Below header

ହାଇକୋର୍ଟରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ନିଯୁକ୍ତି ପାଇଁ ଆଜି ହିଁ କରନ୍ତୁ ଆବେଦନ

ମଧ୍ୟପ୍ରଦେଶ ଉଚ୍ଚନ୍ୟାୟାଳୟରେ ଅନେକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରାଯାଇଛି। ଏହି ନିଯୁକ୍ତି ସଭିିଲ୍‌ ଜଜ୍‌ ପଦବୀରେ ହେବ। ଉକ୍ତ ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍‌ ଆବେଦନ କରିପାରିବେ। ଇଛୁକ ଆବେସଦନକାରୀ ଏହି ପଦବୀରେ ନିଯୁକ୍ତି ଚାହୁଁଥିଲେ ଆଜି ହିଁ ଆବେଦନ କରନ୍ତୁ।

ପଦବୀ ନାମ ଏବଂ ପଦ ସଂଖ୍ୟା:

ସିଭିଲ୍‌ ଜଜ୍‌: ୨୫୨ ପଦ

High_Court_Of_Madhya_Pradeshଜରୁରୀ ତାରିଖ:

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତିଥି: ୨୨ ସେପ୍ଟେମ୍ବର ୨୦୨୦

ଆବେଦନ ପତ୍ର ଜମା କରିବାର ଶେଷ ତିଥି: ୦୫ ନଭେମ୍ବର ୨୦୨୦

ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ନ୍ୟୁନତମ ବୟସ ସୀମା ୨୧ ବର୍ଷ ଏବଂ ଅଧିକତମ ବୟସ ସୀମା ୩୫ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା:

ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀ ଲ ରେ ସ୍ନାତକ ହାସଲ କରିଥିବା ଆବଶ୍ୟକ।

job-railwayଆବେଦନ ପ୍ରକ୍ରିୟା:

ଇଛୁକ ଆବେଦନକାରୀ ସମ୍ବନ୍ଧିତ େଓ୍ଵବସାଇଟ୍‌ କୁ ଯାଇ ଜାରି କରାଯାଇଥିବା ସୂଚନାକୁ ଡାଉନଲୋଡ କରନ୍ତୁ। ଏହାପରେ ଉଲ୍ଲେଖ କରାଯାଇଥିବା ନିୟମ ଅନୁସାରେ ଆବେଦନ ପ୍ରକ୍ରିୟା ଆଜି ହିଁ ପୂରଣ କରନ୍ତୁ। ଧ୍ୟାନ ରଖନ୍ତୁ ଆବେଦନ ସମୟରେ ଯେପରି କୌଣସି ତ୍ରୁଟି ନରୁହେ ନଚେତ୍‌ ଆପଣଙ୍କ ଆବେଦନ ପତ୍ର ଖାରଜ୍‌ କରାଯାଇପାରେ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.