ରିଜର୍ଭ ବ୍ୟାଙ୍କରେ ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ, ଆଜି ହିଁ କରନ୍ତୁ ଆବେଦନ

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ନିଯୁକ୍ତି ପାଇଁ ସୁବର୍ଣ୍ନ ସୁଯୋଗ। ଇଛୁକ ପ୍ରାର୍ଥୀମାନେ ଆରବିଆଇରେ ନିଯୁକ୍ତି ଚାହୁଁଥିଲେ, ଦିଆଯାଇଥିବା ସୂଚନା ଅନୁଯାୟୀ ଆବେଦନ କରନ୍ତୁ। ରିପୋର୍ଟ ଅନୁଯାୟୀ ରିଜର୍ଭ ବ୍ୟାଙ୍କ ଗ୍ରେଡ-ବି ଜେନେରାଲ ଅଫିସର୍‌, ଗ୍ରେଡ-ବି ଡିଇପିଆର, ଗ୍ରେଡ-ବି ଡିଏସଆଇଏମ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମହତ୍ୱପୂର୍ଣ୍ଣ ତାରିଖ:

ଆବେଦନ ପକ୍ରିୟା ଆରମ୍ଭ ହେବା ତାରିଖ: ୨୧ ସେପ୍ଟେମ୍ବର ୨୦୧୯

ଆବେଦନ ପକ୍ରିୟା ଶେଷ ତାରିଖ: ୧୧ ଅକ୍ଟୋବର ୨୦୧୯

ପଦବୀ ନାମ ଏବଂ ପଦ ସଂଖ୍ୟା:

ଗ୍ରେଡ-ବି (ଡିଆର) ଜେନେରାଲ ଅଫିସର- ୧୫୬

ଗ୍ରେଡ-ବି (ଡିଆର) ଡିଇପିଆର- ୨୦

ଗ୍ରେଡ-ବି (ଡିଆର) ଡିଏସଆିଏମ୍‌- ୨୩

ବୟସସୀମା:

ଏହି ପଦବୀରେ ଆବେଦନ ପାଇଁ ପ୍ରାର୍ଥୀମାନଙ୍କ ବୟସ ସୀମା ନ୍ୟୁନତମ ୨୧ ଏବଂ ଅଧିକତମ ୩୦ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା:

ଏହି ପଦବୀରେ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି। ଅଧିକ ସୂଚନା ପାଇଁ ଆପଣ େଓ୍ଵବସାଇଡ୍‌ ଚେକ୍‌ କରିପାରିବେ।

rbi bankଆବେଦନ ଶୁଳ୍କ:

ଏସସି, ଏସଟି ଏବଂ ପିଡବ୍ଲ୍ୟୁଡି ପ୍ରାର୍ଥୀମାନଙ୍କ ପାଇଁ- ୧୦୦ ଟଙ୍କା

ସାଧାରଣ, ଓବିସି ଏବଂ ଇଡବ୍ଲ୍ୟୁଏସ୍‌ ପ୍ରାର୍ଥୀମାନଙ୍କ ପାଇଁ- ୮୫୦ଟଙ୍କା

ଆବେଦନ ପକ୍ରିୟା:

ଇଛୁକ ପ୍ରାର୍ଥୀମାନେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଅଧିକାରୀକ େଓ୍ଵବସାଇଡ୍‌ ଯାଇ ଆବେଦନ କରିପାରିବେ। ରିପୋର୍ଟ ଅନୁଯାୟୀ ୧୧ ଅକ୍ଟୋବର ୨୦୧୯ ପଯ୍ୟର୍ନ୍ତ ଅନଲାଇନ୍‌ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.