Below header

Pininfarinaର ନୂଆ ଇଲେକଟ୍ରିକ କାର, ବିନା steering wheel ଓ ଦମଦାର ଫିଚର୍ସରେ ହେବ ଲଞ୍ଚ

ଇଟାଲୀର ଗାଡ଼ି ନିର୍ମାତା କମ୍ପାନୀ Pininfarina ନିଜର ଦମଦାର ହ୍ୱିକଲ ଡିଜାଇନର ଇଲେକଟ୍ରିକ କାର ଲଞ୍ଚ କରିବାକୁ ଯାଉଛି । ଇଟାଲୀର ଗାଡ଼ି ନିର୍ମାତା କମ୍ପାନୀ  Pininfarina ନିଜର ଦମଦାର ହ୍ୱିକଲ ଡିଜାଇନ ପାଇଁ ସାରା ବିଶ୍ୱରେ ଲୋକପ୍ରିୟ । ଏବେ କମ୍ପାନୀ ତରଫରୁ ନୂଆ ଇଲେକଟ୍ରିକ କାର ଲଞ୍ଚ ହେବ । ଏହି ଗାଡ଼ିର ନାମ Teorema ରଖାଯାଇଛି ।

rtwetwet
pc: hindustan

ଏହାର ଡିଜାଇନ ଅନ୍ୟ ସମସ୍ତଙ୍କଠୁ ଭିନ୍ନ ରହିଛି । ଏଥିରେ ସିଙ୍ଗଲ ସିଟ ଲେ ଆଉଟ ରହିଛି । ଏହି କାର  5,400m ପର୍ଯ୍ୟନ୍ତ ଲମ୍ବା । ଅର୍ଥାତ ଏହି ଗାଡ଼ି Mercedes-Maybach S-Class ପର୍ଯ୍ୟନ୍ତ ଲମ୍ବା । ଏହାର ଉଚ୍ଚତା  1,400mm ରହିଛି ।

436373
pc: zigwheels

ସବୁଠୁ ବଡ଼ କଥା ହେଉଛି ଏହା ଇଲେକଟ୍ରିକ କାର ହେବା ସହ ବିନା ଷ୍ଟିୟରିଂ ହ୍ୱିଲରେ ଏହାକୁ ତିଆରି କରାଯାଇଛି । ଫ୍ରଣ୍ଟରେ air duct ଦିଆଯାଇଛି । ଏହାର 1+2+2 ସିଟିଙ୍ଗ ଲେ ଆଉଟ ରହିିଛି । ଅର୍ଥାତ ଫ୍ରଣ୍ଟ ରେ ଗୋଟିଏ ସିଟ ରହିଛି । ଏହାର ଟେକ୍ନିକାଲ ଡିଟେଲ୍ସ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜଣା ପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.