Below header

ରେକଡ଼ ସ୍ତରରେ ସେନସେକ୍ସ

ନୂଆଦିଲ୍ଲୀ : ସେୟାର ବଜାରରେ ଉତ୍ସାହ। ଆଜି କାରବାର ଆରମ୍ଭରୁ ଉଭୟ ସେନସେକ୍ସ ଓ ନିଫଟି ରେକର୍ଡ ସ୍ତର ଛୁଇଁଛି ସେନସେକ୍ସ । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୩୭ ହଜାରରେ ପହଞ୍ଚିଛି । ସେହିପରି ନିଫଟି ପହଞ୍ଚିଛି ୧୧୧୭୬ ପଏଣ୍ଟରେ । ଆଜି ୩୬ ହଜାର ୯୨୮ ପଏଣ୍ଟରୁ ସେନସେକ୍ସ କାରବାର ଆରମ୍ଭ ହୋଇଥିଲା । ସେହିପରି ନିଫ୍ଟି ଆରମ୍ଭ ହୋଇଥିଲା ୧୧,୧୩୨ ପଏଣ୍ଟରୁ । ଅନ୍ତର୍ଜାତୀୟ ବଜାରରେ ଭଲ କାରବାର ଯୋଗୁଁ ଭାରତୀୟ ବଜାର ଉପରେ ତାର ପ୍ରଭାବ ପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.