟାଣ୍ଟ- ସ୍ନାତକ

ବୟସ- ୧୮ରୁ ୩୦

ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟ  https://www.incometaxmumbai.gov.in/ କୁ ଯାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.